ନିମନ୍ତ୍ରଣ ରହିଲା ସାର୍

ଭୁବନେଶ୍ୱର,୧୭/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିବାହର ନିମନ୍ତ୍ରଣପତ୍ର ଦେଲେ ଯୁବ ବୈଜ୍ଞାନିକ ଶେଷ କିଷାନ। କୋର୍ଟମ୍ୟାରେଜ ପରେ ଆନୁଷ୍ଠନିକଭାବେ ବିବାହ କରିବାକୁ ଯାଉଛନ୍ତି ଶେଷ। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କୁ କଲେ ନିମନ୍ତ୍ରଣ ।

Comments (0)
Add Comment