Browsing category

ମହାନଗର

ମହାନଦୀରେ ବୁଡ଼ି ବ୍ୟବସାୟୀ ନିଖୋଜ

କଟକ,୮/୧୧(ଏସଏସ ନିଉଜ) ମହାନଦୀ ପଠାରେ ଗାଧୋଇବା ବେଳେ ବୁଡ଼ି ବ୍ୟବସାୟୀ ନିଖୋଜ ହୋଇଛନ୍ତି।ବାଲିଯାତ୍ରା ପୂର୍ବରୁ ଅଘଟଣ ଘଟିଛି।ନିଖୋଜ ବ୍ୟକ୍ତିଙ୍କ ଘର ବିହାରରେ ହୋଇଥିବାବେଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ।ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଆତ୍ମହତ୍ୟା ଘଟଣା ନେଲା ନୁଆ ମୋଡ

ଭୁବନେଶ୍ୱର,୮/୧୧(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଥିବା ଏକ ଘରୋଇ ଇଞିନିୟରିଂ କଲେଜରେ ପାଠପଢୁଥିବା ବାଣପୁର ଅଞ୍ଚଳର ରତିକାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଜଣେ ଯୁବତୀଙ୍କ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।ଏହାପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କଭାଇଙ୍କୁ ଜଣେଯୁବତୀ ଫୋନକରି ଆପଣଙ୍କ ଭାଇ ବିଷପିଇ ଦେଇଥିବାରୁ ତୁରନ୍ତ ଭୁବନେଶ୍ୱର ଆସିବାକୁ କହିଥିଲେ। ଘରଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା […]

ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ […]

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୮/୧୧(ଏସଏସନିଉଜ) ଆଜି ପବିତ୍ର କାର୍ତ୍ତିକପୂର୍ଣ୍ଣିମା । ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକୋ ଚନ୍ଦ୍ରଗ୍ରହଣପାଇଁ ୫ଟା୩୮ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗାା ସେପଟେ ଗ୍ରହଣପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉାଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାର୍ତ୍ତିକପୂର୍ଣ୍ଣିମା ପାଇଁ ରାତିସାରା ମହୋଦଧିରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି । ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ରାତିତମାମ ମହୋଦଧିରେ ଶ୍ରଦ୍ଧାଳୁଙ୍କଭିଡ଼ ଲାଗିରହିଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଲକ୍ଷାଧିକଭକ୍ତ ଦର୍ଶନ କରିଛନ୍ତି। […]

ଆସୁଛି ୨ଟି ଲଘୁଚାପ!

ଭୁବନେଶ୍ୱର,୭/୧୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟିହେବ ଦୁଇଟି ଲଘୁଚାପ। ଚଳିତସପ୍ତାହ ଓ ତୃତୀୟସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଆମେରିକୀୟ ପାଣିପାଗବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଜାସନ୍ ନିକୋଲସ୍ ଲଘୁଚାପକୁ ନେଇ ପୂର୍ବାନୁମାନ କରିଛନ୍ତି ।

୨ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୭/୧୧(ଏସଏସନିଉଜ)୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ୧୦ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଂଚି ଗର୍ଭଗୃହରେ ମହାପ୍ରଭୁଙ୍କୁ କରିବେ ଦର୍ଶନ । ଦର୍ଶନ ସରିବାପରେ ଆନନ୍ଦବଜାରରେ ମହାପ୍ରସାଦ ସେବନକରିବେ ରାଷ୍ଟ୍ରପତି ।

ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା

କଟକ,୭/୧୧(ଏସଏସନିଉଜ)ଆସନ୍ତାକାଲିଠୁ ଐତିହାସିକ ବାଲିଯାତ୍ରା ।ଚଳିତଥର ବାଲିଯାତ୍ରା ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ହେଉଥିବାରୁ ଏହାର ପ୍ରଚାରପ୍ରସାରପାଇଁ ପ୍ରଜ୍ଞାପନ ଶୋଭାଯାତ୍ରା। ଏହା କଟକ , ପୁରୀ , ଭୁବନେଶ୍ବର , ଖୋର୍ଦ୍ଧା , ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ବୁଲି ଲୋକଙ୍କୁ ବାଲିଯାତ୍ରା ଦେଖିବାକୁ ଆସିବାକୁ ସନ୍ଦେଶ ବାଣ୍ଟିବ ବୋଲି କୁହାଯାଇଛି ।  

ଧାମନଗର ପରାଜୟର ସମୀକ୍ଷା କରିବ ବିଜୁଜନତାଦଳ

ଧାମନଗର ,୭/୧୧(ଏସଏସନିଉଜ)ଧାମନଗର ପରାଜୟନେଇ ବିଜେଡି ଉପସଭାପତି ଦେବୀମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଧାମନଗର ବିଜେପି ସିଟ୍ ଥିଲା । ବିଷ୍ଣୁ ସେଠୀ ସେଠାରେ ଜିତିଥିଲେ । ପୁନର୍ବାର ବିଜେପି ସେଠାରେ ପ୍ରତ୍ୟାବର୍ତ୍ତନ କରିଛି । ବିଷ୍ଣୁସେଠୀଙ୍କ ନିକଟରେ ଦେହାନ୍ତ ହୋଇଥିଲା । ଭାବାବେଗ ବିଜେପିପ୍ରତି ଥିଲା ।ଦଳର ପ୍ରଦର୍ଶନ ନେଇ ନେତୃତ୍ୱ ସମୀକ୍ଷା କରିବେ ।ସବୁବେଳେ ଦଳର ଆଭ୍ୟନ୍ତରୀଣ ସମୀକ୍ଷା ହୋଇଥାଏ ବୋଲି ଦେବୀ ମିଶ୍ର କହିଛନ୍ତି ।ଅନ୍ୟପଟେ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେପି […]

ବଡ଼ ନେଲା ସାନଭାଇର ଜୀବନ

କଟକ,୭/୧୧(ଏସଏସନିଉଜ)ବଡ଼ ଭାଇର ଛୁରା ମାଡରେ ସାନ ଭାଇର ଚାଲିଯାଇଛି ଜୀବନ । ମୃତକ ଜଣକ ହେଲେ ବାଉଁଶ ଗଳି ଅଞ୍ଚଳର ସଫିଉଲ୍ଲା ଖାନ । ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ ରହିଥିବାବେଳେ ଦରଘାବଜାରଥାନା ପୋଲିସ ବଡ଼ଭାଇକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହ ଓ ଜମି ବିବାଦରୁ କଟକରେ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।  

ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

କଟକ,୬/୧୧(ଏସଏସନିଉଜ)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ମୁକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋ ସ୍ଥାନୀୟ ସାରଳା ଭବନ ଠାରେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଉକ୍ତ ଶୋଭାଯାତ୍ରାରେ ମିଶନଶକ୍ତିର ପ୍ରାୟ ଦୁଇସହରୁ ଉର୍ଦ୍ଧ ମହିଳା ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ […]