Browsing category

ମହାନଗର

ଡାକ୍ତରଖାନାରେ ଚାଲିଗଲା ମୟୂରର ଜୀବନ

ବାରଙ୍ଗ,୪/୧୧(ଏସଏସନିଉଜ) ଅସୁସ୍ଥ ଅବସ୍ଥାରେ ତୃଣଭୋଜିସଫାରୀର ରାସ୍ତାରେ ବୁଲୁଥିଲା ।ଆଉ ଚାଲିନପାରି ଗୋଟିଏ ଜାଗାରେ ଛିଡା ହୋଇଗଲା ।ଗୁରୁବାର ଅପରାହ୍ନରେ ସଫାରୀବସ ଯାଉଥିବା ବାଟରେ ଛିଡା ହୋଇଥିଲେ ମଧ୍ୟ ଆଉ ପାଖେଇନଥିଲା ।ବାଧ୍ୟ ହୋଇ ସଫାରୀ ଦାୟିତ୍ୱରେ ଥିବା କର୍ମଚାରୀ ଛିଡାହୋଇଥିବା ମୟୁରଟିକୁ ଧରିବା ସହ ତା ବେକପାଖରେ ସାମାନ୍ୟ କ୍ଷତ ହୋଇଥିବାର ଦେଖି ତାକୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଆଣି ଛାଡିଥିଲା ।ଡାକ୍ତରଖାନାରେ କ୍ଷତକୁ ଡ୍ରେସିଂକରି ଡାକ୍ତର ଇଞେକସନ ଦେଇପଳାଇଯାଇଥିଲେ ।ଶୁକ୍ରବାର ସକାଳେ ଡାକ୍ତରଖାନା ଖୋଲିବାପରେ ଇଞେକସନ ଦିଆଯାଇଥିବା […]

୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ଆସନ୍ତା ୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ।୨୩ରୁ ୩୦ ତାରିଖ ଯାଏଁ ଚାଲିବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା, ସମ୍ମେଟିଭ୍ ପରୀକ୍ଷା ନେଇ ପ୍ରେସମିଟ୍‌ରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ।ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ଓ୍ୱେବ୍ ସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ।ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ ତାରିଖରୁ ମିଳିବ ଆଡ୍‌ମିଟ କାର୍ଡ।

ଏଲ୍ଇଡି ପର୍ଦ୍ଦାରେ ବାବାଙ୍କ ଦର୍ଶନ

ଆଠଗଡ଼,୪/୧୧(ଏସଏସ ନିଉଜ)ପଞ୍ଚକର ପ୍ରଥମ ପାଳିରେ ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।ପ୍ରଥମଥର ପାଇଁ ଏଲ୍ଇଡି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ବଦଳିଯିବ କଟକଚିତ୍ର

କଟକ,୩୧/୧୦(ଏସଏସ ନିଉଜ)ପୁଣି ବଦଳିବାକୁ ଯାଉଛି କଟକର ଚିତ୍ର ।କାଠଯୋଡ଼ିର ତ୍ରିଶୂଳିଆ ରେ ହେବାକୁ ଯାଉଛି ଦ୍ବିତୀୟ ପୋଲ। ଏଥିପାଇଁ ୨୪୦କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।ମହାନଦୀର ଚହଟାରେ ବି ହେବ ସେତୁ ।

ଦିନଟିଏ ଧବଳେଶ୍ୱର ଝୁଲାପୋଲ ବନ୍ଦ

କଟକ,୩୧/୧୦(ଏସଏସ ନିଉଜ)କାଲିଠାରୁ ଗୋଟିଏଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ।ଏନେଇ କଟକ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ।ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ ବୋଲି କଗିଛନ୍ତି।ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ ।ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ।ପୋଲ ନିକଟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ମୁତୟନ ରହିବେ।ଲୋକଙ୍କୁ ଡଙ୍ଗାରେ ଯିବା ପାଇଁ କହିବୁ, ଅସୁବିଧା ହୋଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ।

କଂଗ୍ରେସ ଆରମ୍ଭକରିବ ଭାରତଯୋଡୋ ଯାତ୍ରା

ଭୁବନେଶ୍ବର, ୩୦/୧୦(ଏସଏସନିଉଜ) ଆସନ୍ତାକାଲିଠାରୁ ଓଡ଼ିଶାରେ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ସାଢେ ୮ଟା ବେଳେ ଯାତ୍ରା ଆରମ୍ଭ ହେବ । ଏଥିରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଯୋଗଦେବେ । କେନ୍ଦ୍ରସରକାର ଦରଦାମବୃଦ୍ଧି କରି କିପରିଲୋକଙ୍କୁ ହନ୍ତସନ୍ତ କରୁଛନ୍ତି ସେନେଇ ଘରକୁଘର ଯାଇ କଂଗ୍ରେସ ଲୋକଙ୍କୁ ଅବଗତ କରାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତପଟ୍ଟନାୟକ ସୂଚନା […]

ପୁଣି ଅଳିଆ ଗାଡିନେଲା ଜୀବନ

ବାରଙ୍ଗ,୩୦/୧୦(ଏସଏସ ନିଉଜ) ଗତ ଦୁଇମାସର ବ୍ୟବଧାନ ପରେ ପୁଣି ଦାରୁଠେଙ୍ଗ ଗାଁ ମୁଣ୍ଡରେ ଅଲିଆ ବୋଝେଇ ଗାଡି ଧକାରେ ରବିବାର ସକାଳେ ଜଣଙ୍କର ମୃତୁ ଘଟିଛି।ମୃତ ବ୍ୟକ୍ତିଙ୍କ ନାମ ରାମ ଘାଗରାଇ ବୋଲି ଜଣାପଡିଛି।ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଁଚିଛି।ଅନ୍ୟପଟେ ସେଠାରେ ଉତେଜନା ଦେଖାଦେଇଛି।

ଡକାୟତି ମାମଲାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୯/୧୦(ଏସଏସ ନିଉଜ) ମହାନଦୀ ବିହାରରେ ବିଲଡରଙ୍କ ଘରେ ପଶି ଡକାୟତି ମାମଲାରେ ୫ ଜଣ ଗିରଫ କରିଛି ପୋଲିସ।ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ସମେତ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭ ମୋବାଇଲ ଜବତ କରିଛି।ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେରାର ଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଅବଧୀ ବଢ଼ିଲା

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧୀ ପୁଣି ବଢ଼ିଲା।ଫେବ୍ରୁଆରି ୨୦୨୩ ଯାଏଁ ଅବଧି ବଢ଼ାଇବାକୁ ପରିବହନ ବିଭାଗର ନିଷ୍ପତ୍ତି।ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରି ମଧ୍ୟରେ ଲଗାଇ ପାରିବେ।

ରାଜଧାନୀରେ ଛାତ୍ରକଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଛାତ୍ର କଂଗ୍ରେସର ଉଦ୍ୟମ ହୋଉଛି। ଏହାପରେ ପୋଲିସ ସହ ଛାତ୍ର କଂଗ୍ରେସର ମୁହାଁମୁହିଁ ସ୍ଥିତି ଉପୁଜିଛି। ଛାତ୍ରକଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇ ବାକୁ ଉଦ୍ୟମ କରିବା ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା […]