Browsing category

ମହାନଗର

ଶପଥ ଗ୍ରହଣ କଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

କଟକ, ୫/୧୧(ଏସଏସନିୟୁଜ) ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଚାରପତିମାନେ ଉପସ୍ଥିତ ଥିଲେ । ୧୯୯୫ରେ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇ ୨୬ ବର୍ଷ ଭିତରେ ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି […]

ଧରାହେଲେ ରାଣୀ ମହୁମାଛି

ପୁରୀ, ୫/୧୧(ଏସଏସନିୟୁଜ) ନାବାଳିକା ପାଇଁ ଧରାପଡିଲେ ରାଣୀ ମହୁମାଛି । ଜଣେ ବାଂଲାଦେଶୀ ନାବାଳିକାପୁରୀ ବସ୍‌ଷ୍ଟାଣ୍ଡରେ କାନ୍ଦି କାନ୍ଦି କଲିକତା ନେଇଯିବାକୁ ଜଣେ କଣ୍ଡକ୍ଟରଙ୍କୁ କହିଥିଲା। କଣ୍ଡକ୍ଟରଜଣଙ୍କ ନାବାଳିକାକୁ ଘରୋଇ ବସ୍ ମାଲିକ ସଂଘର କାର‌୍ୟ୍ୟାଳୟକୁ ନେଇଯାଇଥିଲେ ।ସେଠାରୁ ଖବରପାଇ ଚାଇଲ୍ଡଲାଇନ ଓ କୁମ୍ଭାରପଡ଼ା ଥାନା ପୋଲିସ ଆସି ନାବାଳିକାକୁ ଉଦ୍ଧାର କରିନେଇଯାଇଥିଲେ ।ଏହାପରେ ନାବାଳିକାଠାର ତାରପରିଚୟ ଜାଣିବାକୁ ପାଇଥିଲେ ।ନାବାଳିକାକୁ ମାସିକ ୨୦ ହଜାର ଟଙ୍କାର ଚାକିରୀର ଲୋଭଦେଖାଇ ଚିତ୍ରା ନାମକ ଯୁବତୀ ପୁରୀକୁ ଆଣି […]

କେଦାରନାଥରେ ପୁଜାର୍ଜନା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୫/୧୧(ଏସଏସନିୟୁଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନାକରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେବାବା କେଦାରନାଥଙ୍କ ଦର୍ଶନ, ରୁଦ୍ରାଭିଷେକ କରି ପୂଜାର୍ଚ୍ଚନା ପରେ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଶଙ୍କରାଚାର‌୍ୟ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ୨୦୧୩ର ପ୍ରାକୃତିକ ବିପର‌୍ୟ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଶଙ୍କରାଚାର‌୍ୟ୍ୟଙ୍କ ସମାଧି ସ୍ଥଳକୁ ଲୋକାର୍ପଣ ମଧ୍ୟ କରିଛନ୍ତି । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ […]

ପୋଲିସ ଭ୍ୟାନରୁ ଜବତ ହେଲା ମୂଲ୍ୟବାନ କାଠ

୧-ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର। ୨-ଭୁବନେଶ୍ବର:ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର। ୩-ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ। ୪-ଭୁବନେଶ୍ୱର ଶୈଳଶ୍ରୀବିହାରରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ। ୫-ପୁରୀ:ସପ୍ତମ ଶ୍ରେଣୀରେ ପଢୁଛନ୍ତି କୁନି ନନା,ବଡ଼ ବଡ଼ ଶ୍ଲୋକ ଅନର୍ଗଳକହି ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ […]

ଭିତରେ ମନ୍ତ୍ରୀ, ବାହାରେ ତାଲା

୧-କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର ୨-ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍ । ୩-ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ । ୪-ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ । […]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୩/୧୧(ଏସଏସନିୟୁଜ)ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି […]

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ବର, ୩/୧୧(ଏସଏସନିୟୁଜ)ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବାନେଇ ଘୋଷଣା କରିଛନ୍ତି।କେଉଁ କାରଣରୁ ସେ ଇସ୍ତପା ଦେଇଛନ୍ତି ତାହା ଜଣାପଡିନଥିବାବେଳେ ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ବିଜେଡିରୁ ମୋଟ ଚାରିଥର ବିଧାୟକ ଭାବେ ଜିତିଥିଲେ ସଂଜୀବ । ଗତ ନିର୍ବାଚନରେ ବିଜେଡି ସଂଜୀବଙ୍କୁ ଟିକେଟ ଦେଇନଥିଲା […]

୩ ଜଣଙ୍କୁ ଯାଜପୁରରୁ ଗିରଫ କଲା ପୁଲିସ

ଆରଡି, ୩/୧୧(ଏସଏସନିୟୁଜ) ଏଟିଏମ ଲୁଟ୍ ଘଟଣାରେ ପୋଲିସ ୩ଜଣଙ୍କୁ ଯାଜପୁରରୁ ଗିରଫ କରି ପଚରାଉଚରା କରୁଛି । ଶନିବାର ବିଳମ୍ବିତ ରାତିରେ ଆରଡିପୀଠ ପ୍ରବେଶପଥ ନିକଟରେ ଥିବା ଏସବିଆଇ ପରିସରରୁ ଏଟିଏମରୁ ଲୁଟ୍ କରିବାକୁ ଉଦ୍ୟମ ହୋଇଥିଲା । କିଛି ଦୁର୍ବୃତ୍ତ ଗ୍ୟାସ କଟର ଦ୍ବାରା ଏଟିଏମ ମେସିନକୁ କାଟି ଟଙ୍କା ଲୁଟ ଉଦ୍ୟମ କରିବା ସହ ୩ଟି ସିସିଟିଭି କ୍ୟାମେରା ଓ ଆଲାରାମକୁ ଭାଙ୍ଗି ଦେଇଥିଲେ। ଟଙ୍କା ଲୁଟ ନକରିପାରି ଗୋଟିଏ ଗ୍ୟାସ ସିଲିଣ୍ଡର ଓ […]

ମା ଦକ୍ଷିଣ କାଳୀଙ୍କ ପୀଠରେ ୧୪୪

ସାକ୍ଷୀଗୋପାଳ,୩/୧୧(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ମା ଦକ୍ଷିଣ କାଳୀଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା କାଳୀପୂଜା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି ।ଫଳରେ ଚଳିତବର୍ଷ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ବର୍ଷସାରା ପୀଠରେ ମାଙ୍କ ପଟ୍ଟି ପୂଜା ପାଉଥିବାବେଳେ ବର୍ଷକରେ ଏହି ପବିତ୍ର କାଳୀପୁଜାରେ ମାଙ୍କ ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ । କୋଭିଡ କଟକଣାକୁ ଦୃଷ୍ଟିରୁ […]

ଗଂଜେଇ ଜବତ,୨ ଗିରଫ

  ମାଲକାନଗିରି,୩/୧(ଏସ ଏସ ନିୟୁଜ)ମୁଦୁଲିପ଼ଡା ଥାନା ପୋଲିସ ଚଢ଼ଉ କରି ୫୦ କିଲୋ ଓଜନର ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି।ବାଲିମେଳା ଏବଂ ଜୟପୁର ରାଜ୍ୟ ରାଜପଥରେ ମୁଦୁଲିପ଼ଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏମପି- ୨୨-ସିଏ-୩୫୭୩ ନମ୍ବର କାର ଟି ଦ୍ରୁତଗତିରେ ଆସୁଥିବାବେଳେ ରୋକିଥିଲେ।କାରକୁ ଯାଞ୍ଚ କରିବାବେଳେ ସେଥିରୁ ୫୦ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ସୌରଭ ଭସଲେ ଏବଂ ବ୍ରଜେସ ତିୱାରୀକୁ ଗିରଫ କରିଥିଲେ। ଗଂଜେଇ ବୋଝେଇ କାର […]