Browsing category

ମହାନଗର

ଲୋୟର ପିଏମଜିରେ ଆମରଣ ଅନଶ କରୁଛନ୍ତି ଯାତ୍ରା କଳାକାର

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଆଜି ଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶରେ କରୁଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ କଳାକାର ସଂଘ ଆମରଣ ଅନଶନ ଓ ଗଣଧାରଣା ଦେଉଥିବା ଖବର ମିଳିଛି। ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ […]

୨୨ବର୍ଷ ତଳର ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

  ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକେଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। […]

ଭାଷଣ ଦେବା ପରେ ‘ଅଲବିଦା !

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । ୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC ୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ ୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ । ୫-‘ବିଗ୍ ବସ୍ ୧୪’ […]

ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର,୨୧/୨(ସତ୍ୟସନ୍ଧାନ ଡେସ୍କ) ଆସନ୍ତାକାଲିଠୁ ମହାରାଷ୍ଟ୍ରର ପୁଣେରେ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ ଘରୁ ବାହାରିବା ମନା । ଅତ୍ୟାବଶ୍ୟକ ସେବା ପାଇଁ ଲାଗୁ ହେବନି କଟକଣା । ଫେବ୍ରୁଆରି ୨୮ ଯାଏ ବନ୍ଦ ରହିବ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ । ସଂଧ୍ୟା ୭ଟାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ.

ଯୋରନ୍ଦା ମାଘମେଳା ପାଇଁ କଟକଣା ଲଗାଇଲା ଜିଲ୍ଲାପ୍ରଶାସନ

ଢେଙ୍କାନାଳ,୨୧/୨(ଏସଏସନିୟୁଜ)ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦାମାଘମେଳା ଫ୍ରେବୁୟାରୀ ୨୫ରୁ୨୭ତାରିଖ ପର୍ଯୂନ୍ତ ଅନୁଷ୍ଠିତ ହେବାକୁ ଯାଉଚି ।କିନ୍ତୁ ବର୍ତମାନ ବିଭିଣ୭ ରାଜ୍ୟରେ କରାନୋ ସଂକ୍‌ାରମଣ ବଢୁଥିବା ଯୋଗୁ ଏବଂ ନୁଆ କରୋନାଷ୍ଟ୍ରେନ୍ ପ୍ରଭାବରେ ଏହି ଯୋଗରନ୍ଦା ମେଳାରେ ବହୁ ଲୋକଙ୍କ ସମାରମ ହେଲେ ଆମ ଜିିଲ୍ଲାରେ କରୋନା ବ୍ୟାପୀବାର ସମ୍ବାବନା ରହିଛିା ତେଣୁ କରୋନା ନୀୟମକୁ ଅନୁସରଣ କରି କରୋନା ସଂକ୍ରାମଣକୁ ରୋକିବା ପାଇଁ କେବଳ ଯୋରନ୍ଦା ମେଳାର ରୀତିନୀତି ପାଳନ କରାଯାଇ ସିମିତ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ଏବର୍ଷ […]

ଓଡ଼ିଆଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱମାତୃଭାଷା ଦିବସ ପାଳିତ

ଭୁବନେଶ୍ୱର,୨୧/୨(ଏସଏସନିୟୁଜ) ଦୁନିଆର ଯେ କୌଣସି ସ୍ଥାନରେ ମାତୃଭାଷା କହୁଥିବା ଲୋକଟିଏ ସହ ଭେଟ ହୋଇଗଲେ ଆପଣାପଣ ଆପେ ଆପେ ହୃଦୟରେ ବସା ବାନ୍ଧିଦିଏ । ଏହା ହିଁ ମାତୃଭାଷାର ମହତ୍ତ୍ବ ବୋଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶ୍ବ ମାତୃଭାଷା ଦିବସ ପାଳନ ଅବସର ରେ ଆୟୋଜିତ ସମାରୋହ ରେ ମତପ୍ରକାଶ ପାଇଛି । ସଭାରେ ଉଦ୍‌ଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଭାଷା ଓ ମାତୃଭାଷା ଭିତରେ ଥିବା ପ୍ରଭେଦ ସମ୍ପର୍କରେ […]

ଆକ୍ସନ୍‌ମୋଡରେ ପୋଲିସ

୧-ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି । ୨-ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ ୩-ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି […]

ମହିଳାଙ୍କୁ କିସ କରି ପୋଲିସକର୍ମୀ ହେଲେ ନିଲମ୍ବିତ

ମୁମ୍ବାଇ : ରିୟଲ ହିରୋଙ୍କ ଆଉ ଏକ ମହାନତା, ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍ ! ଲକ୍ଷ୍ନୌ : ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ! ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍ ମଧ୍ୟରେ ତିନି […]

ପ୍ରବଳ ବିରୋଧ ସତ୍ତ୍ୱେ ଝାରପଡ଼ାହାଟଠାରେ ବିଏମସି କଲା ଉଚ୍ଛେଦ

ଭୁବନେଶ୍ୱର, ୨୦/୨(ଏସଏସନିୟୁଜ) ପ୍ରବଳ ବିରୋଧ ଓ ହଟ୍ଟଗୋଳ ସତ୍ତ୍ୱେ ଆଜି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଝାରପଡ଼ା ହାଟରେ ନିର୍ମାଣାଧୀନ ଅନଧିକୃତ ଦୋକାନ ଗୁଡିକର ଉଚ୍ଛେଦ କରିଛି । ବିଏମସି ପକ୍ଷରୁ ୧୨ଟି ନିର୍ମାଣାଧୀନ ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ଟିମ ଉଚ୍ଛେଦ କରିଥିଲେ । ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସର ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ବିଡ଼ିଏ ନାମରେ […]

ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା, ଯନ୍ତ୍ରୀଙ୍କ ଗଲା ଚାକିରି

ଭୁବନେଶ୍ବର,୨୦ା୨(ସତ୍ୟସନ୍ଧାନ ଡେସ୍କ)ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନସାରା ମୃତକ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ରାତିରେ ମୁଖ୍ୟମନ୍ତ୍ରୀ ସର୍କିଟହାଉସରେ ରହିଥିଲେ । ମୁଖ୍ୟମନ୍ତ୍ରୀ ରାତି ୧୨ଟା ସମୟରେ ଶୋଇବାକୁ ଯିବା ପରେ ମଶାଦାଉରେ […]