Browsing category

ମହାନଗର

କେବେ ମାଙ୍କଡ କବଳରୁ ମିଳିବ ମୁକ୍ତି ?

ବାରଙ୍ଗ,୨୦/୨(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନରେ ମାଙ୍କଡଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ମାଙ୍କଡ଼ ଆକ୍ରମଣରେ ଶନିବାର ଜଣେ ବୃଦ୍ଧ ଆହତ ହୋଇଛନ୍ତି।ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶନିବାର ଦିନ ବାଲେଶ୍ଵର ରୁ ବନମାଳୀ ସେନାପତି(୭୯) ନିଜ ପୁଅ,ବୋହୂ ଓ ନତୁଣୀଙ୍କ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲି ସାରି ଫେରୁଥିବା ସମୟରେ ମୁଖ୍ୟ ଫାଟକ ନିକଟରେ ତାଙ୍କ ଡାହାଣ ହାତକୁ ଏକ ମାଙ୍କଡ କାମୁଡି କ୍ଷତାକ୍ତ କରିପକାଇଥିଲା।ଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା।ଏହାଦେଖି ଉପସ୍ଥିତ […]

କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ଭୁବନେଶ୍ୱର,୨୦/୨(ଏସ ଏସ ନିୟୁଜ )କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ୨୬ ରେ ଭାରତବନ୍ଦ ଡାକରା ଦେଇଥିବା ବେଳେ ଏଥିରେ  ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସାମିଲ ହେବେ ବୋଲି ଜଣାପଡିଛି । ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡକରା ଦେଇଛି । ସିଏଆଇଟି ସୂଚନା ଦେଇଛି […]

ରସିକିଆ କଳା ଶିକ୍ଷକ !

୧-ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨-ଚାଷୀ ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା, ଗୃହରେ ଭଙ୍ଗାରୁଜା: ବିରୋଧୀଙ୍କ ଚେତାବନୀ- ଧାନ ନଉଠିବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ ୩-ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ। ।କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି […]

ରାସ୍ତା ନିର୍ମାଣ ପାଇ ବିଏମସି କଲା ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୧୯/୨(ଏସଏସନିୟୁଜ) ଦୀର୍ଘ ଦିନ ଧରି ନେତାଜୀ ନଗର ଠାରେ ବସବାସ କରୁଥିବା ଜନତାଙ୍କ ଦାବି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରସୁଲଗଡ଼ ଶବର ସାହି ନିକଟସ୍ଥ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଜବରଦଖଲ ଯୋଗୁଁ ବାଧା ସୃଷ୍ଟି ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ପଥରେ ଥିବା ଜବରଦଖଲକୁ ଆଜି ବିଏମସି ତରଫରୁ ଉଚ୍ଛେଦ କରାଯାଇଛି ଏବଂ ପୁନଃ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ନେତାଜୀ ନଗରଠାରେ ରହୁଥିବା […]

ଆଇପିଏଲ-କେଉଁ ଦଳ କେତେଟଙ୍କାରେ କାହାକୁକିଣିଲେ ଜାଣନ୍ତୁ?

ଭୁବନେଶ୍ବର,୨୦/୨(ସତ୍ୟସନ୍ଧାନ) ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି। ୮ଟି ଯାକ ଦଳ ସେମାନଙ୍କ ପସନ୍ଦ ମୁତାବକ ଖେଳାଳି କିଣିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ୫୭ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ନିଜ ଟିମ୍‌ରେ ସାମିଲ କରିଛନ୍ତି।୨୨ ଜଣ ବିଦେଶୀ ଖେଳାଳି କିଣା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ୧୬.୨୫ କୋଟି ଟଙ୍କାରେ […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

ଖୋର୍ଦ୍ଧାରୋଡ ରେଳମଣ୍ଡଳର ପକ୍ଷରୁ ଆରମ୍ଭ ହେଲା ସିମେଣ୍ଟ ପରିବହନ

ଜଟଣୀ,୧୮/୨(ଏସଏସନିୟୁଜ) ଖୋର୍ଦ୍ଧାରୋଡ ରେଳମଣ୍ଡଳ ସିମେଣ୍ଟ ପରିବହନ ଆରମ୍ଭ କରିଛି । ପ୍ରଥମଥରଲାଗି ମହାମାରୀ ପରେ ଯାଜପୁର,କେଉଁଝର ଓ ହରିଦାସପୁରରୁ ଆଦି ୩ଟି ସ୍ଥାନରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି ।ହରିଦାସପୁର ରାମକୋ ସାଇଡିଂରୁ ୨୧ଟି ୱାଗନ,ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି ।ସେହିପରି ୨୧ଟନ୍ ୱାଗନର ୧୩୮୦ଟନ୍ ସିମେଣ୍ଟ ରେକ୍ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ […]

୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

କୋଣାର୍କ,୧୭/୨(ଏସଏସନିୟୁଜ) ଚଳିତବର୍ଷ ୧୯ରେ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । କରୋନା କଟକଣା ଯୋଗୁଁ ୩ ଦିନ ଧରି ହେଉଥିବା ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ୧୯ ତାରିଖ ରେ ଅନୁଷ୍ଠିତ ହେବ । ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା […]

ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ

ସାକ୍ଷୀଗୋପଳ,୧୭/୨(ଏସଏସନିୟୁଜ) ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ।ସରସ୍ୱତୀ ପୂଜା ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ଦେବ ଭକ୍ତମାନଙ୍କୁ ହୋଲି ବେଶରେ ଦର୍ଶନ ଦେବା ଆରମ୍ଭ କରିଛନ୍ତି । ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ମଙ୍ଗଳବାର ସନ୍ଧ୍ୟା ଧୂପରେ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ଅରୁଣଖୁମ୍ଭ ପାଖରେ ପୂଜା ପାଇବେ । ସେଠାରେ ଉପଜାର , ଜାତଭୋଗ ଓ ବେଶ କରାଯିବା ସହ ଠାକୁର ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ସାକ୍ଷୀଗୋପାଳ […]

ଆଜିର ଅନୁଚିନ୍ତା

➡️ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !! ➡️ଯେଉଁ ଲୋକ ଅନ୍ୟପ୍ରତି ସ୍ନେହ, ଶ୍ରଦ୍ଧ ଦେଖାଏ ନାହିଁ, ସେହି ଲୋକର ଭାଗ୍ୟରେ ‘ଆଶୀର୍ବାଦ’ ବୋଲି ଗୋଟିଏ କଥା ଲେଖା ନାହିଁ !! […]