ମନ୍ଦିର ହୁଣ୍ଡିଭାଙ୍ଗି କରିଥିଲେ ଚୋରି
ଭୁବନେଶ୍ୱର,୧୩।୮(ଏସଏସନିଉ ଜ)ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡିଭାଙ୍ଗି ଚୋରି ଘଟଣାରେ ନନ୍ଦନକାନନଥାନା ପୁଲିସ ୩୦୧/୨୫କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଲାଣ କରିଛନ୍ତି ।ସେମାନେ ହେଲେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗୀବସ୍ତିରେ ରହୁଥିବା ତିଗିରିଆ ସମପଡାର ଅରୁଣ ବେହେରା (୨୪),ରଘୁନାଥପୂର୍ ମାରୁତି ରେଶିଡେନ୍ସିରେ ରହୁଥିବା ଗାଡକଣ ମଙ୍ଗଳାସାହିର ତ୍ରିଲୋଚନ ଭୋଇ(୨୬), ରଘୁନାଥପୁର ତିଅରସାହିର ସୂର୍ଯ୍ୟକାନ୍ତ ଦାସ(୨୪)।ପୋଲିସ ସେମାନଙ୍କ ଠାରୁ ନଗଦ ୬ହଜାରେ ଟଙ୍କା ଜବତ କରିଛି। ପ୍ରକାଶଯେ, ପ୍ରକାଶ […]