ଇଭେଣ୍ଟ ପାଇ ମହିଳାଙ୍କୁ ଡାକି ଅସଦଆଚରଣ
ଭୁବନେଶ୍ୱର,୧୨ା୭(ଏସଏସନିଉଜ) ବମ୍ବେରୁ ଏକ ଇଭେଂଟ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସଦଆଚରଣ ପଦର୍ଶନ କରିବା ସହ ନିଜପାଖରେ ରାତ୍ରଜାପନ କରିବା ପାଇଁ ବାଧ୍ୟ କରିବା ଓ ସେ ରାଜିନହେବାରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ନନ୍ଦନକାନନଥାନାପୋଲିସ ।ସେମାନେ ହେଲେ ତମାଣ୍ଡୋଥାନାଅଧିନସ୍ଥ କଳିଙ୍ଗବିବିହାରର ରଘୁନାଥସାହୁ(୩୦),ଖାରରେଳନଗରଥାନାଅଧିନସ୍ଥ ମଲିକଲୋନୀର ଆନନ୍ଦସେଠୀ (୨୭),ପୁରୀବଳିଆ ପଣ୍ଡାଥାନଅଧିନସ୍ଥ ବଳିଆପଣ୍ଡାର ସ୍ୱିତା ସାଲୋନୀ (୨୧)ା ପ୍ରକାସଯେ, ହୀନା ସେଖ ନାମକ ମହିଳା ବମ୍ବେଠାରେ ଥିବା କର୍ପୋରେଟ ଆକ୍ସେଞ୍ଚରରେ ଏଚଆର ମ୍ୟାନେଜର ଭାବେ […]