ଜଟଣୀ,୧୩ା୯(ଏସଏସନିଉଜ)ପୋଲିସକର୍ମଚାରୀଙ୍କ କଲରଧରିବା ଓ ଅଶ୍ରବ୍ୟଭାଷାରେ ଗାଳିଗୁଳଜକରିବା ଅଭିଯୋଗରେ ଆଜି ଜଟଣୀଥାନା ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସଯେ, ଇନ୍ଫୋଭ୍ୟାଲିଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଲ ଥାନାର ଅନ୍ୟକିଛି କର୍ମଚାରୀଙ୍କ ସହିତମିଶି ଅଭିଯୁକ୍ତମାନଙ୍କୁ ଜଟଣୀ କୋର୍ଟକୁ ନେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେବା ରାସ୍ତାରେ ଜଟଣୀଥାନା ଅଧିନସ୍ଥ ବିକାଶନଗରରେ ରାକେଶଦଳେଇ (ମାନସ),ଉପରବସ୍ଥର ସଂଜିବବାଘସିଂ ,ସତ୍ୟବନବାଘସିଂ(ସତିଆ) ଓ ସେମାନଙ୍କ ସହଯୋଗୀମାନେ ପୋଲିସକର୍ମଚାରୀମାନଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିଥିଲେ ।ଏହାପରେ ଏହିତିନିଜଣ କୋର୍ଟପରିସର ମଧ୍ୟରେ କନଷ୍ଟେବଲଙ୍କ ସାର୍ଟର […]