ବାରଙ୍ଗ,୧୯।୯(ଏସଏସନିଉଜ)ନରାଜସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି।ଗଣେଶମୂର୍ତ୍ତି ନେଇ ଆସିଲାବେଳେ ୧୧ କେଭିତାରରେ ଲାଗିଲା ମୂର୍ତ୍ତି।ଯାହାଫଳରେ ୨ଜଣ ଛାତ୍ର ଓ ଜଣଛାତ୍ରୀ ଟ୍ରାକ୍ଟରରେ ବଡ଼ ମୂର୍ତ୍ତି ନେଇ ଆସୁଥିବା ବେଳେ ଅଭାବନୀୟ ଘଟଣା ଘଟିଲା।
୧୧କେଭି ତାର ଲାଗିବାରୁ ଜଣେଛାତ୍ର ଘଟଣା ସ୍ଥଳରେ ମୃତୁବରଣ କରିଥିବାବେଳେ ଜଣେଛାତ୍ରୀ ଓ ଜଣେଛାତ୍ର ଗୁରୁତର ଆହତ ହୋଇ ଘରୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।