Browsing category

ଅପରାଧ

ବିଜେଡି କର୍ମୀଙ୍କୁ ହତ୍ୟା!

ଗଂଜାମ ,୧୦ା୯(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଶେରଗଡ ନନ୍ଦିନୀସେତୁ ଉପରେ ବିଜେଡି କର୍ମୀ ମଧୁସୂଦନ ବିଷୋୟୀଙ୍କୁ କେହି ମାରି ଫୋପାଡିଦେଇଥିବାର ଅଭିଯୋଗ ହୋଇଛି । ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଗତକାଲି କୌଣସିକାମରେ ଶେରଗଡ଼କୁଯାଇ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ସେତୁ ଉପରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଆକ୍ରମଣ ଆକ୍ରମଣ ହୋଇଥିଲା ।ଆକ୍ରମଣକାରୀମାନେ ମଧୁକୁ ସେତୁ ଉପରୁ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।କୈାଶଳକ୍ରମେ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ […]

ଜଳିଗଲା ଶ୍ରମିକସେଡ୍‌

କଟକ,୯ା୯(ଏସଏସନିଉଜ) ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଶୁକ୍ରବାରରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶ୍ରମିକମାନେ ରହୁଥିବା ତାଙ୍କର ସେଡ୍‌ଟି ଜଳିଯାଇଛି । ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି।ସୈାଭାଗ୍ୟବଶତଃ ୪୦କଣ୍ଟେନର୍‌ରେ ରହୁଥିବା ୯୬୦ଜଣ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତିାଏମାନେ ଏଲ୍ ଆଣ୍ଡ ଟି ଠିକାସଂସ୍ଥାରେ କାମକରୁଥିଲେ । ନଜରପୁରସ୍ଥିତ ପିଡିଏସ୍ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍ ପଡ଼ିଆରେ ଏମାନଙ୍କର କ୍ୟାମ୍ପ କରାଯାଇଥିଲା ।ରାତି ପ୍ରାୟ ସାଢେ ସାତଟା ବେଳେ ନିଆଁ […]

ପଦ୍ମକେଶରୀପୁରରୁ ୧୬ଗିରଫ

ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ ୧୬ଜଣଙ୍କୁଗିରଫ କରି କୋର୍ଟଚାଳଣ କରିଛି ।ଗତ ତା ୦୧.୦୯.୨୦୨୩ ରିଖ ଓ ତା.୦୨.୦୯.୨୦୨୩ ରିଖ ଦିନ ପଦ୍ମକେଶରୀପୁରରେ ଦୁଇଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଘରେ ଜୋରଜବରଦସ୍ତ ପଶି ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୃହପଯୋଗୀ ଆସବାବପତ୍ର ସବୁକୁ ଫୋପଡାଫିଙ୍ଗା ହୋଇଥିଲା । ଏପରିକି ମହିଳା ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ […]

ଭୁବନେଶ୍ୱରରୁ ଜବତହେଲା ଚୋରାସୁନା

ଭୁବନେଶ୍ୱର,୭ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ପାଖାପାଖି ଅଢେଇ କିଲୋଗ୍ରାମ ଓଜନର ଚୋରାସୁନାଜଣେ ବ୍ୟକ୍ତିଙ୍କପାଖରୁ ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ତୋଳାସୁନା ଜବତ କରିଛି ।ଜବତହୋଇଥିବା ସୁନା ବିସ୍କୁଟ ଆକାରର ହୋଇଥିବାବେଳେ ବିଦେଶରେ ତିଆରିହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛିାଏହି ଘଟଣାରେ ଜଣଙ୍କୁ ଗିରଫକରିଛି ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସା  

ଗିରଫହେଲେ ୨ବାଉନ୍ସର

ଭୁବନେଶ୍ୱର,୭ା୯(ଏସଏସନିଉଜ) ଦାଦାବଟି ନଦେବାରୁ ଜଣେ ବାରକର୍ମଚାରୀଙ୍କୁ ଅପହରଣ କରି ମାଡମାରିବା ଅଭିଯୋଗରେ ୨ଜଣବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ୧୮୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଆଶିଷସାହୁ ଓ ଆଦିତ୍ୟବରାଳ । ଅପହରଣକାରୀମାନେ କଟକରୋଡ଼ ମହାନ୍ତିବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲୋ ଫ୍ଲୋରମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରି ମାସକୁ ୫୦ହଜାରଟଙ୍କା ବଟି ଦେବାକୁ ଦାବୀ କରିଥିଲେ । ପରେ ଟଙ୍କା ନଦେବାରୁ ମାଡ଼ ମାରି […]

ଭୁଜାଲିରେ ହାଣି ବେପାରୀଙ୍କଠାରୁ ଲୁଟିଲେ

କେନ୍ଦୁଝର,୭ା୯(ଏସଏସନିଉଜ) ଆଜି ଅପରାହ୍ନରେ ତେଲକୋଇ ଅଞ୍ଚଳରେ ଆକୁଳ ସାପ୍ତାହିକହାଟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେଆସି ୨ଜଣବେପାରୀଙ୍କୁ ବନ୍ଧୁକଦେଖାଇ ଭୁଜାଲିରେ ହାଣି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଲୁଟର ଶିକାର ହୋଇଥିବା ବେପାରୀ ହେଲେ ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଗୋଳାଗାଡିଆ ଗ୍ରାମର ଦୁଇ ଭାଇ ଶରତ ଓ ଭରତ ସାହୁ ।ଆଜି ୨ଭାଇ ଦୋକାନ ବନ୍ଦକରୁଥିବାସମୟରେ ୨ଲୁଟେରା ଟଙ୍କାବ୍ୟାଗ୍ ଝାମ୍ପିବାକୁ ଉଦ୍ୟମ କରି ନିରାଶ ହୋଇଥିଲେ ।ଏହାକୁନେଇ ଉଭୟଙ୍କ ମଧ୍ୟରେ ମାରଧର ଆରମ୍ଭ ହୋଇଥିଲା ।ଶେଷରେ ଦୁର୍ବୁତମାନେ ଏକ ବନ୍ଧୁକ ଦେଖାଇ […]

ଭିଜିଲାନ୍ସ ଜାଲରେ ଅବକାରୀବାବୁ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଜି ଆୟବହିର୍ଭୁତସମ୍ପତ୍ତି ଠୁଳଅଭିଯୋଗରେ ଅବକାରୀ ବିଭାଗର ଏଏସଆଇ ସୁଦୀପ୍ତ ଦାଶ ଭିଜିଲାନ୍ସ ଜାଲରେ ପଡିଛନ୍ତି । ସୁଦୀପ୍ତଙ୍କ ବାସଭବନ ସମେତ କାର‌୍ୟ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବାଲୁଗାଁରେ ଅବକାରୀ ଏଏସଆଇ ଭାବେ କାର‌୍ୟ୍ୟରତ ଅଛନ୍ତି ସୁଦୀପ୍ତ । ଏକକାଳୀନ ଭାବେ ଭିଜିଲାନ୍ସ ପକ୍ଷରୁ ନୟାଗଡରେ ଥିବା ସୁଦୀପ୍ତଙ୍କ ନିଜଘର, ଭଡାଘର, ବାଲୁଗାଁରେ ଥିବା ଭଡାଘର ଓ ଅବକାରୀ କାର‌୍ୟ୍ୟାଳୟରେ ଚଢ଼ାଉ ଚାଲିଛି ।

ଦେଶୀମଦ ସହ ବେପାରୀ ଗିରଫ

ବାରଙ୍ଗ, ୬।୯(ଏସଏସନିଉଜ) ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ପକ୍ଷରୁ ପୁରୀ ମୁଖ୍ୟ କେନାଲ ନିକଟରେ ନାକାବନ୍ଦୀ କରାଯାଇଥିଲା। ଏହି ସମୟରେ ଏକ ନାଲି ରଙ୍ଗର ଆକ୍ଟିଭା ସ୍କୁଟି ଓଡ଼ି୦୫ଏୱାଇ୪୮୮୦ ରେ ଦେଶୀମଦ ନେଇ ଆସୁଥିବା ସାନମୁଣ୍ଡଳୀ ଗ୍ରାମର କାହୁଁ ଚରଣ ଦଳେଇ(୨୬) ପୋଲିସ ଅଟକାଇବାପରେ ବ୍ୟବସାୟ ଉଦେଶ୍ୟରେ ନେଇଯାଉଥିବା ୪ଟି ବ୍ଲାଡରରେ ଥିବା ୮୦ ଲିଟର ଦେଶୀରନ୍ଧାମଦକୁ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିଲା।ଏହାସହ ସ୍କୁଟି […]

ନଦୀପଠାରୁ ଉଦ୍ଧାରହେଲା ଯୁବତୀଙ୍କ ରକ୍ତାକ୍ତମୃତଦେହ

ବରଗଡ଼, ୬ା୯(ଏସଏସନିଉଜ)ଭଟଲିଥାନା ଭଡିଗାଁଜୀରା ବ୍ରିଜ୍ ନିକଟରୁ ଜଣେ ଅଚିହ୍ନା ଯୁବତୀର ରକ୍ତାତ ମୃତଦେହକୁ ଠାବ କରିଛି ପୋଲିାସ । ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାପରେ କଥା ପ୍ରଘଟ ହୋଇଥିଲା ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଏହାସହ ବ୍ରିଜଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଯାହାଫଳରେ କେହି ଯୁବତୀଙ୍କୁ ହତ୍ୟାକରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ […]

ବ୍ଲାଙ୍କଫାୟରିଂ କରି ଲୁଟିଲେ

କଟକ,୬।୯(ଏସଏସନିଉଜ)କନ୍ଦରପୁରଥାନା ମତଗଜପୁର ରେଳଫାଟକ ନିକଟରେ ବ୍ଲାଙ୍କ ଫାୟରିଂକରି ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୁତ।ଆଜି ଦିନ ସାଢ଼େ୧୧ ଟା ସମୟରେ ଏହି ଘଟଣା ଘଟିଛି।କନ୍ଦରପୁରଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁବୃତ୍ତ ତିନୋଟି ବାଇକରେ ଆସିଥିବା ତାଙ୍କୁ ରେଳଫାଟକ ନିକଟରେ ରୋକିଥିଲେ।ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗରେ ଥିବାନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ […]