Browsing category

ଅପରାଧ

ବଜ୍ରାଘାତରେ ଜଳିଗଲା ୬ ବଖରା

ଭଦ୍ରକ,୨୩ା୪(ଏସଏସନିଉଜ)ଝଡବର୍ଷାରେ ବଜ୍ରାଘାତ କାରଣରୁ ଡିହିଡି ବ୍ଲକରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ବହୁ ମୂଲ୍ୟବାନ ଧନସଂପତ୍ତି ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଝଡବର୍ଷାରେ ବଜ୍ରାପାତ ଘଟିଥିଲା । ଫଳରେ କୁବେରା ପଞ୍ଚାୟତ କଷଟିଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବାଫଳରେ ୬ବଖରା ଘର ଜଳିଯାଇଛି ।ଘଟଣାସ୍ଥଳରେ ୩ଟି ପରିବାରର ଆସବାପତ୍ର ସହ ଅନେକ ମୂଲ୍ୟବାନ ଜିନିଷ ଜଳିଯାଇଛି । କୌଣସି ମୃତ୍ୟୁ ଓ ଆହତ ହୋଇଥିବା କଥା ବର୍ତ୍ତମାନ ସୂଚନା ମିଳିନାହିଁ ।

କାରକୁ ଧକ୍କାଦେଇ ଗଛରେ ପିଟିଲା ହାଇୱା

ବାରଙ୍ଗ, ୨୨।୪ (ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ନାଣ୍ଡିଆକଂଟା ନିକଟରେ ଶନିବାରରାତିରେ ଭାରସାମ୍ୟ ଏକ କାରକୁ ଧକ୍କାଦେଇଛି ହାଇୱା । ଓଡି ୦୨ଜେଡ୍ ୧୧୭୪ ନମ୍ବର ହାଇୱାଟି ତ୍ରିଶୂଳିଆରୁ ବାଙ୍କୀ ଅଭିମୁଖେ ଦୃତଗତିରେ ଯାଉଥିବାବେଳେ ଗାଡିଟି ଭାରସାମ୍ୟ ହରାଇବା ଏହି ରାସ୍ତାରେ ଆସୁଥିବା ଓଡି ୦୫ଏଫ ୮୭୮୭ ନଂକାରକୁ ଧକ୍କାଦେଇଥିଲା ।କାରକୁ ଧକ୍କାଦେଇସାରିବାପରେ ରାସ୍ତାପାଶ୍ୱର୍ରେ ଥିବା ଏକ ଆମ୍ବଗଛରେ ପିଟିହୋଇ ଯାଇଥିଲା ।ଦୁର୍ଘଟଣାପରେ ହାଇୱାଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ କାରଚାଳକ ଗୁରୁତର […]

ହେଲା ବଜ୍ରପାତ, ଜଳିଗଲା ୬ବାଇକ

ମେଣ୍ଢାଶାଳ,୨୨।୪(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ତଳସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ବଜ୍ରାପାତ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ଟି ବାଇକ ଜଳିପୋଡି ପାଉଁଶ ହୋଇଯାଇଛି ।ଏହାସହ ଝିଅବାହାଘର ପାଇଁ ରଖାଯାଇଥିବା କିଛି କାଠ ଆସବାସପତ୍ର ଓ ଗୋଟିଏ ଖଟ ମଧ୍ୟ ପୋଡିଯାଇଛି ।ଏତେବଡ ଅଘଟଣ ଘଟିଥିବା ବେଳେ ସୈାଭାଗ୍ୟ ବଶତ ପରିବାର ସଦସ୍ୟମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଯାଇଛନ୍ତିାଶୁକ୍ରବାର ବିଳମ୍ଭିତ ରାତିରେ ଚନ୍ଦକାଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିରେ ବଜ୍ରାଘାତ ହୋଇଛି ।ଏହିଗାଁର ସୁକାନ୍ତ ବଡଜେନାଙ୍କ ପରିବାର ଶୋଇଥିବାବେଳେ […]

କାର୍‌-ଟ୍ରକ୍ ମୁହାଁମୁହିଁ ଧକ୍କା

କଟକ ,୨୨ା୪(ଏସଏସନିଉଜ)କଟକ ନୂଆବଜାର ସ୍କୁଲ ନିକଟରେ ଦୁର୍ଘଟଣାଘଟିଛି। କାର୍‌-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି ।ଯାହାଫଳରେ କଟରରେ କାରଟିକୁ କାଟି ମୃତଦେହକୁ ଅଗ୍ନିଶମବାହିନୀ ଉଦ୍ଧାର କରିଛି ।ଏଥିରେ ୩ଜଣ ଗୁରୁତର ଆହତ ହୋଇ ଚିକିସ୍‌ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତିା ଦୁର୍ଘଟଣା ପରେ ଟ୍ରକକୁ ଜବତକରି ଉଜଜଓ ଥାନାପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଲା ସ୍କର୍ପିଓ

ଭଦ୍ରକ, ୨୨ା୪(ଏସଏସନିଉଜ) ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଦେଲା ସ୍କର୍ପିଓା ଯାହାଫଳରେ ୨ଜଣଙ୍କର ମୃତ୍ୟୁହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ରାଣୀତାଲ ହାଇଟେକକଲେଜ ନିକଟରେ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି ।କୋଲକାତାରୁ ଭୁବେନେଶ୍ଵର ଆସୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅବକାରୀବିଭାଗ ହାବୁଡ଼ରେ ବ୍ରାଉନସୁଗାର ମାଫିଆ

ଅନୁଗୋଳ, ୨୨ା୪(ଏସଏସନିଉଜ) ଅବକାରୀ ବିଭାଗ ହାବୁଡ଼ରେ ପଡିଛି ବ୍ରାଉନସୁଗାର ମାଫିଆାନାଲକୋନଗର କନିଆବେଡାଗାଁର ଅବିନାଶଦାସକୁ ତାଳଚେର ଡେରାଛକରୁ ଗିରଫ କରିଛି ଅବକାରୀବିଭାଗ। ମାଫିଆ ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ମଧ୍ୟ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକଲକ୍ଷ ୬୦ହଜାରଟଙ୍କା ହେବ ବୋଲି ଜଣାପଡିଛିା  

ଆଇଟମଡ୍ୟାନ୍ସରଙ୍କ ନାମରେ ମାମଲା

ଚାନ୍ଦବାଲି, ୨୨ା୪(ଏସଏସନିଉଜ) ଯାତ୍ରାରେ ଅଶ୍ଳୀଳ ଇଙ୍ଗିତ ପଦର୍ଶନ ପାଇଁ ଜଣେ ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି ।ଆଇଟମଡ୍ୟାନ୍ସର ଜନୈକ ଟେଲି ଅଭିନେତ୍ରୀଙ୍କ ନାଁରେ ଥାନାରେ ମାମଲା ହୋଇଛି । ପୀତବାସବାରିକ ନାମକ ବ୍ୟକ୍ତି ଅଭିନେତ୍ରୀ ଜଣଙ୍କ ଅଶ୍ଳୀଳ ଇଙ୍ଗିତ ପଦର୍ଶନ କରିଥିବାନେଇ ଅଭିଯୋଗ କରିଥିଲେ ।ତାଙ୍କରି ଅଭିଯୋଗ ବଳରେ ପୋଲିସ ମାମଲା ରୁଜୁକରିଛି ।  

ଧରିଲା ପୋଲିସ

ବାରଙ୍ଗ,୨୧।୪(ଏସଏସନିଉଜ)ରାମଦାସପୁର ରାଜସ୍ୱକାର୍ଯ୍ୟାଳୟଠାରୁ ମାତ୍ର କେଇହାତ ଦୁରରେ ଚାଲିଥିଲା ମୋରମଚୋରାଚାଳଣ ।ଦିନେକି ଦୁଇଦିନ ନୁହେଁ ,ଗତକିଛିମାସ ଧରି ଖୋଲାଖୋଲିଭାବେ ଚାଲିଥିଲା ଚୋରାରେ ମୋରମ ଚାଳଣ ।ସବୁଜାଣି ରାଜସ୍ୱବିଭାଗର ତଳଠାରୁ ବଡବାବୁମାନେ ଚୁପ ବସିଥିଲେ ।ଶେଷରେ ବାବୁମାନଙ୍କ ଭିତିରି କାରନାମା ଉପରୁ ପରର୍ଦା ଉଠାଇଛି ବାରଙ୍ଗ ପୋଲିସ ।ଗୁରୁବାର ବିଳମ୍ଭିତ ରାତିରେ ବାରଙ୍ଗପୋଲିସ ଚଢଉ କରି ୬ଟି ହାଇୱା, ୨ଟିଜେସିବି ମେସିନ, ଦୁଇବାଇକକୁ ଜବତ କରିବା ସହ ୬ଜଣଙ୍କୁ ଗିରଫ କରିଛି । ପ୍ରକାସଯେ, ଗତକିଛିମାସ ଧରି ଦିନରାତି ନିବିଘ୍ନରେ […]

ବିଦ୍ୟୁତ ନେଲା ୨ଜଣଙ୍କ ଜୀବନ

ମାଲକାନଗିରି,୨୧ା୪(ଏସଏସନିଉଜ) ବିଦ୍ୟୁତ ଆଘାତରେ ୨ ନାବାଳକ ମୃତୁବରଣ କରିଛନ୍ତି । ଚଢ଼େଇ ଧରିବାକୁ ଗଛ ଉପରେ ଚଢ଼ିଥିବା ବେଳେ ଅଘଟଣ ଘଟିଥିଲା ।ଗଛରେ ଚଢିଥିବାବେଳେ କରେଣ୍ଟ ଲାଗିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା । ୨ ମୃତକ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ହୋଇଥିବାବେଳେ ସେମାନଙ୍କ ବୟସ ୭ ଓ ୯ ବର୍ଷ ହେବ ବୋଲି ଜଣାପଡିଛି ।  

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ

ସାକ୍ଷୀଗୋପାଳ,୨୧ା୪(ଏସଏସନିଉଜ) ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀରଯବାନ ଦେବାଶିଷବିଶ୍ୱାଳ ସହିଦ ହୋଇଛନ୍ତି ।ଦେବାଶିଷଙ୍କ ଘର ପୁରୀଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରେ । ଏହାଜଣାପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏଥିରେ ୫ଜଣ ଯବାନ […]