Browsing category

ଅପରାଧ

କଟକ ଦୁର୍ଗାପୂଜା ଜଗିବେ ୧୨୨ପ୍ଲାଟୁନ୍‌ ଫୋର୍ସ

କଟକ,୨୮।୯(ଏସଏସନିଉଜ)କଟକ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ,ଏଥର୧୨୨ ପ୍ଲାଟୁନ୍‌ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ।୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ପାଇଁ ମୁତୟନ।ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ।ସୁରକ୍ଷା ପାଇଁ CCTV ଓ ଡ୍ରୋନ୍‌ର ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

କଟକ,୨୭।୯(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେପୁରୀ କେନାଲ ରୋଡ଼ରେ ଭାରସାମ୍ୟ ହରାଇ ଦୃତଗତୀରେ ଯାଉଥିବା ଏକ ଆମ୍ବୁଲାନ୍ସ ଓଲଟି ପଡିଛି।ତେବେ ଆମ୍ବୁଲାନ୍ସଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ଆମ୍ବୁଲାନ୍ସ ମାଲିକ ଅଳ୍ପକେ ବର୍ତିଯାଇଛନ୍ତି। ପ୍ରକାଶଯେ, ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗୀ ନେଇଏକ ଘରୋଇ ଆମ୍ବୁଲାନ୍ସ ଭୁବନେଶ୍ୱର ଏମ୍ସ ଆସିଥିଲା।ଏମ୍ସରେ ରୋଗୀ ଛାଡ଼ି ବାରଙ୍ଗ ପୁରୀ କେନାଲ ରୋଡ଼ରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁରକୁ ଫେରୁଥିଲା।ଆମ୍ବୁଲାନ୍ସଟି ଦ୍ରୁତଗତିରେ ଆସୁଥିବା ବେଳେ ଶଣ୍ଢପୁର ଗ୍ରାମ ନିକଟରେ ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ […]

ଚାଲିଥିଲା ବେଆଇନ ବାଣ କାରଖାନା ଧରିଲା ପୋଲିସ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ବେଆଇନ ବାଣ କାରଖାନାରେ ଚଢ଼ାଉ କରି ବାରଙ୍ଗ ଥାନା ପୁଲିସ ଗୁରୁବାରଦିନ ବିଭିନ୍ନ ପ୍ରକାରର ବାଣ ସରଞ୍ଜାମ ଜବତ କରିବା ସହ ବାପି ମଲ୍ଲିକ ନାମକ ଯୁବକକୁ ଗିରଫ କରିଛି। ପ୍ରକାଶଯେ, ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନା ଥିବାର ବୁଧବାରବିଳମ୍ବିତ ରାତିରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ ସଦଳେବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ […]

୮୦ଲିଟର ଦେଶୀମଦ,ବାଇକ ସହ ୨ଗିରଫ

କଟକ,୨୫ା୯(ଏସଏସନିଉଜ)ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ବୁଧବାର ବିଳମ୍ଭିତ ରାତିରେ ପେଟ୍ରୋଲିଂ କରୁଥିବାଳେ ଦେଶୀମଦ ନେଇ ଦ୍ରୁତଗତିରେ ଆସୁଥିବା ଏକ ବାଇକ ସହ ୮୦ଲିଟର ଦେଶୀମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଦ୍ୱୟ ହେଉଛନ୍ତି କଟକସଦରଥାନା ଅଧିନସ୍ଥ ଶ୍ରୀକାରୁନ ଗ୍ରାମର ପ୍ରଶାନ୍ତଦାସ ଓ ମଂଟୁଖୁଂଟିଆ । ବୁଧବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଓ ଗୋଡିସାହିଫାଣ୍ଡି ପୋଲିସ ମିଳିତଭାବେ ପେଟ୍ରୋଲିଂ କରୁଥିବାବେଳେ ଆଠଗଡ ପଟରୁ ବାରଙ୍ଗଆଡକୁ ଓଡି୦୫ -ଏଜି -୦୪୭୬ନଂ ବାଇକଟି […]

ଲାଞ୍ଚ ନେଉଥିଲେ,ଧରିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା୨୩।୯(ଏସଏସନିଉଜ)ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର।ମହାକାଳ ପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ।୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ଲାଞ୍ଚ ନେଉଥିଲେ।ତହସିଲଦାର ଙ୍କ ଘର ସମେତ ୪ଟି ସ୍ଥାନରେ ଚାଲିଛି ରେଡ୍‌।

ସାବଧାନ!ମହାନଦୀରେ ମାତୀଛି ଅଜଣା ଜନ୍ତୁ

କଟକ, ୨୨।୯(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ନିକଟସ୍ଥ ମହାନଦୀରେ ଅଜଣାଜନ୍ତୁର ଆତଙ୍କ ଦେଖାଦେଇ ଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ନଦୀରେ ଗାଧେଇବାବେଳେ ପାଣି ଭିତରେ ଲୋକଙ୍କୁ ଆକ୍ରମଣ କରୁଛି ଏହି ଅଜଣା ଜନ୍ତୁ।ଏହି ଅଜଣାଜନ୍ତୁ ଆକ୍ରମଣରେ ଲହୁ ଲୁହାଣ ଅବସ୍ଥାରେ ୪ଜଣ ମହିଳା ପୁରୁଷଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାପରେ ଗାଁରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ସହିତ ନଦୀ ଭିତରକୁ ସାଧାରଣଲୋକମାନେ ଯିବାକୁ […]

କାର୍ଯ୍ୟାଳୟରେ କଲେ ଉତ୍ପାତ

କଟକ ୨୨।୯(ଏସଏସନିଉଜ) ମୁଣ୍ଡଳିଠାରେ ରାଜଧାନୀ ଭୁବନେଶ୍ୱରକୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ହେଉଥିବା ପ୍ରକଳ୍ପ କାର୍ଯ୍ୟାଳୟରେ ଭଙ୍ଗାରୁଜାକରିବା ଓ ଆତଙ୍କ ଖେଳାଇବା ଅଭିଯୋଗରେ ଗୋଡିସାହିଫାଣ୍ଡି ପୋଲିସ ସୋମବାରଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।ସେ ହେଉଛନ୍ତି ଶିବପ୍ରସାଦ ନାୟକ ମୁଣ୍ଡଳୀ ।ଶିବ ଓ ତାର ସହଯୋଗୀ ଅନ୍ୟଦୁଇଜଣ ଆସି ରବିବାର କାର୍ଯ୍ୟାଳୟରେ ପହଁଚି ଛଟେଇକରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବାସହ ଆମକୁ କାମ ଦିଅ ବୋଲି ଦାବୀ କରିଥରଲେ ।ଏହାକୁ ନେଇ ଜଳଯୋଗାଣ ପ୍ରକଳ୍ପ ମ୍ୟାନେଜର […]

ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ

ବୌଦ୍ଧ,୨୧।୮(ଏସଏସନିଉଜ)ଅଧିକାରୀମାନଙ୍କ ଦାୟିତ୍ଵହୀନତା ଯୋଗୁ ସାଧାରଣଲୋକ ପକୃତରେ ସରକାରୀ ହେଉ କିମ୍ବା ବେସର କାରୀ ସୁବିଧା ପାଇବାରୁ ବଞ୍ଚିତ ହୁଅନ୍ତି।ଯାହାର ଉଦାହରଣବୌଦ୍ଧ ସ୍ୱାସ୍ଥ୍ୟବିଭାଗରେ ଦେଖିବାକୁ ମିଳିଛି।ଏହାହେଉଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ ।ଦୀର୍ଘଦିନ ହେଲା ALS ଆମ୍ବୁଲାନସଟି ଅଚଳ ହୋଇ ପଡିଛି।ମାତ୍ର ୧ହଜାର ଟଙ୍କା ଖର୍ଚ କରିପାରୁନାହିଁ ଜିଲା ସ୍ୱାସ୍ଥ୍ୟ ବିଭାଗ ।ଯାହାଫଳରେଆମ୍ବୁଲାନସ ଅଭାବରୁ ଗଲାଣି ଅନେକ ଅମୁଲ୍ୟଜୀବନ।ମାଗଣା ଆମ୍ବୁଲାନସ ସେବା ପାଇବାରୁ ବଂଚିତ ହେଉଛନ୍ତି ଶହଶହ ଗରିବ ରୋଗୀ।ପଇସା ଦେଇ ମଧ୍ୟ ଏହି ସେବା ପାଇପାରୁନାହାନ୍ତି ଲୋକେ।ଏହି […]

ବାଣ ନେଲା ଜୀବନ

ବୌଦ୍ଧ,୨୧।୯(ଏସଏସନିଉଜ)ପୁରୁଣାକଟକ ଥାନା ଜିଆଁକଟା ଠାରେ ବାଣବିସ୍ପାରଣ ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ବୌଦ୍ଧ ଜିଲା ପୁରୁଣାକଟକଥାନା ଜିଆଁକଟାଠାରେ ବାଣ ବିସ୍ପାରଣ ଘଟିଛି ।ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।ମୃତକଙ୍କ ସଂଖ୍ୟା ବଢିପାରେ । ୧୫ ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି ।ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ସ୍ବେଛାସେବୀ ମାନେ ପହଂଚି ଉଦ୍ଧାର […]

ଯୁବତୀଙ୍କ ରିଲ୍ସ କରି ଅଡ଼ୁଆରେ ୩ ଯୁବକ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ […]