ଛାତ୍ରୀଙ୍କ ଅତ୍ମହତ୍ୟା,ସୁଇସାଇଡ ନୋଟ ଜବତକଲା ପୋଲିସ
କଟକ,୬/୪(ଏସଏସନିଉଜ)ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଛାତ୍ରୀ ସୁରଭି ପଞ୍ଚପାଲ ଆତ୍ମହତ୍ୟା କରିଥିବାବେଳେ ତାଙ୍କର ସୁଇସାଇଡ୍ ନୋଟ୍ ସିଡିଏ ଫେଜ୍-୨ ଥାନା ପୁଲିସ ଜବତ କରିଛି। ୨୦ ବର୍ଷୀୟା ଝିଅ ସୁରଭି ହରିୟାଣା ପାନିପଥ ଜିଲ୍ଲା ଦହର ରିଫାଇନାରି ଟାଉନସିପ୍ର ହିରାସିଂହ ପଞ୍ଚପାଲଙ୍କର ଝିଅ । ଦେଢ଼ ସପ୍ତାହ ହେବ ହରିୟାଣାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା ସହ ଲେଡିଜ୍ ହଷ୍ଟେଲର ତୃତୀୟ ମହଲାରେ ଗୋଟିଏ ରୁମରେ ଏକୁଟିଆ ରହୁଥିଲେ। ସୋମବାର ସନ୍ଧ୍ୟାରେ ରହୁଥିବା ରୁମ ଭିତର ପଟୁ […]