ରିମାଣ୍ଡରେ ଯିବ ହାଇଦର
କଟକ,୧୬/୪(ଏସଏସନିୟୁଜ) ଖୋଲିବ ଗୁମର । ଫେରାର ହେବାର ପକୃତ କାରନ ଜାଣିବ କମିସିନେରେଟ ପୋଲିସ । ରିମାଣ୍ଡରେ ଗଲା ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ୭ ଦିନିଆ ରିମାଣ୍ଡ ନେବାପାଇଁ ପୋଲିସ ଆବେଦନ କରିଥିଲା । ପୋଲିସ ଆଜି ହାଇଦରକୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ହେବାପରେ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ରଖାଯାଇ ତାର ଚିକିସ୍। କରିବାକୁ ହାଇଦର କହିଥିଲା ।ଶନିବାରଠାରୁ […]