Browsing category

ଜିଲ୍ଲା

ଓଡିଶାରୁ ବିଦା ହେବେ ବାଂଲାଦେଶୀ

ଭୁବନେଶ୍ଵର,୨୦।୫(ଏସଏସନିୟୁଜ୍)ଓଡିଶାରୁ ବିଦା ହେବେ ବାଂଲାଦେଶୀ।ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର। ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସ୍ୱତନ୍ତ୍ର SOP ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ STF। ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି। SOPରେ କଣ ରହିଛି ଜାଣନ୍ତୁ ।ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ନାକା କରାଜୀବ।ଵାଂଲାଦେଶୀ ଗତିଵିଧି ଉପରେ ନଜର ରଖି ତାଲିକା ପ୍ରସ୍ତୁତ କରିବେ।ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କାହାଦ୍ୱାରା ଆସିଥିଲେ ଓଡିଶା ସେନେଇ ଯାଞ୍ଚ କରାଯିବ।କେଉଁଠୁ ଆଧାରକାର୍ଡ, ରାସନକାର୍ଡ ପ୍ରସ୍ତୁତ […]

ଫେରିଲା କରୋନା

ଭୁବନେଶ୍ଵର,୨୦।୫(ଏସଏସନିୟୁଜ୍)ଭାରତକୁ ପୁଣି ଫେରିଲା କୋଭିଡ ଭୟ ।ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସେମାନଙ୍କ ମୃତ୍ୟୁ ହୋଇଥିବା କିଛି ବିଶେଷସୁତ୍ରରୁ ଜଣାପଡିଛି।ଦେଶରେ ଏବେ ୨୫୭ଟି କରୋନାଆକ୍ଟିଭକେସ୍ ଥିବା ସୂଚନାମିଳିଛି ।

ମିଳିଲା ମୃତଦେହ ପରିଚୟ

ବାରଙ୍ଗ,୧୮।୫(ଏସଏସନିୟୁଜ) ପୁରୀ ମୁଖ୍ୟକେନାଲ ଭିତରୁ ବୁଧବାର ସକାଳୁ ମିଳିଥିବା ଅଜଣା ମୃତଦେହର ପରିଚୟ ମିଳିପାରିଛି। ମୃତକ ବୃଦ୍ଧଜଣକ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଦାଢାପାଟଣା ସାମଲସାହିର ମହେନ୍ଦ୍ର ସାମଲ(୭୫) । ପ୍ରକାଶଯେ, ବୁଧବାର ସକାଳୁ ପଂଞ୍ଚୁପାଳ ଗ୍ରାମ ନିକଟରେ ପୁରୀ ମୁଖ୍ୟକେନାଲ ଭିତରେ ଗୋଟିଏ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖି ଥାନାକୁ ସୂଚନା ଦେଇଥିଲେ। ସୂଚନାପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ଖାଲି […]

ଅଳିଆଗାଡ଼ି କାର ଓ ବାଇକକୁ ଦେଲା ଧକ୍କା

ବାରଙ୍ଗ,୧୮।୫(ଏସଏସନିୟୁଜ)ଷଣ୍ଢପୁରବାଙ୍କ ନିକଟରେ ଅଳିଆଗାଡ଼ି ଏକ ବାଇକ୍ ଓ କାରକୁ ଧକା ଦେବାରୁ ବାଇକ୍ ଚାଲକ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଅଳିଆ ଗାଡି ଫେରାର ହୋଇଯାଇ ଥିବା ବେଳେ ପୋଲିସ ଗାଡି ଓ ଚାଳକକୁ ଧରି ଥାନାକୁ ଆଣିଛି। ପ୍ରକାଶଯେ, ରବିବାର ଅପରାହ୍ନ ୨ଟାସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଦୋଗଛିଆ ବାଙ୍କ ନିକଟରେ କଟକ ମହାନଗର ନିଗମର ଅଳିଆବୁହା ଓଆର ୦୫ ଏପି ୭୮୧୬ ନମ୍ୱର ହାଇୱ। ଗାଡ଼ିଟି ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ […]

ନାବାଳକ ଚୋରକୁ ଧରିଲେ, ପୁଲିସକୁ ଦେଲେ…

ବାରଙ୍ଗ,୧୮।୫(ଏସଏସନିୟୁଜ)ରବିବାର ସକାଳେ ଜଣେ ନାବାଳକ ଚୋରକୁ ଧରି ସ୍ଥାନୀୟ ଲୋକମାନେ ବାରଙ୍ଗ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ, ବିଦ୍ୟାଧରପୁରଗ୍ରାମ ନିକଟସ୍ଥ ତ୍ରିଶୂଳିଆ ନରାଜ କାଠଯୋଡି ନଦୀବନ୍ଧ ରାସ୍ତାରେ କଟକ ତୁଳସୀପୁର ଅଂଚଳର ସାଜିଦ୍ ମହମ୍ମଦ ନାମକ ବ୍ୟକ୍ତିଙ୍କ ଘର କବାଟ ଭଙ୍ଗାଯାଇ ଶନିବାର ରାତିରେ ୪ହଜାର ଟଙ୍କା ଓ ବିଭିନ୍ନ ଘରକରଣା ଆସବାସପତ୍ର ଚୋରି ହୋଇଥିଲା।ଚୋରିହେବା ସମୟରଦୃଶ୍ୟ ଓ ସିସିଟିଭି କ୍ୟାମେରା ଭାଙ୍ଗିବାରଦୃଶ୍ୟ ଘର ସମ୍ମୁଖରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।ରବିବାରସକାଳେ ଚୋରି […]

ଉଦ୍‌ଯାପିତ ହେଲା ଶବ୍ଦାବଳୀ ଆୟୋଗ କର୍ମଶାଳା

ବାରଙ୍ଗ, ୧୭ା୫(ଏସଏସନିୟୁଜ) ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ୧୨ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ପାଞ୍ଚଦିନବ୍ୟାପି ଚାଲୁଥିବା ଶବ୍ଦାବଳୀ ଆୟୋଗ କର୍ମଶାଳା ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଭାରତ ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗର ସିନିୟର ସାଇଣ୍ଟଫିକ୍ ଅଫିସର ଡକ୍ଟର ଭୀମସେନ ବେହେରାଙ୍କ ତତ୍ତ୍ଵାବଧାନରେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଆୟୁର୍ବେଦ ମହାବିଦ୍ୟାଳୟ ଶାରୀର କ୍ରିୟା ବିଭାଗର ସହଯୋଗରେ ୬୦୦୦ ଶବ୍ଦକୁ ମୂଳ ସଂସ୍କୃତ ଭାଷାର ଆଧାରରେ ଆକ୍ଷରିକ ଓଡିଆ ହିନ୍ଦି ଓ ଇଂରାଜୀ […]

ବଜ୍ରାଘାତରେ ୬ମୃତ

ଭୁବନେଶ୍ଵର,୧୬।୫(ଏସଏସନିୟୂଜ)ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ସେଥିମଧ୍ୟରେ କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି।କୋରାପୁଟ ଲକ୍ଷ୍ମୀପୁରରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଯୁବତୀ ମୃତ୍ୟୁ ହୋଇଥିବା ବେଳେପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ଜଣେ ନାବାଳକ,ଗଜପତିଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟାରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବାର ଜଣାପଡିଛି।

ମୁଁ ଆତ୍ମହତ୍ୟା କରିଦେବି

ଭୁବନେଶ୍ଵର,୧୪।୫(ଏସଏସ ନିୟୁଜ)ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ ଆତ୍ମହତ୍ୟା କରିବେ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଆଉ କାମରେ ଚାପ ଦିଆଯାଉଛି ବୋଲି ଏମିତି ନିବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ତାଙ୍କୁ ବାଲେଶ୍ୱର ଏସପି ନିର୍ଯାତନା ଦେଉଥିବା ବେଳେ ଏକାଧିକ ଦାୟିତ୍ୱ ତାଙ୍କ ଉପରେ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଇନିସ୍ପେଟର ଆଗରେ ତାଙ୍କୁ ଅପମାନିତ […]

ଆସୁଛି ବାତ୍ୟା ଶକ୍ତି!

ଭୁବନେଶ୍ଵର,୧୪।୫(ଏସଏସନିୟୁଜ) ବଙ୍ଗୋପସାଗରରେ ୨୩ ରୁ ୨୮ ତାରିଖ ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା  ପରିଣତହେବାର ସମ୍ଭାବନା ରହିଛି । ଏହା ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳ,ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ ।ଏଥିନିମନ୍ତେ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, […]

ବୋଦାଭୋଜି ସାଜିଲା କାଳ

ଗଞ୍ଜାମ,୧୩।୫(ଏସଏସନିୟୁଜ)ବଳିବୋଦା ଭୋଜି ଖାଇବାକୁ ଆସୁଥିବା ବେଳେ ପିକଅପ ଭ୍ୟାନ ଓଲଟି ବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଉଛନ୍ତି ବାଦଲ ଗୌଡ(୧୫) ଓ ଚନ୍ଦ୍ରମା ଗୌଡ (୨୭)।ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ଗାଡିଟିରେ ୧୭ଜଣ ବସି ବଡ଼ବୋରସୀଙ୍ଗି ବ୍ରାହ୍ମଣ ଦେବି ମନ୍ଦିର ଅଭିମୁଖେ ବଳି ବୋଦା ଭୋଜି ଖାଇବାକୁ ଗୋଟେ ପରିବାରର ୧୭ଜଣ ସଦସ୍ୟ ଆସୁଥିଲେ।ଏହି ସମୟରେ ଏକ କଲଭର୍ଟକୁ ପିକଅପଭ୍ୟାନ ଧକ୍କା ଦେଇ […]