Browsing category

ଜିଲ୍ଲା

ଗଞ୍ଜେଇ ସହ ୩ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଓଡ଼ିଶା ପୋଲିସର ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଗଞ୍ଜାମ ଓ ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୧୯୨ କିଲୋ ଗଞ୍ଜେଇ ଜବତ ହେବା ସହ ୩ଜଣ ଗିରଫ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଓଡ଼ିଶା ପୋଲିସକୁ ଦୁଇଟି ପୃଥକ ଘଟଣାରେ ସଫଳତା ମିଳିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏବଂ ଯୋଡ଼ାମ୍ବ ପୋଲିସ ଚଢ଼ାଉ କରି ସର୍ବମୋଟ ୧୯୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ […]

କମିଟି ସୁପାରିସରେ ହେବ ଯନ୍ତ୍ରୀଙ୍କ ବଦଳି

ଭୁବନେଶ୍ୱର,୨୪।୬(ଏସଏସନିଉଜ)ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଯନ୍ତୀଙ୍କ ଲାଗି ବଦଳି ନୀତି ଜାରି। OES ଓ ODES କ୍ୟାଡରର ଅଧିକାରୀଙ୍କ ଲାଗି ବଦଳି ନୀତି ଜାରି।ଗଠିତ ହୋଇଥିବା ଏକ ସ୍ପତନ୍ତ୍ର କମିଟିର ସୁପାରିସ୍‌ରେ ହେବ ବଦଳି।ବଦଳି ପାଇଁ ଗଠନ ହୋଇଛି ‘ଇଞ୍ଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି'(EEC)। ମୁଖ୍ୟଯନ୍ତ୍ରୀଙ୍କଠୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସୁପାରିସ କରିବ EEC। ବିଭାଗର ପ୍ରମୁଖ ଶାସନ ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ।AE ଓ JEଙ୍କ ବଦଳି ପାଇଁ ଏକ ପୃଥକ ଇଇସି ଗଠନ କରାଯିବ।

୨୯ରୁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୨୪।୬(ଏସଏସନିଉଜ)ବର୍ଷା ପାଇଁ ଆସନ୍ତା ୨୯ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ।ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ଖୋଲା ରହିବ।ଏନେଇ ସୂଚନା ଜାରି କଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ।

ନନ୍ଦନକାନନ ବୋତଲ ଘୋଟାଲା

ଭୁବନେଶ୍ୱର, ୨୨|୬(ଏସଏସନିଉଜ) ନନ୍ଦନକାନନ ଏବେ ପ୍ରାଣୀ ଉଦ୍ୟାନ ନୁହେଁ, ପର୍ଯ୍ୟଟକଙ୍କ ଲୁଟ୍ କେନ୍ଦ୍ର ! ପରିବେଶ ନାଁରେ ଏଠି ଚାଲିଛି ସିଧା ଦାଦାବଟି। ଗୋଟେ ପାଣି ବୋତଲ, ଗୋଟେ କାଗଜ ଷ୍ଟିକର, ଆଉ ୫୦ ଟଙ୍କାର ଜୋର ଜବରଦସ୍ତ ବଟି। ନିୟମ ନାଁରେ ଏହା ଏକ ସୁଚିନ୍ତିତ ଠକେଇ ବୋଲି ପର୍ଯ୍ୟଟକଙ୍କ ମହଲରେ ତୀବ୍ର ସମାଲୋଚନା ହେଲାଣି । ଭିତରକୁ ପାଣି ବୋତଲ ନେଲେ ଗେଟ୍ ରେ ବୋତଲ କାଉଣ୍ଟର ଅଛି। ବୋତଲ ପିଛା ୫୦ ଟଙ୍କା […]

ରସିକିଆ ଡାକ୍ତର ଗିରଫ

ଭୁବନେଶ୍ବର,୨୨।୬(ଏସଏସନିଉ ଜ)ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ।ଏୟାରଫିଲ୍‌ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ଡାକ୍ତର ଗିରଫ।ଶାରୀରିକ ସମ୍ପର୍କ ରଖିବା ସହିତ ୩୦ ଲକ୍ଷର ସୁନା ଗହଣା ଠକି ନେଇଥିବା ଅଭିଯୋଗ।ଅବିନାଶ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲର ଡାକ୍ତର।

ଟ୍ରେନ୍ ଯାତ୍ରୀ ସାବଧାନ

ଭୁବନେଶ୍ବର,୨୨।୬(ଏସଏସନିଉଜ)ଟ୍ରେନ୍ ଯାତ୍ରୀ ସାବଧାନ।ଏଥର ନିୟମ ଭାଙ୍ଗିଲେ ପଡିବ ମହଙ୍ଗା।ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ। ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ।ଟ୍ରେନ୍‌ରେ ଭିକ୍ଷା ମାଗି ଧରାପଡିଲେ ଗଣିବେ ଜରିମାନାଧୁମ୍ରପାନ କଲେ କିମ୍ବା ଗାଳିଗୁଳଜ କଲେ ଗଣିବେ ତଣ୍ଡ।ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଫାଇନ୍।ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ଯୁବତୀ

କଟକ, ୨୦।୬(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡିପ୍ରସାଦ ଗ୍ରାମରେ ଜଣେ ଯୁବତମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଚଣ୍ଡିପ୍ରସାଦ ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ଝିଅ କସ୍ତୁରୀ ବେହେରା (୨୬) । ପ୍ରକାଶ ଯେ, ଚଣ୍ଡୀପ୍ରସାଦ ଗ୍ରାମର କାହ୍ନୁ ଚରଣ ବେହେରା ପ୍ରଚୁର ପରିମାଣର ମଦ୍ୟପାନ କରୁଥିବାରୁ ପରିବାର ଲୋକ ଅତିଷ୍ଟ ହୋଇ ଗତ ଦୁଇଦିନ ତଳେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ଏହାକୁ ନେଇ ମଦ୍ୟପ ବାପା ଶନିବାର ଘରେ […]

ମଦ୍ୟପଙ୍କ ମଦ ବୋତଲରେ ଆକ୍ରମଣ

କଟକ, ୨୦।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟ ମଦ ଦୋକାନ ସମ୍ମୁଖରେ ମଦ ବୋତଲ ଆକ୍ରମଣ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରତାଗଡ ଗ୍ରାମର ଶିବାନୀ ବେଦର(୩୦) ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଶନିବାର ଅପରାହ୍ନ ସାଢେ ୩ଟା ସମୟରେ ଷଣ୍ଢପୁର ଗ୍ରାମ ମୁଣ୍ଡରେ ଥିବା ମଦ ଦୋକାନ ପାଖରେ ଥିବା ଚାଖଣା ଦୋକାନରେ ଶିବାନୀ ବସିଥିଲେ। ।ଏହି ସମୟରେ ନରାଜ ଗ୍ରାମ ଡୁଡୁଲ […]

ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯।୬(ଏସଏସନିଉଜ)ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସ ସାଟେଲାଇଟ ସେଣ୍ଟର ଉଦଘାଟନ କଲେ । ମାଗଣା ସ୍ବାସ୍ଥ୍ୟ ଶିବିରକୁ ମଧ୍ୟ ଉଦଘାଟନ କରିଛନ୍ତି ।

ପୁଣି BJDରେ ମିଶିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୧୯।୬(ଏସଏସନିଉଜ)ବୁଗୁଡ଼ା ରାଜନୀତିରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି।ବିଜେପି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷା।BJP ଛାଡ଼ି ପୁଣି BJDରେ ମିଶିଲେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି।ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା କହି ବିଜେପି ଛାଡ଼ିଲେ।