ଭୁବନେଶ୍ବର,୨୨।୬(ଏସଏସନିଉ ଜ)ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ ବନ୍ଧା ହେଲା ଡାକ୍ତର।
ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତି ଉମରକୋଟରୁ ଗିରଫ।ଏୟାରଫିଲ୍ଡ ଥାନାରେ ମହିଳାଙ୍କ ଅଭିଯୋଗ ପରେ ଡାକ୍ତର ଗିରଫ।ଶାରୀରିକ ସମ୍ପର୍କ ରଖିବା ସହିତ ୩୦ ଲକ୍ଷର ସୁନା ଗହଣା ଠକି ନେଇଥିବା ଅଭିଯୋଗ।ଅବିନାଶ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲର ଡାକ୍ତର।