EDରେ ହାଜର ହେଲେ ଅର୍ଚ୍ଚନାନାଗଙ୍କ ସ୍ବାମୀ
ଭୁବନେଶ୍ୱର,୧୦।୧୦(ଏସଏସନିଉଜ)EDରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ଆଜି ହାଜର ହେବା ପାଇଁ ED ସମନ କରିଥିଲା।ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି।ପୂର୍ବରୁ ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍ କରିଥିଲା ED।
Browsing category
ଭୁବନେଶ୍ୱର,୧୦।୧୦(ଏସଏସନିଉଜ)EDରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ଆଜି ହାଜର ହେବା ପାଇଁ ED ସମନ କରିଥିଲା।ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି।ପୂର୍ବରୁ ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍ କରିଥିଲା ED।
ଭୁବନେଶ୍ୱର,୧୦।୧୦(ଏସଏସନିଉଜ)କ୍ରାଇମବ୍ରାଞ୍ଚରେ ହାଜର ହେଲେ `ବଣିକ୍’ କୋଚିଂ ସେଣ୍ଟରର ୩ ଅଧିକାରୀ।ଏଚଆର ଆଡ୍ମିନ, ଆକାଉଣ୍ଟ୍ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲା କ୍ରାଇମବ୍ରାଞ୍ଚ୍ ।ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ନୋଟିସ୍ କରିଥିଲା କ୍ରାଇମବ୍ରାଞ୍ଚ୍।
ଭୁବନେଶ୍ୱର,୯।୧୦(ଏସଏସନିଉଜ ) ପ୍ରାଣିଉଦ୍ୟାନ ନନ୍ଦନକାନନର ୧୨ ନମ୍ବର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓର ବୁଧବାର ମୃତ୍ୟୁହୋଇଛି । ମୃତୁର ପକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ କିଛିଦିନ ହେବ ଏହି ମାକାଓଟି ଅସୁସ୍ଥ ରହିଥିଲା ।ଦୀର୍ଘଦିନ ଧରି ସାଥିକୁ ହରାଇ ଏକୁଟିଆ ନିସଂଗ ଜୀବନ ନିର୍ବାହ କରିଥିଲା।ଠିକଭାବେ ଖାଦ୍ୟ ଖାଉ ନଥିବାବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ରହି […]
ମେଣ୍ଢାଶାଳ,୯।୧୦(ଏସଏସନିଉଜ) ଆକ୍ସନ ମୁଡରେ ଏବେ ଚନ୍ଦକା ପୋଲିସ।ତାଙ୍କ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ମୋରମ ଚୋରା ଚାଲଣରେ ପୂର୍ଣ୍ଣଚ୍ଛେଦ ପକାଇ ମାଫିଆ ମାନଙ୍କୁ ସବାଡ କରିବାକୁ ପଣ ନେବାଭଳି ମନେ ହେଉଛି ।ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ଅଂଚଳରୁ ବୁଧବାର ରାତିରେ ପୋଲିସ ମୋରମ ବୋଝେଇ ୨ଟି ହାଇୱା,ଗୋଟିଏ ଜେଶିବିମେସିନ ଓ ଏକ ବାଇକ୍ ଜବତ କରି ମାଫିଆ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ପୋଲିସ।ମାଫିଆ ମାନେ ବେଆଇନଭାବେ ମୋରମ ଚୋରାଚାଲାଣ କରୁଥିବା ବେଳେ ପୋଲିସହାତରେ ଧରାପଡ଼ିଥିଲେ।ଏହି […]
ଭୁବନେଶ୍ୱର,୯।୧୦(ଏସଏସନିଉଜ)୩୬ ଦିନରେ ପୀଡିତାଙ୍କୁ ନ୍ୟାୟ ଦେଇ ଚର୍ଚ୍ଚାରେ ସମିତା ମିଶ୍ର । ଏ ହେଉଛନ୍ତି ସେହି ସମିତା ମିଶ୍ର ଯାହାଙ୍କୁ ବର୍ଦିରେ ଦେଖିଲେ ମାଫିଆ ଥର ଥର ହୁଅନ୍ତି । ଆଉ ତାଙ୍କ ନାଁ ଶୁଣିଲେ ଭୟରେ ଲୁଚନ୍ତି ମାଫିଆ । ହଁ ଆଜ୍ଞା ସେ ହେଉଛନ୍ତି ଚନ୍ଦକା ଥାନାର ଦବଙ୍ଗ ଲେଡି ପୋଲିସ ଅଫିସର ଇନ୍ସପେକ୍ଟର ସମିତା ମିଶ୍ର । ଏବେ ସେ ଚର୍ଚ୍ଚାରେ ଅଛନ୍ତି । ସବୁଠୁ ଶୁଭେଛାର ସୁଅ ଛୁଟିଛି । […]
ଭୁବନେଶ୍ୱର,୮।୧୦(ଏସଏସନିଉଜ)ଅକ୍ଟୋବରରେ ବାତ୍ୟା ନାହିଁ କିନ୍ତୁ ପ୍ରତିଦିନ ସନ୍ଧ୍ୟାରେ ବର୍ଷା ହେବ । ୧୬ ରୁ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ କେ.ଜେ. ରମେଶ ସୂଚନା ଦେଇଛନ୍ତି।
କଟକ,୦୮।୧୦(ଏସଏସନିଉଜ)କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରାମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ […]
କଟକ,୭।୧୦(ଏସଏସନିଉଜ) ଗତ କିଛିଦିନର ବ୍ୟବଧାନ ପରେ ପୁଣି ବାରଙ୍ଗ ଆକାଶରେ ଡ୍ରୋନ ଉଡ଼ିବା ଆରମ୍ଭ କରିଛି।ଏହି ସନ୍ଦିଗ୍ଧ ଡ୍ରୋନ ବାରଙ୍ଗ ଆକାଶରେ ଆଜି ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ନରାଜମାର୍ଥାପୁରଷ୍ଟେସନ ନିକଟ ଏବଂ ମୁଣ୍ଡଳୀ ଅଞ୍ଚଳରେ ୪ ରୁ ୬ଟି ଡ୍ରୋନ ଉଡୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସନ୍ଦିଗ୍ଧ ଅବସ୍ଥାରେ ଡ୍ରୋନ ଉଡୁଥିବା ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ। ସେପଟେ ଏହି ଡ୍ରୋନ କିଏ ଉଡାଉଛି, କାହିଁକି ଉଡାଉଛି, କେଉଁ ଉଦ୍ଦେଶ୍ୟରେ ଉଡ଼ାଉଛି ଏବଂ […]
ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ଭୁବନେଶ୍ୱରବ୍ଲକ ଅନ୍ତର୍ଗତ ରଘୁନାଥପୁରରେ ମା ଗଜଲକ୍ଷ୍ମୀପୂଜା ୟୁଥ୍ କ୍ଲବ୍ ତରଫରୁ ଚଳିତବର୍ଷ ମହସମାରୋହରେ ମାଙ୍କପୂଜା ଆରମ୍ଭ ହୋଇଛି।୩୪ବର୍ଷରେ ପଦାର୍ପଣ କରିଥିବା ଏହି ପୂଜାସବର ପ୍ରତ୍ୟହ ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।ଏକ ବିରାଟ ପଟୁଆରରେ କଳସ ଯାତ୍ରା କରାଯାଇ ମାଙ୍କ ମଣ୍ଡପପାଖକୁ ଅଣାଯାଇଥିଲା।ଏହାପରେ ପୂଜା ଆରମ୍ଭ କରାଯାଇଥିଲା।ପ୍ରତ୍ୟହ ସନ୍ଧ୍ୟା ସମୟରେ ଆଖପାଖରୁ ଭକ୍ତମାନଙ୍କ ଭିଡ଼ ମାଙ୍କ ଦର୍ଶନ ପାଇଁ ଲାଗିରହିଥିବାର ଦେଖିବାକୁ ମିଳିଛି।ସନ୍ଧ୍ୟା ହେବା ମାତ୍ରେ […]
ବାଙ୍କୀ,୭।୧୦(ଏସଏସନିଉଜ)ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାଙ୍କୀସ୍ଥିତ ବରେନ୍ଦ୍ରକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି।ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଗଠନ ଆମର ଲକ୍ଷ୍ୟ। ଏଥିରେ ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସଫଳ ହୋଇ ନିଜ ତଥା ପରିବାରର ଉନ୍ନତି ସହ ସମୃଦ୍ଧ ରାଜ୍ୟ ଏବଂ ଦେଶ ଗଠନରେ ବହୁମୂଲ୍ୟ ଯୋଗଦାନ ରଖିବାକୁ […]