Browsing category

ଜିଲ୍ଲା

ବରାହ ଶିକାର କରିବାକୁ ଯାଇଥିଲେ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ବରାହ ଶିକାର କରିବାକୁ ବିଛାଯାଇଥିବା କରେଣ୍ଟ ତାରରେ ଲାଗି ଜଣେ ଯୁବକର ମୃତ ଘଟିଥିବା ଜଣାପଡ଼ିଛି। ତାରସିଙ୍ଗି ଥାନା ଅନ୍ତର୍ଗତ ସିତାରାମପୁର ଜଙ୍ଗଲରେ ଏପରି ଏକ ଘଟଣା ଘଟିଛି ।ଗତ କାଲିରାତିରେ ୩ରୁ ଉର୍ଦ୍ଧ ଯୁବକ ନିକଟରେ ଥିବା ଜଙ୍ଗଲରେ ବରାହ ଶିକାର କରିବା ପାଇଁ ୧୧କେଭି ତାର ଲଗାଇଥିଲେ । ହେଲେ କୌଣସି କାରଣରୁ ସୁରଥ ପ୍ରଧାନ ସେହି ତାରରେ ଲାଗିଯାଇଥିଲା । ଅନ୍ୟ ଦୁଇଜଣ ଘଟଣା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବରପାଇଁ […]

ଗୋଷ୍ଟି ସଂଘର୍ଷ

ବାରଙ୍ଗ,୧୬।୬(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ ଶନିବାର ବିଳମ୍ବିତ ରାତିରେ ପିଲାମାନଙ୍କ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ମାରଧର ଓ ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି।ଏହି ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମକଦ୍ଦମା ରୁଜୁକରୀ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ଗଣ୍ଡରପୁର ବ୍ରାହ୍ମଣସାହିର ନକୁଲ ବେହେରା(୫୮),ଶ୍ରୀକାନ୍ତ ବେହେରା(୨୭) ଓ ଅମନ ରାଉତ(୨୩),ଅଞ୍ଜନ କୁମାର ରାଉତ(୩୭)। ପ୍ରକାଶଯେ,ଶନିବାର ବିଳମ୍ବିତ ରାତିରେ ଗଣ୍ଡରପୁର ବ୍ରାହ୍ମଣସାହି ଗାଁ ମୁଣ୍ଡରେ […]

ଯୁବତୀଙ୍କୁ ଗଣଦୁଷ୍କର୍ମ

ଗଞ୍ଜାମ, ୧୭।୬(ଏସଏସନିଉଜ) ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗୋପାଳପୁର ଥାନା ପୁଲିସ ସମୁଦାୟ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ସମୁଦ୍ର କୂଳକୁ ଯାଇଥିବା ବେଳେ ୧୦ଜଣ ମଦ୍ୟପ ଯୁବକତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ବିରୋଧ କରିବାରୁପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ବାନ୍ଧି ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ଏକ ମାମଲା […]

ପ୍ରଥମଦିନରୁ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୬।୬(ଏସଏସନିଉଜ)ପିଲାଙ୍କମାଆ ମଧ୍ୟାହ୍ନଭୋଜନ ଯାଞ୍ଚ କରିପାରିବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏଥି ନିମନ୍ତେ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ।ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି।DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର […]

ପହିଲିରଜରେ ବଢ଼ିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପାଳନ ହେଲା ରଜପର୍ବ

ବାରଙ୍ଗ , ୧୩।୬(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରଜ ପର୍ବ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ,ଏବଂ ପୋଡ଼ପିଠା ବଣ୍ଟନ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଓଡିଶାରେ ରଜ ପର୍ବର ପାଳନର ପୌରାଣିକ ଭିତ୍ତିଭୂମି ସହ ଆୟୁର୍ବେଦ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ ପୃଥିବୀମାତାର ରଜସ୍ବଳା ସହ […]

୬ଜଣିଆ ଡକାୟତି ଦଳକୁ ଧରିଲା ନନ୍ଦନକାନନ ଥାନା ପୋଲିସ

ବାରଙ୍ଗ,୧୪।୬(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣିଆ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଛି ନନ୍ଦନକାନନଥାନା ପୋଲିସ ।ସେମାନେ ହେଲେ କଲ୍ୟାଣପୁରଗ୍ରାମର ସୁଶୀଲ କୁମାର ସାହୁ(୩୪)ଓରଫ ଗଣେଶ,ସନ୍ତୋଷ ବେହେରା ଓରଫ ସନ୍ତୁ(୩୨),ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫),ମନୋଜ ସ୍ୱାଇଁ ଓରଫ ମୁନା(୨୮),ପ୍ରତାପ ସ୍ୱାଇଁ (୪୫),ଫତେଗଡ଼ ବାଣପୁରର ଗଣେଶ ଜେନା (୨୩)।ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ,ଦୁଇଟି ଗୁଳି ଏବଂ ଚାରୋଟି କାର୍ଟ୍ରିଜ୍,ଗୋଟିଏ ଖଣ୍ଡା,ଗୋଟିଏ ତେଲେଙ୍ଗା କଟୁରୀ,ଦୁଇଟି ଲୁହାରଡ୍ ,ଓଡ଼ି ୦୨ସି ଏମ […]

ଉଦଘାଟିତ୍ ହେଲା ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫

ଭୁବନେଶ୍ୱର,୧୪।୬(ଏସଏସନିଉଜ)ଏଥର ରାଜଧାନୀ ଉପକଣ୍ଠ କଲ୍ୟାଣପୂର ସ୍ବସ୍ତିବନରେ ମହା ଆଡମ୍ବର ସହକାରେ ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫ ଶନିବାର ଦିନ ଆରମ୍ଭ ହୋଇଛି।ଏହାକୁ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ଓଡ଼ିଶାର ଐତିହ୍ୟ ପରମ୍ପରା ଓ ପର୍ବପର୍ବାଣୀକୁ ବଜାୟ ରଖିବାର ଏହା ଅନନ୍ୟ ପ୍ରୟାସ। ରଜ ଆନନ୍ଦ ଉଲାସ ଓ ଉକ୍ତଣ୍ଠାର ପର୍ବବୋଲି ବିଧାୟକ ତାଙ୍କ ଅଭିଭାଷଣ ରେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ଅନୁକୁଲ୍ୟରେ କଲ୍ୟାଣପୂରସ୍ଥିତ ସ୍ବସ୍ତିବନଠାରେ […]

ବେଆଇନ ବାଲିଚାଲାଣ ଗାଡ଼ିକୁ

କଟକ, ୧୪।୬(ଏସଏସନିଉଜ) ବାରଙ୍ଗ ଅଂଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଚୋରା ବେପାର ବଢିବାରେ ଲାଗୁଛି। ପ୍ରତ୍ୟେକ ଦିନ ଶହଶହ ଟ୍ରକରେ ବାରଙ୍ଗ ଏହାର ଆଖପାଖ ଅଂଚଳରୁ ବାଲି, ମୋରମ ଓ ମାଟି ଆଦି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ବାରଙ୍ଗରୁ କଟକ ଭୁବନେଶ୍ଵର ଆଦି ବିଭିନ୍ନ ସ୍ଥାନକୁ ପରିବହନ ହେଉଛି ।କିନ୍ତୁ ଲଘୁ ଖଣିଜ ବିଭାଗ ହାତବାନ୍ଧି ବସିଛି। ଶୁକ୍ରବାର ବିଳମ୍ବିତ ରାତିରେ […]

ସାବାସ ସୁଧାଂଶୁ!

କଟକ,୧୪।୬(ଏସଏସନିଉଜ) ନରାଜମାର୍ଥାପୁର ପଂଚାୟତ ନରାଜଗ୍ରାମର ଗରିବଛାତ୍ର ସୁଧାଂଶୁ ସାହୁ ଓଜେଇଇରେ ଚତୁର୍ଥ ରୀୟାଙ୍କ ରଖି କଲେଜ ତଥା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ରାଜ୍ୟସ୍ତରରେ ଚତୁର୍ଥସ୍ଥାନରେ ତାଙ୍କ ନାମ ଆସିବା ପରେ ଅଧ୍ୟୟନ କରୁଥିବା କଲେଜ ସମେତ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ସୁଧାଂଶୁ ତାଙ୍କ ମାଉସୀ ଚୁମୁକି ବେହେରାଙ୍କ ଘର ମାଲକାନଗିରି ଜିଲ୍ଲାରେ ରହି ପଲିଟେକନିକ କଲେଜ ଇଲେକ୍ଟ୍ରିକାଲ ଟ୍ରେଡରେ ଅଧ୍ୟୟନ କରୁଛନ୍ତି I ଏଥର ସେ ଶେଷବର୍ଷର ଛାତ୍ର । ଚଳିତ ଓଜେଇଇ ଏସି […]