Browsing category

ଜିଲ୍ଲା

ଜମିଜାଲିଆତି କରି ବିକି

ଭୁବନେଶ୍ୱର,୯ା୭(ଏସଏସନିଉଜ)ଫରଜରିକରି ଜମି ବିକିବା ଓ ପରବର୍ତିସମୟରେ ଜଚ୍ଚାପଡିବାପରେ ଟଙ୍କା ଫେରସ୍ତ ନଦେବା ଓ ଧମକ ଦେବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅଧିନସ୍ଥ ଦାଢାପାଟଣାଗ୍ରାମର ଭାରତ ସାହୁ ଏବଂ ସୁଧାକର ସାହୁ କଟକ ନୁଆସାହିର ଦେବାଶିଷ ଦାସା ପ୍ରକାସଯେ,, ଗତ ୨୦୨୨ ମସିହାରେ, କଟକ ହସ୍ପିଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏମଡି ଡାକ୍ତର ମାୟା ଗନ୍ତାୟତ ନନ୍ଦନକାନନ ନିକଟରେ ଜମି କିଣିବାକୁ ଚାହୁଁଥିଲେ। ସେ ଜମ ଦଲାଲ […]

ପଣ୍ଡାକୁଦିଆ ଗୁଳି ଓ ବୋମାମାଡ ଘଟଣା

ମେଣ୍ଢାଶାଳ,୯ା୭(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀ ଜମି ଜବର ଦଖଲ ଓ ବୋମାମାଡ ସହ ଗୁଳିକାଣ୍ଡର ଚାରିମାସ ପରେ ବୁଧବାର ଚନ୍ଦକା ପୋଲିସ ବନ୍ଧୁକ ଯୋଗାଇ ଥିବା ବେପାରୀକୁ ଗିରଫ କରି କୋଟ ଚାଲାଣ କରିଛି । ପୋଲିସ ସୂଚନା ମୁତାବକ ଗତ ମାର୍ଚ୍ଚ ମାସ୯ ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀ ମୁଁହାମୁଁହି ହୋଇଥିଲେ । ଗୁଳିଚାଳନା ସହ ବୋମାମାଡ ବି ହୋଇଥିଲା । ଗୁଳିମାଡରେ ଭରତପୁର ଅଂଚଳର ସୋମନାଥସାହୁଙ୍କ ଜଙ୍ଘରେ ଗୁଳି […]

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର,୯ା୭(ଏସଏସନିଉଜ)ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନାବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ ଅବତରଣ କରିଛି ।ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ ୬ଋ୫୦୯ର ୧୬୯ ଯାତ୍ରୀା ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନା

ବଦଳିଲା ସ୍କୁଲ ପରୀକ୍ଷା ନିୟମ

ଭୁବନେଶ୍ୱର,୯ା୭(ଏସଏସନିଉଜ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଆଉ ନାହିଁ ସବୁ ଶ୍ରେଣୀରେ ପାସ୍‌ ବ୍ୟବସ୍ଥାାପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ଆସିଛି ।ପରୀକ୍ଷାରେ ଫେଲ୍‌ ହେଲେ ୨ମାସରେ ପୁନଃ ପରୀକ୍ଷା ଦେବୋପୁଣି ଫେଲ୍‌ ହେଲେ ସେହି ଶ୍ରେଣୀରେ ରହିବୋପ୍ରାଥମିକ ଶିକ୍ଷା ନସରିବା ଯାଏ ସ୍କୁଲରୁ ବିଦା କରାଯିବନି ବୋଲି ସୁଚନା ଦିଆଯାଇଛି ।  

ହଠାତ୍ ପୋଲ ଦୁଇଫାଳ ,୯ମୃତ

ଭୁବନେଶ୍ୱର,୯ା୭(ଏସଏସନିଉଜ)ଗୁଜରାଟରେ ପୋ ଭୁଶୁଡ଼ି ୯ଜଣଙ୍କର ମୃତୁ୍ୟହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ ହୋଇଯାଇଥିଲା । ପୋଲ ଉପରୁ ନଦୀକୁ ଖସି ପଡ଼ିଥିଲା ୫ରୁ ଅଧିକ ଗାଡ଼ିାଯାହାଫଳରେ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଗୁରୁତର ୧୦ ଜଣ ମେଡ଼ିକାଲରେ ଚିକିସ୍ା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ଜଗନ୍ନାଥପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୯।୭(ଏସଏସନିଉଜ)ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ।ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ।BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ।

ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର,୭ା୭(ଏସଏସନିଉଜ) ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତ ଜୁନ ମାସ ୨୦ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ନବୀନ ମୁମ୍ବାଇ ଯାଇଥିଲେ । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍ ୪ ଘଣ୍ଟା ଧରି ସଫଳ […]

ମନମୋହନ ହେବେ ରାଜ୍ୟ ବିଜେପି ସଭାପତି!

ଭୁବନେଶ୍ୱର,୭।୭(ଏସଏସନିଉଜ)ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବାର ଆଶା ସ୍ପଷ୍ଟ ହୋଇଯାଇଛି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ଦଳୀୟ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ବିଜେପି ସଭାପତି ଘୋଷଣା ହେବ।

ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ପଶୁଚିକିତ୍ସା ଅଧିକାରୀ

ଭୁବନେଶ୍ୱର,୭ା୭(ଏସଏସନିଉଜ) ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବ୍ଲକ ପଶୁଚିକିତ୍ସା ଅଧିକାରୀ (BVO) ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁ । ଗୋ-ସୁଗମ ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କୁ ୫୪ ହଜାର ଟଙ୍କାର ସବସିଡି ପ୍ରଦାନ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଥିଲା ଭିଜିଲାନ୍ସ ।ଅଭିଯୋଗକାରୀ ଏବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଟୋଲ୍-ଫ୍ରି ନମ୍ବର ୧୦୬୪ରେ ଫୋନ୍ କରି ଜଣାଇଥିଲେ। ଅଭିଯୋଗ ଆଧାରରେ, ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ, ଆଜି ଲାଞ୍ଚ […]

ଧରାପଡିଲେ ଗାଈ ଚୋର

ଜଟଣୀ,୬।୭(ଏସଏସନିଉଜ)ଅଭିଯୋଗକାରୀ ଅର୍ଣ୍ଣଦା ନାୟକଙ୍କ ଅଭିଯୋଗ କ୍ରମେ ଜଟଣୀଥାନା ପୁଲିସ ୨୯୦/୨୫ରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଖୋର୍ଦ୍ଧା କେରଙ୍ଗର ସେଖ ମନୁଆର(୪୦) ଓ ଜଟଣୀ ତରାବୋଇର ଲାଲୁ ଅଲି (୨୫) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସୂଚନାଯୋଗ୍ୟଯେ, ଗତ ୨ତାରିଖ ଦିନ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ଦୁଇସହଯୋଗୀ ଏକ ଜାଇଲୋ କାରରେ ଆସି ଜଟଣୀ ଥାନା ଅନ୍ତର୍ଗତ ବୁଦ୍ଧପଡ଼ା ଗ୍ରାମରେ ଥିବା ଅର୍ଣ୍ଣଦା ନାୟକଙ୍କ ଘରୁ […]