Browsing category

ମନୋରଞ୍ଜନ

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୨ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଚତୁର୍ଥୀ ରାତ୍ରି ଘ୦୯/୧୯ଗତେ ପଞ୍ଚମୀ,ନକ୍ଷତ୍ର-ଦ୍ୱିଜା ରାତ୍ରି ଘ୧୧/୨୧ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୫/୫୪/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୭,ଯୋଗିନୀ ନୈରୁତେ ରାତ୍ରି ଘ୦୯/୧୯ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୧୧/୨୧ଗତେ ଦ୍ୱିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୨୪ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୨ ଗତେ ଘ୦୯/୫୫ ମଧ୍ୟେ ଓ ରାତ୍ରି ଘ୦୭/୩୪ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୧/୨୫ ଗତେ ଘ୦୧/୫୭ ମଧ୍ୟେ ଓ ରାତ୍ରି ଘ୦୬/୪୩ଗତେ ଘ୦୭/୩୩ ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। […]

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ […]

ନନ୍ଦନକାନନ ବସଷ୍ଟାଣ୍ଡରେ ଚାଳକମାନଙ୍କୁ ଏକାଠି କଲେ…

ଭୁବନେଶ୍ୱର,୨୧।୩(ଏସଏସନିଉଜ)ସଡ଼କସୁରକ୍ଷା ଓ ଟ୍ରାଫିକନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପରିବହନବିଭାଗ ନିୟମିତଭାବେ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ଦୁର୍ଘଟଣାସଂଖ୍ୟା ହ୍ରାସକରିବା ଏବଂ ସାଧାରଣ ଜନତାଙ୍କମଧ୍ୟରେ ସଡ଼କ ସୁରକ୍ଷାନିୟମ ମାନିବାରଅଭ୍ୟାସ ସୃଷ୍ଟିକରାଇବା ସଚେତନତାର ମୁଖ୍ୟଲକ୍ଷ ରଖାଯାଇଛି।ଶନିବାରଦିନ ଏହିଭଳି ଏକ ସଚେତନତାକାର୍ଯ୍ୟକ୍ରମ ନନ୍ଦନକାନନ ବସଷ୍ଟାଣ୍ଡରେ ଆୟୋଜିତ ହୋଇଯାଇଛି।ଭୁବନେଶ୍ଵର ଆରଟିଓ -୨ଦ୍ଵାରା ଆୟୋଜିତ ଏହି ସଚେତନତାକାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ,ଓଡ଼ିଶା ଏବଂ ବିଭିନ୍ନରାଜ୍ୟରୁ ଯାତ୍ରୀନେଇ ଆସିଥିବା ଚାଲକମାନଙ୍କୁ ସଚେତନ କରାଯାଇଥିଲା।ବିଶେଷକରି ରାତିରେ ଗାଡିଚଳାଇବା ବେଳେ ନିଦଲାଗିଲେ କଣକରିବେ,ହଠାତ୍ ଗାଡ଼ିରେ ନିଆଲାଗିଲେ କଣକରିବେ,ବିଭିନ୍ନ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୭ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷ, ତିଥି- ତ୍ରୟୋଦଶୀ ଦିବା ଘ୦୯/୩୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୭/୧୦ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃଘ୦୫/୫୮/୦୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୪/୧୭,ଯୋଗିନୀ ଦକ୍ଷିଣେଦିବା ଘ୦୯/୩୨ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୨୦ଗତେ ଘ୦୨/୫୨ମଧ୍ୟେ,ବାରବେଳା-ଦିବା ଘ୦୭/୨୫ଗତେ ଘ୦୮/୫୬ମଧ୍ୟେ, ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୫୭ଗତେ ଘ୧୦/୪୫ମଧ୍ୟେ ଓ ଘ୦୩/୩୫ ଗତେ ଘ୦୫/୧୦ମଧ୍ୟେ ଓ ରାତ୍ରି ଘ୦୭/୨୦ଗତେ ଘ୦୯/୪୫ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ବିରିଭକ୍ଷଣ ନିଷେଧ। ମେଷ:-ଆଜି ସକାଳୁସକାଳୁ ଦେବଦର୍ଶନର ସୁଯୋଗମିଳିବ।ଦାମ୍ପତ୍ୟଜୀବନ ପୂର୍ବ ଅପେକ୍ଷା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୫ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ- କୃଷ୍ଣପକ୍ଷ, ତିଥି- ଲଏକାଦଶୀ ଦିବା ଘ୦୯/୩୭ଗତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୯/୪୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୩/୪୭,ଯୋଗିନୀ ଅଗ୍ନିକୋଣେ ଦିବାଘ୦୯/୩୭ଗତେ ନୈରୁତେ,ସିଂହରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା-ଦିବାଘ୧୦/୨୫ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୬ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୍୭/୨୯ ଗତେ ଘ୦୯/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୪୫ ମଧ୍ୟେ ଓ ଘ୍୦୧/୨୭ଗତେ ଘ୦୧/୫୮ ମଧ୍ୟେ,ଅଦ୍ୟ ପୋଇ ଭକ୍ଷଣ ନିଷେଧ।ମିନସଂକ୍ରାନ୍ତି,ସର୍ବସନ୍ମତ ପାପମୋଚିନି ଏକାଦଶୀ। ମେଷ:-ଆଜି ଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୩ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ, ତିଥି-ନବମୀ ଦିବାଘ୦୬/୫୫ଗତେ ଦଶମୀ,ନକ୍ଷତ୍ର-ପର୍ବାଷାଢା ରାତ୍ରି ଘ୦୪/୦୮ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃଘ୦୬/୦୧/୪୪, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୩/୧୭,ଯୋଗିନୀ ପୂର୍ବେ ଦିବାଘ୦୬/୫୫ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତ୍ର ରାତ୍ରି ଘ୦୪/୦୮ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୫୮ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୦ମଧ୍ୟେ ଓ ଘ୦୮/୨୪ ଗତେ ଘ୦୮/୫୭ମଧ୍ୟେ ୦୧/୧୪ଓ ଘଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୪୦ଗତେ ଘ୧୧/୨୬ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେଦିନ ମଧ୍ୟମ […]

ନନ୍ଦନକାନନକୁ ବିଶାଖାପାଟଣାରୁ ଆସିଲେ ୧୧ଅତିଥି

ବାରଙ୍ଗ,୧୧।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ମଙ୍ଗଳ ବାର ରାତିରେ ବିଶାଖାପାଟଣାରୁ ନୂଆଅତିଥି ଆସି ପହଂଚିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ବିଶାଖାପାଟଣାର ଇନ୍ଦିରାଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ପଶୁପକ୍ଷୀ ଅଦଳବଦଳପ୍ରକିୟା ଶେଷ ହୋଇଛି।୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟା ୧୦ତାରିଖରେ ଶେଷ ହୋଇଛି। ନୂଆଦିଲ୍ଲୀର କେନ୍ଦ୍ରୀୟଚିଡ଼ିଆଖାନା ପ୍ରାଧିକରଣ (CZA)ର ଅନୁମୋଦନ କ୍ରମେ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟ ନନ୍ଦନକାନନ ପାଇଁ ଚଳିତ୍ବର୍ଷର ପ୍ରଥମ ପଶୁପକ୍ଷୀ ଅଦଳବଦଳପ୍ରକିୟା ବୋଲି ଜଣାପଡିଛି।ଏହି ଅଦଳବଦଳ ପ୍ରକିୟାରେ ନନ୍ଦନକାନନକୁ ହଲେ ରିଙ୍ଗ-ଟେଲଡ୍ ଲେମୁର୍ ,ହଲେ […]

ଦାରୁଠେଙ୍ଗ ପଞ୍ଚୁ୍ଦୋଳ ମହୋତ୍ସବ  

ମେଣ୍ଢାଶାଳ,୯।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁ ଦୋଳମେଳଣ ରବିବାର ରାତିରେ ଆରମ୍ଭ ହୋଇଛି।ଠାକୁରଙ୍କ ସାହିବୁଲା ଶୋଭାଯାତ୍ରା ରବିବାରରାତିରେ ଆରମ୍ଭ ହୋଇ ସୋମବାର ସକାଳେସରିଛି। ପାଞ୍ଚଠାକୁର ସୁସଜିତ  ବିମାନରେ ବସିଗ୍ରାମ ପରିକ୍ରମା କରିଥିଲେ।ଠାକୁରଙ୍କଆଗରେ ଗୋଟିପୁଅନୂତ୍ୟ,ଲଉଡ଼ିଖେଳ, ଯୋଡ଼ାଶଙ୍ଖ,କାହାଳି ଆଦି ସାତସାହି ତରଫରୁ ସୁସଜ୍ଜିତ ଶୋଭାଯାତ୍ରା ଆସିଥିଲା।ପ୍ରଧାନସାହିର ବେଲପାହାଡ଼ କାଳିସହ ପୁଷ୍ପାରାଜ ଆଦି ବେଶଧାରିମାନେ ନୂତ୍ୟ ଓ କୌଶଳ ପରିବେଷଣକରିଥିଲେ।ବ୍ରାସବ୍ୟାଣ୍ଡ, ପଂଜାବୀ ଢୋଲ, ହଳଦୀ କାଠବାଜା, ହନୁମାନ ଇଭେଣ୍ଟ ଓ ପାରମ୍ପରିକ ଘୋଡା ଆଦିକୁ ସ୍ଥାନ ଦେଇଥିଲେ।ତଳସାହିର […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷତିଥି- ସପ୍ତମୀ ରାତ୍ରି ଘ୦୨/୧୧ଗତେ ଅଷ୍ଟମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୮/ ୦୩ ଗତେ ଜ୍ୟେଷ୍ଠା, ସୁର୍ୟୋଦୟ- ପ୍ରାତଃଘ୦୬/୦୪/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୧୧ଗତେ ଐଶ।ନ୍ୟେ ମକରରାଶିର ଘାତବାର,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେଦେଇ ଦ୍ଵିପ।ଦ ରାତ୍ରି ଘ୦୨/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୩୦ଗତେ ଘ୦୯/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୦୧ ଗତେ ଘ୧୦/୫୨ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୧୪ମଧ୍ୟେ ଓ ରାତ୍ରି ଘ୦୬/୩୬ଗତେ […]