Browsing category

ମନୋରଞ୍ଜନ

ଭାରତୀୟ ଜ୍ଞାନ ପରମ୍ପରା ଉପରେ କର୍ମଶାଳା

ଚନ୍ଦ୍ରଶେଖରପୁର,୨୦।୧(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରିତ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଏକ-ଦିବସୀୟ କାର୍ଯ୍ୟଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗବେଷଣା କେନ୍ଦ୍ର, ଭୁବନେଶ୍ବରର ସହଯୋଗ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର, ସମ୍ବଲପୁର ଏବ‍ଂ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ, ଓଡ଼ିଶାର ଶୈକ୍ଷିକ ଅଂଶୀଦାରରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାକୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ସଂସ୍କୃତ ବିଶେଷଜ୍ଞ, ଡ଼ଃ ଗୋପାଳ […]

ମଦ ଦୋକାନ ଆଗରେ ଉଡିଲା ମଦ ବୋତଲ

କଟକ, ୧୯।୧(ଏସଏସନିଉଜ)ସୋମବାର ରାତିରେ ଗୋଡିସାହି ଫାଣ୍ଡି ଅଧୀନସ୍ଥ ପୁରୀ ମେନକେନାଲ କୂଳରେ ଥିବା ଏକ ମଦ ଦୋକାନରେ ମଦ ପିଇବାକୁ ନେଇ ଗୋଷ୍ଟିସଂଘର୍ଷ ଘଟିଛି।ଏଥିରେ ୨ଜଣ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି। ପ୍ରକାଶ ଯେ,ସୋମବାର ରାତିରେ ସିଡିଏ ବିଡାନାସୀ ଅଂଚଳର କିଛି ଯୁବକ ଷଣ୍ଢପୁର ନିକଟସ୍ଥ ଏକ ମଦଦୋକାନ ଆଗରେ ମଦକିଣି ସେଠାରେ ପିଉଥିଲେ। ଏହି ସମୟରେ ସ୍ଥାନୀୟଗ୍ରାମର କିଛି ଯୁବକ ପହଂଚି ମଦ କାଉଣ୍ଟରରୁ ମଦ ଆଣି ଆସିବା […]

ନନ୍ଦନକାନନ – ଏଥର ବଢ଼ିଲେ ଜଳଚର ପକ୍ଷୀ

ଭୁବନେଶ୍ୱର,୧୯।୧(ଏସଏସନିଉଜ) ରବିବାର ଦିନ ନନ୍ଦନକାନନ ପକ୍ଷରୁଆରମ୍ଭ ହୋଇଥିବା ଦିନିକିଆ ମଧ୍ୟ-ଶୀତକାଳୀନ ଜଳଚର ପକ୍ଷୀ ଗଣନାସରିଛି।ଏହି ଗଣନା ଅନୁଯାୟୀ ଗତବର୍ଷ ଠାରୁ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।ନନ୍ଦନକାନନ ପକ୍ଷରୁ ୯ଟି ସର୍ଭେ ଦଳ ଗଠନ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ସମୁଦାୟ ୫୫ଜଣ ପକ୍ଷୀ ବିଶେଷଜ୍ଞ, ଛାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।ଏହି ଦଳ ଅଭୟାରଣ୍ୟ ଏବଂ ଆଖପାଖରେ ଥିବା ଆର୍ଦ୍ରଭୂମି ଯେପରି କାଞ୍ଜିଆ ହ୍ରଦ, କିଆଖଣି ହ୍ରଦ,ବଡ଼ବାଙ୍କ ପାଟ,କଟୁରିଘସା ପାଟ,ଚୁଡଙ୍ଗ ଓ କୃଷ୍ଣନଗର […]

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।

ଆଜିର ରାଶିଫଳ

ଜାନୁଆରୀମାସ ୧୭ତାରିଖ ୨୦୨୬ମସିହା (ଶନିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୨/୨୭ ଗେତେ ଅମାବାସ୍ୟା ,ନକ୍ଷତ୍ର-ମୂଳା ଦିବା ଘ୦୯/୧୬ ଗତେ ପୁର୍ବାଷାଢ଼ା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୪୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/ ୨୫/୫୫ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୨୭ ଗେତେ ଐଶାନ୍ୟେ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଦିବା ଘ୦୪/୦୦ଗତେ ଘ୦୫/୨୫ମଧ୍ୟେ ,ବାରବେଳା- ଦିବା […]

ଆକ୍ସନ ମୁଡରେ ଏମଭିଆଇ…

କଟକ,୧୫।୧(ଏସଏସନିଉଜ) କଥାରେ ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକ ଆସେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଦେଶ ,ବିଦେଶ ଓ ରାଜ୍ୟରେ ଖ୍ୟାତିଅର୍ଜନ କରିଥିବା ନନ୍ଦନକାନନ ଏହି ଅଞ୍ଚଳରେ ଅବସ୍ଥିତ ।ପ୍ରତିଦିନ ଶହଶହ ଗାଡ଼ି ଏହି ରାଜରାସ୍ତାରେ ଆସନ୍ତି ।ହେଲେ କେତେକ ଗାଡ଼ି ମାଲିକ ବିନା ପରମିଟ ରେ ଗାଡ଼ି ଚଳାଉଥିବା ବେଳେ ଆଉ କେତେକ ଗାଡ଼ିମାଲିକ ଗାଡ଼ିରେ ଫେକ୍ ଗାଡ଼ି ନମ୍ବର ପକାଇ […]

ଆଜିର ରାଶିଫଳ

ଜାନୁଆରୀମାସ ୧୬ତାରିଖ ୨୦୨୬ମସିହା(ଶୁକ୍ରବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୪୧ ଗେତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଜ୍ୟେଷ୍ଠା ପ୍ରାତଃ ଘ୦୬/୪୭ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୫ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୪୧ ଗେତେ ପଶ୍ଚିମେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୯/୧୨ଗତେ ଘ୧୨/୫୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୪ମଧ୍ୟେ ଓ ଘ୦୮/୫୦ଗତେ ଘ୦୯/୧୧ ମଧ୍ୟେ ଓ ଘ୦୧/୪୦ ଗତେ ଘ […]

ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ବର,୧୩।୧(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟରେ ମଙ୍ଗଳବାର ରାଜନୀତି ବିଭାଗ ଦ୍ବାରା ଦିନିକିଆ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳରେ ମହିଳାମାନଙ୍କ ଭୂମିକା ଶୀର୍ଷକବିଷୟବସ୍ତୁ ଉପରେ ସେମିନାର ଆୟୋଜିତ ହୋଇଥିଲା।ରାଜନୀତି ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ରଂକ ତତ୍ତ୍ବାବଧାନ ଓ ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନଙ୍କ ପୌରହିତ୍ୟରେ ଅନୁଷ୍ଟିତ ସେମିନାର ରେ ଅଧ୍ୟାପକ ପ୍ରକାଶ କୁମାର ପରିଡା ଭିତ୍ତିପ୍ରବନ୍ଧ ପାଠକରିଥିଲେ। ନାକ୍ କୋଅର୍ଡିନେଟର ପ୍ରାଧ୍ୟାପକ ଅନୀଲ କୁମାର ପାଢୀ,ପ୍ରୋଫେସର ଡକ୍ଟର ବ୍ରହ୍ମାନନ୍ଦ ଶତପଥୀ ଓ ପ୍ରୋଫେସର ଡକ୍ଟର ରତ୍ନାକର […]

ଖେଳପଡିଆରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର,୧୩।୧(ଏସଏସନିଉଜ)ଖେଳପଡିଆରେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ବାରଙ୍ଗ ସୀତାରାମ ବଜାରରେ ରହୁଥିବା ଚନ୍ଦକା ଥାନା ଅଧୀନସ୍ଥ ଦାରୁଠେଙ୍ଗ ଗ୍ରାମର ରାହୁଲ ଶ୍ରୀଚନ୍ଦନ( ୨୭)ଓ ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମର ବୁଟୁ ରାଉତ(୨୩)। ପ୍ରକାଶ ଯେ,ରବିବାର ଅପରାହ୍ନରେ ବାରଙ୍ଗ ଥାନା ଅଧୀନସ୍ଥ ଫୁଲପୋଖରି ଗ୍ରାମର ଶୁଭମ ପାଣି ନାମକ ଯୁବକ ଗଦେଇକୁଦ ଖେଳ ପଡ଼ିଆରେ ଖେଳୁଥିଲେ।ଏହି ସମୟରେ ଦାରୁଠେଙ୍ଗ ଗ୍ରାମର […]

ଆଜିର ରାଶିଫଳ

ଜାନୁଆରୀମାସ ୧୪ତାରିଖ ୨୦୨୬ମସିହା (ବୁଧବାର)ମାଘମାସ- କୃର୍ଷ୍ଣପକ୍ଷ,ମକର ସଙ୍କ୍ରାନ୍ତି,ତିଥି- ଏକାଦଶୀ ସନ୍ଧ୍ୟା ଘ ୦୫/୫୬ ଗେତେ ଦ୍ୱାଦଶୀ ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୩/୫୪ ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨ ,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ ୦୫/୫୬ ଗେତେ ନୈରୁତେ ,କର୍କଟରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ସନ୍ଧ୍ୟା ଘ ୦୫/୫୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ମଧ୍ୟେ ,ବାରବେଳା-ଦିବା ଘ୧୧/୫୦ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]