Browsing category

ମନୋରଞ୍ଜନ

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ବାରଙ୍ଗ,୭।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ପ୍ରଥମଥର ପାଇଁ ରିଙ୍ଗ ଟେଲଡ ଲେମୂର୍ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବାକୁ ଯାଉଛି। ଯାହାକୁ ନେଇ ଚଳିତ ବର୍ଷ ପ୍ରଥମ କରି ପଶୁପକ୍ଷୀ ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରାଣୀ ଅଦଳବଦଳ ପକ୍ରିୟା ନନ୍ଦନ କାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ହେବାକୁ ଯାଉଛି।ଶନିବାର ଦିନ ନନ୍ଦନକାନନରୁ ୮ଜଣିଆ ଦଳ ୫ ପ୍ରଜାତିର ୧୪ ଜୀବଜନ୍ତୁଙ୍କୁ ସାଙ୍ଗରେ ନେଇ ବିଶାଖାପାଟଣା ଅଭିମୁଖେ ଯାତ୍ରା […]

ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ଵର,୭।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର।ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା।ଦିଲ୍ଲୀରେ ୧୪.୨ କେଜି ଘରୋଇ ସିଲିଣ୍ଡର ଦର ୯୧୩ ଟଙ୍କା ହେଲା।୧୯ କେଜି କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି ପାଇଛି।ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୭ ତାରିଖ ୨୦୨୬ମସିହା (ଶନିବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ସନ୍ଧ୍ୟା ଘ୦୭/୧୫ ଗତେ ପଞ୍ଚମୀ,ନକ୍ଷତ୍ର- ଚିତ୍ରା ଦିବା ଘ୧୧/୫୩ ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୬/୦ ୬/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୨୨,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୭/୧୫ ଗତେ ଦକ୍ଷିଣେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଅଦ୍ୟ ମୃତେ ଏକ ପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୩୨ ମଧ୍ୟେ ଓ ଦିବା ଘ୦୪/୧୫ ଗତେ ଘ୦୫/୫୦ ମଧ୍ୟେ,ବାରବେଳା- ଦିବା ଘ୦୧/୨୬ ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୦/୦୫ ଗତେ ଘ୦୧/୧୮ […]

ଆଜିର ରାଶିଫଳ

ମାର୍ଚ୍ଚମାସ୬ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ସନ୍ଧ୍ୟାଘ୦୫/୪୮ଗତେ ଚତୁର୍ଥୀ,ନକ୍ଷତ୍ର-ହସ୍ତା ଦିବାଘ୧୦/୦୬ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୬/୦୭/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୦୨,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟାଘ୦୫/୪୮ ଗତେ ନୈରୁତେ,ବୃଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୯/୦୦ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୩ ମଧ୍ୟେ ଓ ଘ୦୮/୩୦ ଗତେ ଘ୦୯/ ୦୦ମଧ୍ୟେ ଓ ଘ୦୧/୨୦ ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୩୫ ଗତେ ଘ୧୧/୨୪ ମଧ୍ୟେ , ଅଦ୍ୟ ପୋଟଳ ସନ୍ଧ୍ୟା ଘ୦୫/୪୮ ଗତେ ମୂଳାଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୪ତାରିଖ ୨୦୨୬ମସିହା(ବୁଧବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ଦିବାଘ୦୪/୪୫ଗତେ ଦ୍ଵିତୀୟା,ନକ୍ଷତ୍ର-ପୂର୍ବା ଫା ଦିବାଘ୦୮/୧୧ଗତେ ଉତ୍ତରାଫା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୧୨,ଯୋଗିନୀ ପୁର୍ବେ ଦିବାଘ୦୪/୪୫ଗତେ ଉତ୍ତରେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୮/୧୧ଗତେ ଏକପାଦ ଓ ଦିବା ଘ୦୪/୪୫ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୯/୦୨ଗତେ ଘ୧୦/୨୯ମଧ୍ୟେ ,ବାରବେଳା- ଦିବା ଘ୧୧/୫୭ଗତେ ଘ୦୧/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୩/୩୬ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୩ଗତେ ଘ୦୫/୫୦ମଧ୍ୟେ ଓ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ୦୫/୦୮ ଗତେ ପ୍ରତିପଦ,ନକ୍ଷତ୍ର- ମଘା ଦିବା ଘ୦୮/୦୭ ଗତେମଘା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୫,ଯୋଗିନୀ ବାୟବ୍ୟେ ଦିବା ଘ୦୫/୦୭ ଗତେ ପୁର୍ବେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମୃତେ ଏକପାଦ ପୁଷ୍କରଦୋଷ, ଅଦ୍ୟ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ଦିବା ଘ ୦୩/୨୨ ମି, ସର୍ବମୋକ୍ଷ ରାତ୍ରି ଘ ୦୬/୫୦ ମି,କାଳବେଳା-ଦିବା ଘ୦୧/୩୦ ଗତେ ଘ୦୨/୫୬ ମଧ୍ୟେ, ବାରବେଳା- ଦିବା […]

ହରିନାମରେ କମ୍ପିଲା ଦାଢାପାଟଣା

ବାରଙ୍ଗ,୨୮।୨(ଏସଏସନିଉଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦାଢାପାଟଣା ଗ୍ରାମରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ୧୫ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିବା ଏହି ନାମଯଜ୍ଞର ଶନିବାର ଥିଲା ନଗର କୀର୍ତ୍ତନ। ୨୬ ତାରିଖରେ ସୁଭାଧିବାସ ଓ ଘଟ ସ୍ଥାପନ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତମାନେ ନଦୀରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରିଥିଲେ। ୨୭ ତାରିଖରୁ ଅହୋରାତ୍ର ନାମ ସଙ୍କୀର୍ତ୍ତନ ଆରମ୍ଭ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୧ ତାରିଖ ୨୦୨୬ ମସିହା (ରବିବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୭/୧୭ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ପୂଷ୍ୟା ଦିବା ଘ୦୯/୧୮ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ ୦୬/୧୧/ ୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୫,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୧୭ଗତେ ପଶ୍ଚିମେ,ମେଷରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୨୯ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ଗତେ ଘ୧୦/୧୩ ମଧ୍ୟେ ଓ ରାତ୍ରି ଘ୦୭/୨୩ ଗତେ ଘ୦୯/ ୦୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/ […]

ସିଂହାସନ ଆରୋହଣ କଲେ ମା ସନ୍ତୋଷୀ

ଚନ୍ଦ୍ରଶେଖରପୁର,୨୭।୨(ଏସଏସନିଉଜ)ଭୁବନେଶ୍ୱର ପଟିଆ ହରିହର ବିହାର ରେ ଶ୍ରୀଶ୍ରୀ କଳ୍ପେଶ୍ଵର ମହାଦେବ ଓ ମା ପୂର୍ଣ୍ଣବାସିନୀ ସର୍ବମଙ୍ଗଳା ପୀଠ ପରିସରରେ ନୂତନଭାବେ ମାସନ୍ତୋଷୀଙ୍କ ଭବ୍ୟମନ୍ଦିର,ବିଗ୍ରହ ପ୍ରତିଷ୍ଠା ଉସବ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ କର୍ତ୍ତା ଏବଂ କର୍ତ୍ତିଭାବେ ରଞ୍ଜନ କୁମାର ଜେନା,କୁନ୍ତଳା ପାଇକରାୟ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ।ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠାଦିବସରେ ଶୁକ୍ରବାରଦିନ ମାଙ୍କ ସିଂହାସନ ଆରୋହଣ, ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥିଲା,ଯଜ୍ଞ, ହରିବୋଲ, ହୁଳାହୁଳି ଶଙ୍ଖଧ୍ୱନିରେ ପ୍ରକମ୍ପିତ ହୋଇଥିଲା […]