ଆଜିର ରାଶିଫଳ
ଜୁଲାଇ ମାସ ୨୩ ତାରିଖ ୨୦୨୫ ମସିହା (ବୁଧବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୨/୫୩ ଗତେ ଅମାବାସ୍ୟା,ନକ୍ଷତ୍ର-ଆର୍ଦ୍ରା ରାତ୍ରି ଘ୦୬/୫୬ ଗତେ ପୁଆର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୫,କନ୍ୟା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୧ଗତେ ଘ୧୦/୧୧ମଧ୍ୟେ, ବାରବେଳା- ଦିବା ଘ୧୧/୫୦ଗତେ ଘ୧୨/୩୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୮ ମଧ୍ୟେ ଓ ଘ୧୨/୩୧ଗତେ ଘ୦୧/୨୩ ମଧ୍ୟେ ଓ ରାତ୍ରି ଘ୦୬/୦୫ ଗତେ ଘ୦୯/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୪ […]