Browsing category

ମନୋରଞ୍ଜନ

ତାଲିମ ନେଲେ ଆଉ ସ୍ୱାସ୍ଥ୍ୟ ପରୀକ୍ଷା କଲେ

ମେଣ୍ଢାଶାଳ,୩।୭(ଏସଏସନିଉଜ) ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ହୃଦଘାତର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବାର ଲକ୍ଷ୍ୟନେଇ ଯୁବ ରେଡକ୍ରସ ୟୁନିଟ, ରେଡରିବନ କ୍ଲବ ଏବଂ ଏନଏସଏସ ୟୁନିଟ ଆନୁକୂଲ୍ୟରେ ଏମ୍ସଆରସି, ଏମଏଫଏମ ଓ ମେଣ୍ଢାଶାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ଚନ୍ଦକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି ।ଯୁବରେଡକ୍ରସ ଓ ରେଡରିବନ କ୍ଲବର ସଂଯୋଜକ ସୁରେଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ […]

ଆଜିର ରାଶିଫଳ

ଜୁଲାଇମାସ ୦୪ତାରିଖ ୨୦୨୫ମସିହା (ଶୁକ୍ରବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ୦୪/୦୮ ଗତେ ଦଶମୀ,ନକ୍ଷତ୍ର-ଚିତ୍ରା ଦିବା ଘ୦୫/୧୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/ ୧୫,ଯୋଗିନୀ ପୂର୍ବେ ଦିବା ଘ୦୪/୦୮ ଗତେ ଉତ୍ତରେ,ବିଛା,ଧନୁ ଓ ମୀନରାଶିର ଘାତବାର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୩୩ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୫୧ଗତେ ଘ୦୧/୪୩ ମଧ୍ୟେ ଓ ରାତ୍ରି ଘ୦୮/୩୮ ଗତେ ଘ୦୧/ ୦୨ ମଧ୍ୟେ ଓ ଘ୦୩/୨୦ ଗତେ ଘ୦୪/୦୨ ମଧ୍ୟେ, […]

ଆରମ୍ଭ ହେଲା ଅମରନାଥ ଯାତ୍ରା

ଭୁବନେଶ୍ବର,୩।୭(ଏସଏସନିଉଜ)ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଭୋରରେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖରେ ଶେଷ ହେବ ଏହି ୩୮ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ୬୦୦ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

ଆଜିର ରାଶିଫଳ

ଜୁଲାଇମାସ ୦୨ତାରିଖ୨୦୨୫ ମସିହା(ବୁଧବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୧/୩୦ଗତେ ଅଷ୍ଟମୀ,ନକ୍ଷତ୍ର-ଉତ୍ତରାଫା ଦିବା ଘ୧୧/୨୪ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୫୪,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୩,ଯୋଗିନୀ ବୟବ୍ୟେ ଦିବା ଘ୧୧/୩୦ ଗତେ ଐଶାନ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀର ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୨ ଗତେଘ୧୦/୧୦ମଧ୍ୟେ,ବାରବେଳା- ଦିବା ଘ୧୧/୪୭ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୪୮ ଗତେଘ୦୮/୩୧ମଧ୍ୟେ ଓ ଘ୧୦/୧୧ଗତେ ଘ୧୧/୧୮ ମଧ୍ୟେ ଓ ଘ୦୧/୫୩ ଗତେ ଘ୦୫/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ତାଳ ଦିବା ଘ୧୧/୩୦ ଗତେ ନଡ଼ିଆ ଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି […]

ନନ୍ଦିଘୋଷରଥ ଭଙ୍ଗିବେ ଅଭିମାନୀ ମାଲକ୍ଷ୍ମୀ

ପୁରୀ,୧।୭(ଏସଏସନିଉଜ)ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନକରି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ରାଗରେ ନନ୍ଦିଘୋଷରଥ ଭାଙ୍ଗିବେ ମାଲକ୍ଷ୍ମୀ।ଏଠାରେମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ ।ପରେ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ବିଜେହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଏହାପରେ ନାକଚଣାଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପମଣ୍ଡପରେ ଲକ୍ଷ୍ମୀନାରାୟଣ ବନ୍ଦାପନା କାର୍ଯ୍ୟ […]

ଆଜିର ରାଶିଫଳ

ଜୁଲାଇମାସ ୦୧ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୯/୦୪ଗତେ ସପ୍ତମୀ ,ନକ୍ଷତ୍ର-ପୁର୍ବା ଫା ଦିବା ଘ୦୯/୫୫ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୫୬ ଗତେ ବୟବ୍ୟେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ସପ୍ତମୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୪ମଧ୍ୟେ ,ବାରବେଳା-ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ମଧ୍ୟେ ଓ ଘ୦୯/୧୭ ଗତେ ଘ୧୧/୪୦ […]

ଜନ୍ମଦେଲା ଆନାକୋଣ୍ଡା

ବାରଙ୍ଗ,୨୯।୬(ଏସଏସନିଉଜ) ନନ୍ଦନକାନନ ପାଇଁ ଖୁସି ଖବର।ସରୀସୃପ ଉଦ୍ୟାନରେ ଥିବା ହଳଦିଆ ଆନାକୋଣ୍ଡା ଛୁଆ ଦେଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ୭ଟିହଳଦିଆ ଆନାକୋଣ୍ଡାଙ୍କ ଜନ୍ମଗ୍ରହଣ କରିଛନ୍ତି।୨୨ଅକ୍ଟୋବର ୨୦୧୯ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା।ଜୁଲାଇ ୨୦୨୨ରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।୬ଜୁଲାଇ୨୦୨୨ରେ ଗୋଟିଏ ଅଣ୍ଡା ଏବଂ ୮ଜୁଲାଇ ୨୦୨୨ରେ ଆଉ ଆଠଟିଛୁଆ ଜନ୍ମ ହୋଇଥିଲା।ଏହି ନୁଆଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ଦୁଇଟି ବୟସ୍କ ପୁରୁଷ, ଦୁଇଟି […]

ଅନୁବାଦରେ ଭାରତୀୟ ସାହିତ୍ୟ ଆଲୋଚନାଚକ୍ର

ବାରଙ୍ଗ ୨୯।୬(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ଯୁଗ୍ମ ପ୍ରୟାସରେ କୁଞ୍ଜବିହାରୀ ମହିବିଦ୍ୟାଳୟଠାରେ ଅନୁବାଦରେ ଭାରତୀୟ ସାହିତ୍ୟ ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଦୁଇଟି ପର୍ଯ୍ୟାୟରେ ଅନୁଷ୍ଟିତ ଏହି ଦିନିକିଆ ଆଲୋଚନାଚକ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକ ଅଧ୍ୟକ୍ଷତା କରିଥିଲେ।ଏହି ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡକ୍ଟର ହୃଷୀକେଶ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏକାଡେମୀର ପ୍ରୋଗ୍ରାମ୍ ଅଫିସର ଅଭିଷେକରଥ ସ୍ବାଗତଭାଷଣ ଦେଇଥିଲାବେଳେ […]

ଆଜିର ରାଶିଫଳ

ଜୁନମାସ ୩୦ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ଦିବା ଘ୦୯/୦୪ଗତେ ଷଷ୍ଠୀ ,ନକ୍ଷତ୍ର-ମଘା ଦିବା ଘ୦୭/୪୩ଗତେ ପୁର୍ବା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯ ,ଯୋଗିନୀ ଦକ୍ଷିଣେ ଦିବା ଘ୦୯/୦୪ଗତେ ପଶ୍ଚିମେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଷଷ୍ଠୀରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୩ ମଧ୍ୟେ .ବାରବେଳା- ଦିବା ଘ୦୩/୦୯ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୪ଗତେ ଘ୧୦/୦୪ ମଧ୍ୟେ ଓ ଘ୦୯/୩୭ ଗତେ ଘ୧୨/୪୫ମଧ୍ୟେ […]