Browsing category

ମନୋରଞ୍ଜନ

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୮ତାରିଖ ମଙ୍ଗଳବାର।ବିବିଧ – ଶରଣଂ।ଋତୁ- ଗ୍ରୀଷ୍ମ ଋତୁର (ପ୍ରଥମ ମାସ)ସୂର୍ୟ୍ୟ- ଉତ୍ତରାୟଣସୁର୍ୟ୍ୟୋଦୟ- ଘ୫/୧୧/୪ ,ସୂର୍ୟ୍ୟାସ୍ତ- ଘ୬/୧୬/୨୦ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ପଞ୍ଚମୀ ଦିବା ଘ୩/୩୧ମିପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ଦିବା ଘ୧୦/୧୬ମିପର୍ୟ୍ୟନ୍ତ ତଦନ୍ତେ ଶ୍ରବଣାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୩/୩୧ମି ପରେ ପଶ୍ଚିମ ଦିଗରେ।ମଙ୍ଗଳବାର ଓ ଅଗନ୍ତବ୍ୟତିଥିଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର- ସିଂହରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଦିବା […]

କାଲି ଆସିବେ ବିଶ୍ୱଶର୍ମା

ଭୁବନେଶ୍ୱର,୨୬ା୫(ଏସଏସନିଉଜ)ପୁଣିଥରେ ୨ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀା୨ଦିନରେ ୮ଟିସ୍ଥାନରେ ପ୍ରଚାର କରିବେ ହିମନ୍ତବିଶ୍ୱଶର୍ମାାକାଲି ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବୋ୨୮ରେ ରାଇରଙ୍ଗପୁର , ମୋରଡ଼ା , ସୋର ଓ ଜଗତସିଂହପୁରରେ ସଭାା୨୭ ଓ ୨୮ରେ କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସଭାା ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା ହେବାକୁଯାଉଛି ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା , ବାଲେଶ୍ବର […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ଗୌରବ

ବାରଙ୍ଗ,୨୬।୫(ଏସଏସନିଉଜ)ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରୁ ମୋଟ୍ ୯୪ ଜଣ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ପରୀକ୍ଷାର ଫଳାଫଳକୁ ଦେଖିବାକୁ ଗଲେ ବିଦ୍ୟାଳୟର ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତିଶକ୍ତି ସ୍ୱାଇଁ,ଦେବେଶ କୁମାର ସାହୁ,କୃପାମୟୀ କୃଷ୍ଣପ୍ରୀୟା ସ୍ୱାଇଁ ଶତକଡା୯୨ଭାଗ ନମ୍ବର ରଖି ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ହୋଇପାରିଛନ୍ତି।ସେହିଭଳି ଭାବେ ବି -୧ଗ୍ରେଡ ରେ୧୭ଜଣ,ବି -୨ଗ୍ରେଡରେ ୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ବିଦ୍ୟାଳୟର ସାମଗ୍ରିକ ପରୀକ୍ଷା ଫଳାଫଳପାଇଁ […]

ଆଜିର ରାଶିଫଳ

ମଇମାସ ୨୭ତାରିଖ ୨୦୨୪ମସିହା (ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଅପରାହ୍ନ ଘ୦୪/୫୪ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଷାଢ଼ା ଦିବା ଘ୧୦/୫୧ ଗତେ ଉତ୍ତରା ଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୧,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୧୬/ ୫୭,ଯୋଗିନୀ ନୈରୁତେ ଅପରାହ୍ନ ଘ୦୪/୫୪ ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୧୦/୫୦ ଗତେ ଏକପାଦପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୭ ମଧ୍ୟେ,ବାରବେଳା – ଦିବା ଘ୦୩/୦୦ ଗତେ ଘ୦୪/ ୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]

ବିଜେଡ଼ିକୁ ବହୁମତ ମିଳିସାରିଛି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଜେଡ଼ିକୁ ବହୁମତ ମିଳିସାରିଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ।ନବୀନନିବାସରେ ଆୟୋଜିତ ପ୍ରେସମିଟ୍‌ରେ ଭିକେପାଣ୍ଡିଆନଙ୍କ ଦୃଢ଼ୋକ୍ତି। ଏଯାଏଁ ବିଜେଡ଼ିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫% ରହିଛି।ଚତୁର୍ଥ ପର୍ଯ୍ୟାୟପରେ ବିଜେଡ଼ିର ସ୍ଥିର ସରକାର ଆସିଯିବ।ଲୋକସଭାରେ ମଧ୍ୟ ବହୁତ ଭଲ କରିବ ବିଜେଡ଼ି ବୋଲି କହିଛନ୍ତି ପାଣ୍ଡିଆନ।ଭୁବନେଶ୍ବରରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ବର ଫଳାଫଳ ବିଜେଡ଼ି ସପକ୍ଷରେ ଆସିବ।ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି।ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡ଼ି ସରକାର ଗଢ଼ିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ।

ପ୍ରକାଶପାଇଲା ମାଟ୍ରିକପରୀକ୍ଷା ଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ % ରହିଛି।ସାଢ଼େ ୧୧ଟାରେ ପରୀକ୍ଷାର୍ଥୀ ମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ […]

ଶେରଗଡ଼ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର,୭।୫(ଏସଏସନିଉଜ)ଶେରଗଡ଼ ଗୋଠଗାଁରେ ପାଣ୍ଡିଆନଙ୍କ ପ୍ରଚାର ଆରମ୍ଭ ହୋଇଛି।ଜନସଭାରେ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ।ବିକାଶର ହିସାବ ଦେଲେ କାର୍ତ୍ତିକ ପାଣ୍ଡିଆନ।ଦଳୀୟସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ।।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାରେ ଉଦ୍‌ବୋଧନଦେବେ ।ସେହିଭଳିଭାବେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ନୀତିନ ଗଡ଼କରୀ ପୁରୀ ଜିଲ୍ଲା ଓ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ୱଶର୍ମା ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଅବସର ନେଲେ ରବିନାରାୟଣ

ମେଣ୍ଢାଶାଳ,୨|୫(ଏସଏସନିଉଜ)ମେଣ୍ଢାଶାଳଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଲାବ୍ରୋଟରି ଟେକ୍ନିସିଆନ ରବି ନାରାୟଣ ମହାନ୍ତି ୩୦ଏପ୍ରିଲ ରେ ତାଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ଜଣେ କର୍ତଵ୍ୟ ନିଷ୍ଠ,ସଚୋଟ, ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ମେଣ୍ଢାଶାଳ ମେଡିକାଲର ବହୁତ ଉନ୍ନତି ମୂଳକକାର୍ଯ୍ୟରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ମଙ୍ଗଳବାର ଆୟୋଜିତ ତାଙ୍କର ଅବସରକାଳୀନ ସଭାରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସଂମ୍ମାନୀତି କରିବା ସହ ମେଡିକାଲ ଅଧ୍ୟକ୍ଷ ଡ଼. ମୋହନ ହେମ୍ରମ,ଇଟିପୁର,ଚନ୍ଦକା ନୂଆବନ୍ତ,ପାତ୍ରପଡା ସେକ୍ଟରର ସମସ୍ତ […]

ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ […]