Browsing category

ମନୋରଞ୍ଜନ

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

  ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ତ୍ରିଂଶ ସମାବର୍ତ୍ତନଉତ୍ସବ

ଭୁବନେଶ୍ବର,୧୧ା୵୪(ଏସଏସନିଉଜ) ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୩୦ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ହରିହର କାନୁନଗୋ ଯୋଗଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିଦ୍ୟାଳୟଟି ପ୍ରତିଷ୍ଠିତ ତାର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ […]

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧୧ତାରିଖ ଗୁରୁବାର।ମତ୍ସ୍ୟାବତାର ଜୟନ୍ତୀ। ,ସୁର୍ଯ୍ୟୋଦୟ- ଘ୫/୩୫/୨୮ ,ସୂର୍ଯ୍ୟାସ୍ତ- ଘ୬/୦/୨୨ ,ଚୈତ୍ର ମାସ ,ଶୁକ୍ଳ ପକ୍ଷ ,ବୃହସ୍ପତି ବାସ ,ତିଥି- ତୃତୀୟା ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ। ,ନକ୍ଷତ୍ର- କୃତ୍ତିକା ନକ୍ଷତ୍ର ରାତ୍ରି ଘ୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୨/୫୧ମି ପରେ ନୈର୍ଋତକୋଣରେ। ରିକ୍ତାତିଥି , ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୨/୫୧ମି ମଧ୍ୟେଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଏବଂ […]

ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ […]

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନାସମ୍ବୋଧନ ଦେଇ କହିଲେ ଓଡ଼ିଶା ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀାସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବେ ଶ୍ରମିକ ବୋଲି କହିଥିଲେ ।

ଶଙ୍ଖ ଧରିଲେ ଲେଖାଶ୍ରୀ ଓ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀାକିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀାସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।ବିଜେଡିରେ ମିଶିଲାପରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି ।ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଲେ ।ଏହାସହ ବିକାଶର ଏହି ଯାତ୍ରାରେ […]

କାଲିଠାରୁ ସକାଳ ୬.୩୦ରୁ ସ୍କୁଲ

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତାକାଲିଠାରୁ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମହାବାରୁଣୀ ଭିଡ଼

ଭୁବନେଶ୍ୱର,୬।୪(ଏସଏସନିଉଜ)ଆଜି ମହାବାରୁଣୀ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ଭୋରୁ ଶ୍ରଦ୍ଧାଳୁମାନେ ପୁଣ୍ୟତୋୟା ବୈତରଣୀ ନଦୀ ଓ ଚିତ୍ରୋତ୍ପଳା ନଦୀ ସମେତ ଅନ୍ୟାନ୍ୟ ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଛନ୍ତି।ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଵ୍ୟଵସ୍ଥାମାନ ଗ୍ରହଣ କରାଯାଇଛି ।