Browsing category

ମନୋରଞ୍ଜନ

କଟକ ସହରକୁ ଗଡ଼ିବ ମେଟ୍ରୋ

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ […]

ସରମ୍ପଚ ବଦଳରେ ସ୍ୱାମୀଙ୍କ ପ୍ରକ୍ସି

ଝାରସୁଗୁଡ଼ା,୨୭ା୧୨(ଏସଏସନିଉଜ) କେତେକ ପଂଚାୟତରେ ନିର୍ବାଚିତ ହୋଇଥିବା ମହିଳା ସରମ୍ପଚ ମାନେ ସଭାସମିତି ଏପରିକି ସରକାରୀ କର୍ଯ୍ୟକ୍ରମରେ ନିଜେ ନରହି ତାଙ୍କ ସ୍ୱାମିମାନେ ଉପସ୍ଥିତ ରହି ବିଭିର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାର ଦେଖିବାକୁ ମିଳିଥାଏ ।ଏହିଭଳି ଏକ ଘଟଣା କୁନେଇ ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ଖପ୍ପା ହୋଇଯାଇଥିଲେ ରାଜ୍ୟପାଳ ।ଏହାସହ ଆସିଥିବା ମହିଳାସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ ମଧ୍ୟ କରିଥିଲେ ।ଆଜି ମହାମହୀମ ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗ୍ରସ୍ଥରେ ଯାଇଥିବାବେଳେ ସଦରବ୍ଲକର ତାଲପଟିଆଗାଁକୁ ଯାଇ […]

ନନ୍ଦନକାନନକୁ ଆସିବ ମେଘୁଆଚିତା

ବାରଙ୍ଗ,୨୭ା୧୨(ଏସଏସନିଉଜ)ପ୍ରାଣିଉଦ୍ୟାନନନ୍ଦନକାନନକୁ ଜାନୁଆରୀ ମାସରେ ମେଘୁଆ ଚିତା ଅସିବାନେଇ ଉଦ୍ୟମ ଆରମ୍ଭ କରିଛି ନନ୍ଦନକାନନ ।କେବଳ ଚିତାନୁହେଁ ଏହାସହ ଦୁବାଇରୁ ଧଳା ସିଂହମଧ୍ୟ ଆସିବାକୁ ଯାଉଛି ।ଅଦଳବଦଳପ୍ରକିୟା ଓ ଉପହାରରେ ଏହାକୁ ଆଣିବାପାଇଁ ଯୋଜନା କରିଛି ନନ୍ଦନକାନନ ।ଏହାସହ କଲିକତା ଅଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଅଣାଯିବ ବୋଲି ସୁଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦା

ଉଦ୍‌ଯାପିତ ହେଲା ଯୁବଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବାରଙ୍ଗ,୨୭।୧୨(ଏସଏସନିଉଜ) ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନଦେବ ଡିଗ୍ରୀକଲେଜରେ ଚାଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶାକାର୍ଯ୍ୟକ୍ରମ ବୁଧବାର ଦିନ ଉଦଜାପିତ ହୋଇଯାଇଛି ।ସମନ୍ୱିତ ଯୁବବିକାଶଉତ୍ସବ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ବାରଦିନ ବ୍ୟାପୀ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଡ଼ ଜାପାନୀ ଉସବରେ ଭୁବନେଶ୍ୱର ଉତ୍ତର […]

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର

ଚନ୍ଦ୍ରଶେଖରପୁର,୨୭ା୧୨(ଏସଏସନିଉଜ) ଭାରତୀୟ ଶିକ୍ଷା ପରିଷଦ ଅନୁବନ୍ଧିତ ବିଦ୍ୟାଳୟଗୁଡିକର ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପଟିଆ, କାନନ ବିହାରସ୍ଥିତ ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ର ପରିସରରେ ବୁଧବାରଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ବରେ ପୂର୍ବତନବିଧାୟକ, ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ,ସାମାଜିକକର୍ମୀ ଅପର୍ଣା ନାୟକ ଅତିଥିଭାବେ ଯୋଗଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆହୁରି […]

ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ […]

ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ,୨୪ା୧୨(ଏସଏସନିଉଜ)ଏଥର ବଡଦିନ ଓ ନୁଆବର୍ଷରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଜା ଉଠାଇବେ ।ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଏଥର ବଡଦିନ ଓ ନୁଆବର୍ଷ ସୋମବାର ପଡୁଅଛି ।ତେଣୁ ସୋମବାର ନନ୍ଦନକାନନ ବନ୍ଦ ରହିବା ଦ୍ୱନ୍ଦ ଉପରୁ ପର୍ଦାଉଠାଇଛନ୍ତି କର୍ତୁପକ୍ଷ ।ପୁର୍ବନିର୍ଦ୍ଧାରିତ ନୀୟାମାନୁସାରେ ସୋମବାର ଖୋଲା ରହି ମଙ୍ଗଳବାରଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  

ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ

ଭୁବନେଶ୍ୱର,୨୪।୧୨(ଏସଏସ ନିଉଜ)ଶ୍ରୀମନ୍ଦିର ପ୍ରବେଶକୁ ନେଇ ସ୍ପଷ୍ଟୀକରଣ ରଖିଲେ କାମିୟା ଜାନୀ।ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ପଷ୍ଟୀକରଣ ରଖିଲେ କାମିୟା।ସେ କହିଛନ୍ତିଯେ,ବିଫ୍‌ ଖାଏନି କି ଖାଇବାକୁ ପ୍ରୋତ୍ସାହନ କରେନି।ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି।ମନ୍ଦିରରନିର୍ମାଣ ଓ ସଂସ୍କୃତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା।ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି।ଭ୍ରମଣ ସମୟରେ କୌଣସି ବି ନିୟମ ଭଙ୍ଗ କରିନି ବୋଲି କହିଛନ୍ତି କାମିୟ।ହିନ୍ଦୁ ଧର୍ମକୁ ଅନୁସରଣକରେ।କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରାଯାଉଛି।ସେଠାରେ ବିଫ୍‌ ଖାଇନଥିଲି […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

ନନ୍ଦନକାନନରେ ୱାଲାବି

ବାରଙ୍ଗ,୨୨ା୧୨(ଏସଏସନିଉଜ) ଆଉ ଦିନକେଇଟା ପରେ ନନ୍ଦନକାନନକୁ ୬୩ପୁରୀ ୬୪ଚାଲିବା ଡିସେମ୍ବର ୨୯ ତାରିଖରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ନନ୍ଦନକାନନ ।ସବୁବର୍ଷ ପର‌୍ୟ୍ୟଟକଙ୍କୁ ନୁଆବର୍ଷର ଭେଟିଦେଉଥିବା ବେଳେ ନନ୍ଦନକାନନ ଚଳିତବର୍ଷ ପ୍ରତିଷ୍ଠା ଦିବସରରେ ପର‌୍ୟ୍ୟଟକଙ୍କୁ ନୁଆପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟିଦେବାକୁ ଯାଉଛି ।ଶୁକ୍ରବାରରାତିରେ ହଳେ ୱାଲାବି ଓ ହଳେ ଲିଭିଙ୍ଗଷ୍ଟୋନ ଟୁରାକୋ ନନ୍ଦନକାନନରେ ଆସି ପହଁଚିଛି । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାଠାରୁ ପ୍ରାୟ ୨୦ଲକ୍ଷଟଙ୍କା ରେ କ୍ରୟ କରାଯାଇ ୪ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ୱାଲାବି […]