Browsing category

ଜଣା ଅଜଣା

ରେଳସୁରକ୍ଷା ବାଡ଼ ଭାଙ୍ଗିଦେଲେ

ବାରଙ୍ଗ,୨।୭(ଏସଏସନିଉଜ) ଷଣ୍ଢପୁର ଗ୍ରାମ ନିକଟରେତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେଥିବା ରେଳସୁରକ୍ଷା ବାଡ଼କୁ କେହିଅଜଣାଗାଡ଼ି ବୁଧବାର ଧକ୍କା ଦେବାରୁ ଭଙ୍ଗିଯାଇଥିବାର ଦେଖିବାକୁ ମିଳିଛି। ପ୍ରକାଶଯେ, ଷଣ୍ଢପୁରଗାଁ ପାଖ ଏକ ଢ଼ାବା ନିକଟରେ ଥିବା ରେଳ ସୁରକ୍ଷା ବାଡ଼ଟି ବୁଧବାର ସକାଳ ୯ଟା ସୁଦ୍ଧା ଭାଙ୍ଗି ରାସ୍ତା ଉପରେ ପଡ଼ିରହିଥିବାରଦେଖିବାକୁ ମିଳିଥିଲା।ଏକ ଅଜଣାଗାଡ଼ି ଧକ୍କା ଦେବାରୁ ରେଳସୁରକ୍ଷା ବାଡ଼ଟି ଭାଙ୍ଗିକରି ମୁଖ୍ୟରାସ୍ତା ଉପରେ ପଡ଼ି ରହି ଯାତାୟାତରେ ବାଧା ସୃଷ୍ଟି କରିଥିଲା।ଏପରିକି ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। […]

ନନ୍ଦିଘୋଷରଥ ଭଙ୍ଗିବେ ଅଭିମାନୀ ମାଲକ୍ଷ୍ମୀ

ପୁରୀ,୧।୭(ଏସଏସନିଉଜ)ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଇଭଉଣୀଙ୍କୁ ଧରି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନକରି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ରାଗରେ ନନ୍ଦିଘୋଷରଥ ଭାଙ୍ଗିବେ ମାଲକ୍ଷ୍ମୀ।ଏଠାରେମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ ।ପରେ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ବିଜେହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ । ଏହାପରେ ନାକଚଣାଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପମଣ୍ଡପରେ ଲକ୍ଷ୍ମୀନାରାୟଣ ବନ୍ଦାପନା କାର୍ଯ୍ୟ […]

ଆଜିର ରାଶିଫଳ

ଜୁଲାଇମାସ ୦୧ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୯/୦୪ଗତେ ସପ୍ତମୀ ,ନକ୍ଷତ୍ର-ପୁର୍ବା ଫା ଦିବା ଘ୦୯/୫୫ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୫୬ ଗତେ ବୟବ୍ୟେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ସପ୍ତମୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୪ମଧ୍ୟେ ,ବାରବେଳା-ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ମଧ୍ୟେ ଓ ଘ୦୯/୧୭ ଗତେ ଘ୧୧/୪୦ […]

ଜନ୍ମଦେଲା ଆନାକୋଣ୍ଡା

ବାରଙ୍ଗ,୨୯।୬(ଏସଏସନିଉଜ) ନନ୍ଦନକାନନ ପାଇଁ ଖୁସି ଖବର।ସରୀସୃପ ଉଦ୍ୟାନରେ ଥିବା ହଳଦିଆ ଆନାକୋଣ୍ଡା ଛୁଆ ଦେଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ୭ଟିହଳଦିଆ ଆନାକୋଣ୍ଡାଙ୍କ ଜନ୍ମଗ୍ରହଣ କରିଛନ୍ତି।୨୨ଅକ୍ଟୋବର ୨୦୧୯ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା।ଜୁଲାଇ ୨୦୨୨ରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।୬ଜୁଲାଇ୨୦୨୨ରେ ଗୋଟିଏ ଅଣ୍ଡା ଏବଂ ୮ଜୁଲାଇ ୨୦୨୨ରେ ଆଉ ଆଠଟିଛୁଆ ଜନ୍ମ ହୋଇଥିଲା।ଏହି ନୁଆଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ଦୁଇଟି ବୟସ୍କ ପୁରୁଷ, ଦୁଇଟି […]

ଆଜିର ରାଶିଫଳ

ଜୁନମାସ ୩୦ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ଦିବା ଘ୦୯/୦୪ଗତେ ଷଷ୍ଠୀ ,ନକ୍ଷତ୍ର-ମଘା ଦିବା ଘ୦୭/୪୩ଗତେ ପୁର୍ବା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯ ,ଯୋଗିନୀ ଦକ୍ଷିଣେ ଦିବା ଘ୦୯/୦୪ଗତେ ପଶ୍ଚିମେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଷଷ୍ଠୀରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୩ ମଧ୍ୟେ .ବାରବେଳା- ଦିବା ଘ୦୩/୦୯ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୪ଗତେ ଘ୧୦/୦୪ ମଧ୍ୟେ ଓ ଘ୦୯/୩୭ ଗତେ ଘ୧୨/୪୫ମଧ୍ୟେ […]

ଆଜିର ରାଶିଫଳ

ଜୁନମାସ ୨୬ତାରିଖ୨୦୨୫ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୧/୩୪ଗତେ ଦ୍ଵିତୀୟା ,ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୯/୩୦ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପୂର୍ବେ ଦିବାଘ୦୧/୩୪ ଗତେ ଉତ୍ତରେ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବାଘ୦୩/୦୮ ଗତେ ଘ୦୬/୨୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୭ ଗତେ ଘ୦୬/୦୮ମଧ୍ୟେ ଓ ଘ୦୭/୦୮ଗତେ ଘ୦୯/୨୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା […]

ଆଜିର ରାଶିଫଳ

ଜୁନମାସ ୨୪ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୭/୧୧ଗତେ ଅମାବାସ୍ୟା,ନକ୍ଷତ୍ର-ରୋହିଣୀ ଦିବାଘ୦୧/୪୩ଗତେ ମୃର୍ଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୨୭,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୧୫/୧୫,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୧୧ଗତେ ଐଶାନ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୨୮ଗତେ ଘ୦୩/୦୬ମଧ୍ୟେ,ବାରବେଳା-ଦିବାଘ୦୬/୫୨ ଗତେ ଘ୦୮/୨୧ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୧୪ଗତେ ଘ୧୧/୪୮ମଧ୍ୟେ ଓ ଘ୦୩/ ୩୮ଗତେ ଘ୦୪/୨୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୦୬ ଗତେ ଘ୦୩/୩୭ ମଧ୍ୟେ ଓ ଘ୦୪/୪୦ଗତେ ଘ୦୫/୨୫ମଧ୍ୟେ,ଅଦ୍ୟ ବିରିଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଦୀର୍ଘ ସମୟଧରି ଅପେକ୍ଷାବନ୍ଧୁଙ୍କୁ […]

ଆଜିର ରାଶିଫଳ

ଜୁନମାସ ୨୩ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୨୩ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-କୃତ୍ତିକା ଦିବା ଘ୦୪/୦୩ ଗତେ ରୋହିଣୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୫ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୨୩ଗତେ ପଶ୍ଚିମେ ,ବିଛାରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୩ଗତେ ଘ୦୮/୩୨ ମଧ୍ୟେ ,ବାରବେଳା- ଦିବା ଘ୦୩/୦୬ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୩ଗତେ ଘ୧୦/୦୨ମଧ୍ୟେ ଓ ରାତ୍ରି ଘ୦୯/୩୮ ଗତେ ଘ୧୨/୪୦ମଧ୍ୟେ ,ବିଶୁଦ୍ଧ […]

ନୂଆରୂପରେ ଆସୁଛି ଯାତ୍ରା ପୃଥ୍ୱୀରାଜ

ମେଣ୍ଢାଶାଳ,୨୦।୬।(ଏସଏସନିଉଜ) ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମମୁଣ୍ଡରେ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଅପେରାର ଆଖଡ଼ା ପୂଜା ସରିଛି ।ଚଳିତବର୍ଷ ଯାତ୍ରାପାଟିର ମାଲିକାନା ବଦଳିବା ପରେ ଆଜି ଆଖାଡା ପୁଜାସହ ରିୟଲସେଲ ଆରମ୍ଭ ହୋଇଛି । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ରିୟଲସେଲ କାର୍ଯ୍ୟକ୍ରମକୁ  ଉଦଘାଟନ କରିଛନ୍ତି ।ବହୁନାମିଦାମି କଳାକାରମାନଙ୍କୁ ନେଇ ନୁଆ ରୁପରେ ଯାତ୍ରା ପୃଥ୍ୱୀରାଜ ଆଗକୁ ବଢିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମଳନୀରେ ମାଲିକ ଗୋବିନ୍ଦ ଚନ୍ଦ୍ର […]

ଆଜିର ରାଶିଫଳ

ଜୁନମାସ ୨୦ତାରିଖ ୨୦୨୫ମସିହା(ଶୁକ୍ରବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୦୯/୫୧ ଗତେ ଦଶମୀ ,ନକ୍ଷତ୍ର-ରେବତୀ ରାତ୍ରି ଘ୧୦/୨୩ ଗତେ ଅଶ୍ୱିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୫ ,ଯୋଗିନୀ ପୂର୍ବେ ଦିବା ଘ୦୯/୫୦ ଗତେ ଉତ୍ତରେ ,ମେଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୮/୨୮ ଗତେ ଘ୧୧/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୧/୪୮ ଗତେ ଘ୦୧/୩୯ ମଧ୍ୟେ […]