ଆଜିର ରାଶିଫଳ
୨୦୨୩ମସିହା ଅପ୍ରେଲମାସ ୩ତାରିଖସୋମବାର।ଶ୍ରୀମନ୍ଦିରରେ କନ୍ଦର୍ପାଧିବାସ, ମାୟାମୃଗ ପ୍ରସ୍ତାବ, ସୀତାଚୋରୀ, ଅନଙ୍ଗତ୍ରୟୋଦଶୀ, ପ୍ରଦୋଷବ୍ରତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୨/୩୮ ,ସୂର୍ଯ୍ୟାସ୍ତ- ଘ୫/୫୭/୩୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ ମଳ ପ୍ରାତଃ ଘ୬/୩୨ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ମଳତିଥି ଓ ଶନିସପ୍ତଦୋଷ ହେତୁ ଯାତ୍ରାନିଷେଧ।ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।କର୍କଟ ଓ ମକରରାଶିର ଘାତଚନ୍ଦ୍ର।ମିଥୁନରାଶିର ଘାତବାର।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ , ପ୍ରାତଃ ଘ୬/୩୨ମିପରେ ବାଇଗଣଭକ୍ଷଣ ନିଷେଧ।କାଳରାତ୍ରି- ରାତ୍ରି ଘ୧୦/୨୧ମି ରୁ ଘ୧୧/୪୮ମି ପର୍ଯ୍ୟନ୍ତ। ଅମୃତବେଳା […]