ଆଜିର ରାଶିଫଳ
ଜାନୁଆରୀମାସ ୧୮ତାରିଖ ୨୦୨୬ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୧/୪୩ ଗେତେ ପ୍ରତିପଦ,ନକ୍ଷତ୍ର-ପୁର୍ବାଷାଢ଼ା ଦିବା ଘ୧୧/୧୭ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୪୫, ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୧/୪୩ ଗେତେ ପୂର୍ବେ,ସିଂହ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଦିବା ଘ୧୧/୧୭ ଗତେ ଦ୍ଵୀପାଦ ପୁଷ୍କର ଦୋଷ,ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ୧୦/୩୩ ଗତେ ଘ୦୧/୧୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୫ ଗତେ ଘ୧୦/୨୬ ମଧ୍ୟେ ଓ ରାତ୍ରି […]