ଆଜିର ରାଶିଫଳ
ଅଗଷ୍ଟମାସ ୦୮ତାରିଖ ୨୦୨୫ମସିହା (ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୨/୨୬ ଗତେ ପୂର୍ଣ୍ଣମା,ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୩/୨୨ ଗତେ ଶ୍ରାବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୨,ଯୋଗିନୀ ପଶ୍ଚିମେ ଦିବା ଘ୦୨/୧୬ଗତେ ବାୟବ୍ୟେ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ଶ୍ରାଦ୍ଧ ଓ ପୁର୍ଣିମାର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୪ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୪୪ ମଧ୍ୟେ ଓ ଘ୧୨/୪୦ଗତେ ଘ୦୨/୧୭ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୩ ଗତେ ଘ୧୧/୫୩ ମଧ୍ୟେ,ଅଦ୍ୟ […]