Browsing category

ଦେଶ ବିଦେଶ

ମହାପ୍ରଭୁଙ୍କ ସୁନାବେଶ ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ […]

ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ- ମୁଖ୍ୟ ପ୍ରଶାସକ

ପୁରୀ,୧୪ା୭(ଏସଏସନିଉଜ)ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର ।ଭିତରଭଣ୍ଡାର ଅଳଙ୍କାର ଆଜି ଖୋଲାଯାଇପାରିଲାନି, ଆଉଦିନେ ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦପାଢ଼ୀ ।ସେକହିଛନ୍ତି ବାହାରଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣକାମ ବହୁତସମୟ ଲାଗିଗଲା ।କାଲି ବାହୁଡ଼ାଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ।ବାହୁଡ଼ା,ସୁନାବେଶ ସରିବାପରେ ଆଉଦିନେ ନିର୍ଦ୍ଧାରଣ କରାଯିବବୋଲି କହିଲେ ।ଦିନନିର୍ଦ୍ଧାରଣ କରାଯାଇ ସେହିଦିନ ଭିତରଭଣ୍ଡାର ଖୋଲିବୁବୋଲି କହିଲେ ।ତାଲାଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ।ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବାରୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତରଭଣ୍ଡାର ଖୋଲାଗଲା ।ସବୁ ଅଳଙ୍କାରକୁ […]

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ପୁରୀ,୧୪ା୭(ଏସଏସନିଉଜ) ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ, ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ […]

ରାତିପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ,୧୩ା୭(ଏସଏସନିଉଜ)ସବୁ ପ୍ରତୀକ୍ଷାର ଅନ୍ତ ଘଟି ରାତି ପାହିଲେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି । ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ […]

ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି

ପୁରୀ,୧୨ା୭(ଏସଏସନିଉଜ) ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି । ଆଜି ୩ ରଥର ହେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରିଥାନ୍ତି । ସକାଳଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଓ ଏହାପରେ ୩ ରଥକୁ […]

ବିଜେପି ନେତା ହେଲେ ଫାଓର ସଭାପତି

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ସମୀର ଦେ ହେଲେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ନୂଆ ସଭାପତି ାପୂର୍ବରୁ ଦେବାଶିଷ ସାମନ୍ତରାୟ ଥିଲେ ସଭାପତି ।ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହେଲେ । ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ନିର୍ବାଚନ ପୂର୍ଵରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାର ଜଣାପଡିଛି।

ଭୁବନେଶ୍ବରରେ ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର,୪।୭(ଏସଏସ ନିଉଜ)ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ ପଶାୟତାରତ୍ନଭଣ୍ଡାର ଖୋଲିବା ତାରିଖ ସରକାର ସ୍ଥିର କରିବେ ।ସରକାର ତାରିଖ ସ୍ଥିର କରିବା ପରେ ଖୋଲିବ ରତ୍ନଭଣ୍ଡାର ବୋଲି କହିଛନ୍ତି ।ଏହାପରେ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ଥିବାର ଅନୁମାନ କରାଯାଉଛି ।  

କିଏ ଏହି ଭୋଲେବାବା ?

ଭୁବନେଶ୍ୱର,୩ା୭(ଏସଏସନିଉଜ) କିଏ ସେ ଭୋଲେ ବାବାାଯାହାଙ୍କ ପ୍ରବଚନ ଶୁଣିବାପାଇଁ ହଜାରହଜାରଶ୍ରଦ୍ଧାଳୁ ପହଁଚୁଥିଲୋଯାହାଙ୍କୁ ଏବେ ପୋଲିସ ଖୋଜୁଥିଲେ ମଧ୍ୟ ପାଇପାରିନାହିଁ ।ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା।ଏହି ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ଏବେ ପୋଲିସ। ପୂର୍ବରୁ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ଏହି ଆତ୍ମଘୋଷିତ ବାବା ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଲୋକପ୍ରିୟତା ସହିତ ଶ୍ରୋତା, ଶ୍ରଦ୍ଧାଳୁ […]

ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ!

ଭୁବନେଶ୍ୱର,୩ା୭(ଏସଏସନିଉଜ) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାରସନ୍ଧ୍ୟାରେ ରାଜଭବନରେପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇସୋରେନ। ଏହାସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ସରକାରଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମଙ୍ଗଧରିବା ଏକପ୍ରକାର ସ୍ପଷ୍ଟ ହୋଇଛିାଜେଏମଏମ ନେତୃତ୍ୱାଧୀନ ମେଣ୍ଟର ବିଧାୟକଦଳ ବୈଠକରେ ହେମନ୍ତଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିଧାୟକ ପୁଣିଥରେ […]

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

  ଭୁବନେଶ୍ୱର,୨୮।୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ […]