Browsing category

ଦେଶ ବିଦେଶ

ଅଗଷ୍ଟ୩୧ରୁ କଳାହାଣ୍ଡିର ଉତ୍‌କେଲାକୁ ଉଡ଼ିବ ବିମାନ

କଳାହାଣ୍ଡି,୨୭ା୮(ଏସଏସନିଉଜ) ଚଳିତମାସ ୩୧ ତାରିଖରୁ ଉତ୍‌କେଲାକୁ ଆରମ୍ଭ ହେବ ବିମାନ ଚଳାଚଳ। ଏହିଦିନ ସକାଳ୧୦ଟା୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବାମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପତାକାଦେଖାଇ ଏହାର ଶୁଭାରମ୍ଭକରିବେ। ସେହିପରି କେନ୍ଦ୍ର ବେସାମରିକଚଳାଚଳମନ୍ତ୍ରୀ ମଧ୍ୟ ଭିଡିଓକନ୍‌ଫରେନ୍ସ ମାଧ୍ୟମରେ ଉପସ୍ଥିତରହି ପତାକା ଦେଖାଇ ଏହାରଶୁଭାରମ୍ଭ କରିବେ। ଉତ୍‌କେଲା ହେବ ରାଜ୍ୟର ୫ମ ବିମାନବନ୍ଦର, ଯେଉଁଠାକୁ ବିମାନଉଡ଼ିବ।ପ୍ରତ୍ୟେକଦିନ ଗୋଟିଏଥର ବିମାନ ଚଳାଚଳକରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।    

ବାଣବିସ୍ଫୋରଣରେ ଚାଲିଗଲା ୮ଜୀବନ

ଭୁବନେଶ୍ୱର, ,୨୭ା୮(ଏସଏସନିଉଜ)ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବାର ଜଣାପଡିଛି ।ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଚାଲିଥିବାର ଜଣାପଡିଛି ।ଆହତମାନଙ୍କୁ ବାରାସାଟଡାକ୍ତରଖାନାକୁ ଚିକିତ୍ସା […]

ଅକ୍ଟୋବରରେ ଓଡ଼ିଶାଆସିବେ ରାହୁଲଗାନ୍ଧୀ

ଭୁବ‌ନେଶ୍ବର,୨୫ା୮(ଏସଏସନିଉଜ) ରାହୁଲଗାନ୍ଧୀ ଅକ୍ଟୋବର ଶେଷସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।ଏହାସହ ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଥିବାର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତିାତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଓଡ଼ିଶାର ୫ଜଣ ବିଧାୟକ ନୂଆଦିଲ୍ଲୀରେ ରାହୁଲଗାନ୍ଧୀଙ୍କୁ ଭେଟି ଓଡ଼ିଶାଗସ୍ତ ନେଇ ଆଲୋଚନା କରିଛନ୍ତି।  

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୨୩ା୮(ଏସଏସନିଉଜ)ରାତିରେ ଖୋଲିବାକୁ ଯାଉଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଆଉ କେହି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁଆସି ନିରାଶରେ ଫେରିବେନାହିଁ ।ସନ୍ଧ୍ୟାପରେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଉଥିବା ନନ୍ଦନକାନନ ରାତିରେ ଖୋଲିବାନେଇ ନନ୍ଦନକାନନ ପକ୍ଷରୁ ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖରେ ପ୍ରସ୍ଥାବ ରହିଛିି ।ତେବେ ଏହାର ଅନୁମୋଦନକୁ ଅପେକ୍ଷା କରିଛି ନନ୍ଦନକାନନ ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।ପ୍ରାଥମିକପର୍ଯ୍ୟାୟରେ ନନ୍ଦନକାନନର ପରିସିମାକୁ ବୃଦ୍ଧିକରିବାପାଇଁ ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସିମାକୁ ୧୦୪୩ହେକ୍ଟର ପରିମିତ ଜାଗାକୁ […]

ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର,୨୩ା୮(ଏସଏସନିଉଜ) ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ା୬ଟା୪ରେ ସଫ୍ଟ ଲ୍ୟାଣ୍ଡିଂ କରାଇବା ISRO ଲକ୍ଷ ରଖିଛି ଲ୍ୟାଣ୍ଡରା ବିକ୍ରମର ଅବତରଣ ପରେ ରୋଭର ‘ପ୍ରଜ୍ଞାନ’ ବାହାରିବ ସନ୍ଧ୍ୟା ୫ଟା ୨୦ରୁ ଚନ୍ଦ୍ରରୁ ଲାଇଭ କରିବISRO  ।ତେବେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣ ଅନୁକୋଣରେ ଚାଲିଛି ପୂଜାର୍ଚ୍ଚନା ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ […]

ଆସନ୍ତାକାଲି ଶ୍ରୀଜିଉଙ୍କ ୪ଘଣ୍ଟା ସାଧାରଣଦର୍ଶନ ବନ୍ଦ

ପୁରୀ,୨୨ା୮(ଏସଏସନିଉଜ)ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା୬ଟାରୁ ରାତି୧୦ଟା ଯାଏଁ ୪ ଘଣ୍ଟା ପାଇଁ ସାଧାରଣଦର୍ଶନ ବନ୍ଦ ରହିବ ଓ ରାତି୧୦ଟାପରେ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି। ୨୩ ତାରିଖ ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ. ୬.୦୦ ଟିକାରୁ ରାତ୍ର ଘ. ୧୦.୦୦ ଟିକା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ନନ୍ଦନକାନନରେ ୨ସମ୍ବରଶାବକ ଜନ୍ମ

ବାରଙ୍ଗ,୨୦।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୯ନମ୍ବର ଏନ କ୍ଲୋଜରରେ ରହୁଥିବା ବୟସ୍କ ମାଈ ସମ୍ବର ରବିବାର ୨ଶାବକକୁ ଜନ୍ମ ଦେଇଛି। ଏହି ଶାବକ ଦୁଇଟି ଜନ୍ମହେବା ପରେ ମା\’ ଓ ଛୁଆ ସୁସ୍ଥଥିବା ବେଳେ ସେମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧିପାଇଛି।ତେବେ ନବଜାତ ୨ ଶାବକର ଲିଙ୍ଗଚିହ୍ନଟ ହୋଇନାହିଁ।ଏହିପ୍ରଜାତିର ସମ୍ବର ଭାରତର ସର୍ବତ୍ର ପାହାଡିଆ ଜଙ୍ଗଲରେ ବିଶେଷ ଭାବେ ଦେଖାଦିଅନ୍ତି।ଏମାନେ ଭାରତରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ହରିଣମାନଙ୍କ ମଧ୍ୟରେ ସର୍ବବୃହତ ଜୀବ ଭାବରେ ପରିଚିତ।ଶୀତଋତୁ ମଧ୍ୟଭାଗରେ ସଙ୍ଗମ କରି ବର୍ଷାଋତୁ […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୯ା୮(ଏସଏସନିଉଜ)ନବରଙ୍ଗପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୫ବର୍ଷର ବଜ୍ରକାପ୍ତାକୁ ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନରଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୫କୁ ପହଁଚିଛି । ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।

ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ […]

ଓଡ଼ିଶାଆସିବେ ଅମିତଶାହ

ଭୁବନେଶ୍ୱର,୩।୮(ଏସଏସନିଉଜ)କାଲି ଓଡ଼ିଶାଆସିବେ ଅମିତ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ କାଲି ଓଡ଼ିଶା ଆସୁଥିବା ସୂଚନାମିଳିଛି ।ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଥିବା ସୂଚନା ରହିଛି।ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ଶାହ l ଏନେଇ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନାହିଁ l