Browsing category

ଦେଶ ବିଦେଶ

ନନ୍ଦନକାନନକୁ ପଡିଲା କି ଶନିଦଶା !

ବାରଙ୍ଗ,୨୭।୭(ଏସଏସନିଉଜ) ବିଶ୍ୱସ୍ତରୀୟ ଚିଡିଆଖାନା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗୋଟିଏ ମାଈଚିତା ବିରାଡିର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେବେ ନନ୍ଦନ କାନନକୁ ଶନିଦାଷା ପଡିଛି ବୋଲି ଆଲୋଚନା ହେଉଛି। ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା […]

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

ମହିଳା ଫିଫାବିଶ୍ୱକପ୍‌ ପୂର୍ବରୁ ଗୁଳି

ଭୁବନେଶ୍ୱର,୨୦।୭(ଏସଏସ ନିଉଜ)ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଛି ଗୁଳି।ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ଜଣ ମୃତୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଅଭିଯୁକ୍ତକୁ ଗୁଳି କରି ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ।ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା।

ଅହମ୍ମଦାବାଦରେ ଦୁର୍ଘଟଣା,୯ମୃତ

ଭୁବନେଶ୍ୱର,୨୦।୭(ଏସଏସନିଉଜ) ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୯ଜଣ ମୃତୁବରଣ କରିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି।ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି।ଜାଗୁଆର କାର୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ ପାଇଁ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଓଲଟିପଡିଲା ଟୁରିଷ୍ଟବସ

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି […]

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ,୧୩ା୭(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୬ରେ କଟକ ଓଡ଼ିଶା ଉଚ୍ଚନ୍ୟାୟଳୟ, ଏସସିବିମେଡିକାଲ ଓ ଜାତୀୟ ଆଇନବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବାପରେ କଟକ ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେରଖି କଟକରେ ପୁଲିସର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିଉତ୍ସବ ଦୁଇଦିନଧରି ପାଳନ କରାଯାଉଥିବାରୁ ୨୭ରେ ମହାମହିମରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଭଦ୍ରକକଲେଜର ପ୍ଲାଟିମ୍ ଜୁବୁଲିଉତ୍ସବ ଦୁଇଦିନଧରି ଚାଲିବ। ପ୍ରଥମ ଦିନର […]