Browsing category

ଦେଶ ବିଦେଶ

CECଙ୍କୁ ହଟାଇବାକୁ ବିରୋଧୀଙ୍କ ନୋଟିସ୍

ଭୁବନେଶ୍ୱର,୧୩।୩(ଏସଏସନିଉଜ)ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ନୋଟିସ୍।CECଙ୍କୁ ହଟାଇବାକୁ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ନୋଟିସ୍ । ନୋଟିସ୍‌ରେ ୧୯୩ ଜଣ ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।୧୩୦ ଲୋକସଭା ଓ ୬୩ ରାଜ୍ୟସଭା ସାଂସଦଙ୍କ ଦସ୍ତଖତ ଥିବା ସୂଚନା ମିଳିଛି।ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତ ପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗ ରେ ନୋଟିସ ଜାରି କରାଯାଇଛି।

କଳାବଜାରୀ ବିରୋଧରେ କଡ଼ା ଚେତାବନୀ

ଭୁବନେଶ୍ୱର,୧୩।୩(ଏସଏସନିଉଜ)ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା ଆଧାରରେ କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି।ଏହାସହ କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି।ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା।ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ।ଦେଶରେ […]

ନନ୍ଦନକାନନକୁ ବିଶାଖାପାଟଣାରୁ ଆସିଲେ ୧୧ଅତିଥି

ବାରଙ୍ଗ,୧୧।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ମଙ୍ଗଳ ବାର ରାତିରେ ବିଶାଖାପାଟଣାରୁ ନୂଆଅତିଥି ଆସି ପହଂଚିଛନ୍ତି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ବିଶାଖାପାଟଣାର ଇନ୍ଦିରାଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଆରମ୍ଭ ହୋଇଥିବା ପଶୁପକ୍ଷୀ ଅଦଳବଦଳପ୍ରକିୟା ଶେଷ ହୋଇଛି।୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟା ୧୦ତାରିଖରେ ଶେଷ ହୋଇଛି। ନୂଆଦିଲ୍ଲୀର କେନ୍ଦ୍ରୀୟଚିଡ଼ିଆଖାନା ପ୍ରାଧିକରଣ (CZA)ର ଅନୁମୋଦନ କ୍ରମେ ଆରମ୍ଭ ହୋଇଥିବା ଏହି ଅଦଳବଦଳପ୍ରକିୟ ନନ୍ଦନକାନନ ପାଇଁ ଚଳିତ୍ବର୍ଷର ପ୍ରଥମ ପଶୁପକ୍ଷୀ ଅଦଳବଦଳପ୍ରକିୟା ବୋଲି ଜଣାପଡିଛି।ଏହି ଅଦଳବଦଳ ପ୍ରକିୟାରେ ନନ୍ଦନକାନନକୁ ହଲେ ରିଙ୍ଗ-ଟେଲଡ୍ ଲେମୁର୍ ,ହଲେ […]

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ବାରଙ୍ଗ,୭।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ପ୍ରଥମଥର ପାଇଁ ରିଙ୍ଗ ଟେଲଡ ଲେମୂର୍ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବାକୁ ଯାଉଛି। ଯାହାକୁ ନେଇ ଚଳିତ ବର୍ଷ ପ୍ରଥମ କରି ପଶୁପକ୍ଷୀ ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରାଣୀ ଅଦଳବଦଳ ପକ୍ରିୟା ନନ୍ଦନ କାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ହେବାକୁ ଯାଉଛି।ଶନିବାର ଦିନ ନନ୍ଦନକାନନରୁ ୮ଜଣିଆ ଦଳ ୫ ପ୍ରଜାତିର ୧୪ ଜୀବଜନ୍ତୁଙ୍କୁ ସାଙ୍ଗରେ ନେଇ ବିଶାଖାପାଟଣା ଅଭିମୁଖେ ଯାତ୍ରା […]

ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧର ଅଷ୍ଟମ ଦିନ

ଭୁବନେଶ୍ଵର,୭।୩(ଏସଏସନିଉଜ)ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧର ଆଜି ଅଷ୍ଟମ ଦିନ। ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ଏ ଯୁଦ୍ଧ। ଯୁଦ୍ଧରେ ଇରାନର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆଗକୁ ଯୁଦ୍ଧ ଥମିବାର କୌଣସି ସଙ୍କେତ ମିଳୁନାହିଁ। ଏହଭିତରେ ରୋଷେଇ ଘରେ ଯୁଦ୍ଧର ପ୍ରଭାବ ଦେଖାଦେଇଛି। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଥିବାର ଜଣାପଡିଛି।ଅନ୍ୟପଟେ ଆତ୍ମସମର୍ପଣ କର […]

ମାଗଣା ବଣ୍ଟନକୁ ସୁପ୍ରିମ୍‌ ଭର୍ତ୍ସନା

ଭୁବନେଶ୍ୱର,୧୯।୨(ଏସଏସନିଉଜ)ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା କରାଯାଇଛି।ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରାଯାଇଛି।ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି।ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍ ବୋଲି କୁହାଯାଇଛି।ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ।ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ।ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି […]

ପ୍ରଥମ କରି ମା ହେଲା ୱାଲାବି

ଭୁବନେଶ୍ୱର,୩୧।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରଥମ କରି ୱାଲାବି ଏକ ଶାବକକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଛି।ନୂଆକରି ଚିଡ଼ିଆ ଖାନାକୁ ଆସିଥିବା ଏହି ପ୍ରଜାତି ସଫଳତାର ସହିତ ପ୍ରଜନନ କରିଛି। ଯଦିଓ ଆଗରୁ ନନ୍ଦନକାନନରେ ୧୯୭୩ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ୱାଲାବି ରହିଥିଲା କିନ୍ତୁ ସେହି ସମୟ ମଧ୍ୟରେ ମା ହେବାର ଷୌଭାଗ୍ୟଅର୍ଜନ କରିପାରିନଥିଲା। କିନ୍ତୁ ଶନିବାର ଦିନ କର୍ମଚାରୀମାନେ ମାଆର ପେଟ ପାଖରେ ଥିବା ଥଳିରେ ଛୁଆଟି ମୁଣ୍ଡ ଦେଖାଇବାରୁୱାଲାବି ଜନ୍ମ ଦେଇଥିବା ନେଇ ନିଶ୍ଚିତ […]

କାହିଁକି ମୁଁହ ଖୋଲୁନାହାନ୍ତି କର୍ତ୍ତୃପକ୍ଷ…

ଭୁବନେଶ୍ୱର,୩୧।୧(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ପ୍ରତି ପୁଣି ଏକ ନୂଆ ବିପଦ ମାଡ଼ି ଆସିଛି। ଗତ ୨୦୧୯ମସିହାରେ ହାତୀ ମଡ଼କ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏବେ ବଉଳା କୁମ୍ଭୀରଙ୍କ ଲଗାତାର ମୃତ୍ୟୁ ସହିତଗୁରାଣ୍ଡୀମାନଙ୍କ ମୃତ୍ୟୁ ପ୍ରାଣୀପ୍ରେମୀ ମାନଙ୍କୁ ବ୍ୟଥିତ କରିଛି । ନନ୍ଦନକାନନ ଜନ୍ତୁ ବିଭାଗର ପରିଚାଳନାଗତ ତୃଟି ଓ ଠିକ୍ ଭାବେ ରୋଗ ଚିହ୍ନଟ କରାଯାଇ ପାରୁନଥିବାରୁ ଏପରି ଅଘଟଣମାନ ଘଟୁଥିବାର ଚର୍ଚ୍ଚା ଜୋର୍ ଧରିଛି।ଏହାପରେ ବି କର୍ତ୍ତୃପକ୍ଷ ମୁଁହ ଖୋଲୁନଥିବା ଘଟଣା ସମସ୍ତଙ୍କୁ […]

ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୩୧ ପୁରସ୍କାର

ଭୁବନେଶ୍ଵର,୩୧।୧(ଏସଏସନିଉଜ)ନାଲକୋରେ ଅନୁଷ୍ଠିତ ଫୁଲ ପ୍ରଦର୍ଶନୀରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଉତ୍କୃଷ୍ଟତା ପ୍ରଦର୍ଶନ କରିଛି।ପାତ୍ରଯୁକ୍ତ ଗଛ ଏବଂ କଟ୍ ଫୁଲ ବର୍ଗରେ ମୋଟ ୩୧ଟି ପୁରସ୍କାର ହାସଲ କରିଛି।ସେଥିପାଇଁ ଉଦ୍ୟାନକୁ ୧୫ଟି ପ୍ରଥମ ପୁରସ୍କାର, ୭ଟି ଦ୍ୱିତୀୟ ପୁରସ୍କାର ଏବଂ ୮ଟି ମେରିଟ୍ ପୁରସ୍କାର ସହିତ କଟ୍ ଫ୍ଲାୱାର ବିଭାଗରେ ସମ୍ମାନଜନକ “କିଙ୍ଗ୍ ଅଫ୍ ଦି ଶୋ” ଟାଇଟଲ୍ ହାସଲ କରିବାରେ ସକ୍ଷମ ହୋଇଛି ବୋଲି ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।