Browsing category

ଦେଶ ବିଦେଶ

ଆଜିଠୁ ଯୋରନ୍ଦା ମେଳା…

କଟକ,୩୧।୧(ଏସଏସନିଉଜ)ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି।ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ଦୀପ।ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି।ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଟର ବ୍ୟବସ୍ଥା ହୋଇଥିବା ବେଳେ ସିସିଟିଭି ନଜରରେ ସମସ୍ତେ ରହିବା ପାଇ ବ୍ୟବସ୍ଥା ହୋଇଛି।

ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧(ଏସଏସନିଉଜ)ପୁରୀ ବାଲିସାହି ଶ୍ୱେତଗଙ୍ଗାଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି ବୋଲିସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ।ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ।ପିଣ୍ଡଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ।ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ।ସେଦିନ ସକାଳ ୪ଟା ସୁଦ୍ଧା ଜୟବିଜୟ ଦ୍ୱାରଫିଟା ନୀତି କରାଯିବ।ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ।କୌଣସି ଭକ୍ତ […]

ସୋମବାର ଖୋଲା ମଙ୍ଗଳବାର ବନ୍ଦ

ଭୁବନେଶ୍ଵର,୨୨।୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ସୋମବାରଦିନ ଖୋଲା ରହିବ । କିନ୍ତୁ ପରଦିନ ଅର୍ଥାତ ମଙ୍ଗଳବାର ଦିନ ବନ୍ଦ ରହିବ ଏ ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟଯେ ,ଉଭୟପାର୍କ ପ୍ରତ୍ୟେକ ସୋମବାର ବନ୍ଦରହିଥାଏ ।ହେଲେ ଚଳିତବର୍ଷ ଜାନୁଆରୀ୨୬ ସୋମବାର ପଡୁଥିବାରୁ ଏବଂ ପୂର୍ବ ନିଷ୍ପତ୍ତି ଆଧାରରେ ଏହି ଦିନ ଉଭୟ […]

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୨।୧(ଏସଏସନିଉଜ)ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ।ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରିଟର୍ଣ୍ଣିଂଅଫିସର ନିଯୁକ୍ତିଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ।ଓଡ଼ିଶାସମେତ ୧୦ରାଜ୍ୟରେ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନକମିଶନଙ୍କ ପକ୍ଷରୁ ଚିଠି ଆସିଛି।ମହାରାଷ୍ଟ୍ରର ୭,ତାମିଲନାଡୁ,ବିହାରର୬,ପଶ୍ଚିମବଙ୍ଗର ୫,ଆସାମର୩, ତେଲଙ୍ଗାନା, ଛତିଶଗଡ଼ , ହରିୟାଣାର ୨ଟି,ଓଡ଼ିଶାର ୪ଟି ଓ ହିମାଚଳପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି।ଆସନ୍ତା ଏପ୍ରିଲ ୨ତାରିଖରେ ସରୁଛି ଓଡ଼ିଶାର ୪ସାଂସଦଙ୍କ କାର୍ଯ୍ୟକାଳ ।ସେମାନେ ହେଲେ ମୁନ୍ନାଖାଁ, ନିରଞ୍ଜନ ବିଶି, ମମତାମହନ୍ତ ଓ ସୁଜିତ୍ […]

ନନ୍ଦନକାନନ – ଏଥର ବଢ଼ିଲେ ଜଳଚର ପକ୍ଷୀ

ଭୁବନେଶ୍ୱର,୧୯।୧(ଏସଏସନିଉଜ) ରବିବାର ଦିନ ନନ୍ଦନକାନନ ପକ୍ଷରୁଆରମ୍ଭ ହୋଇଥିବା ଦିନିକିଆ ମଧ୍ୟ-ଶୀତକାଳୀନ ଜଳଚର ପକ୍ଷୀ ଗଣନାସରିଛି।ଏହି ଗଣନା ଅନୁଯାୟୀ ଗତବର୍ଷ ଠାରୁ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।ନନ୍ଦନକାନନ ପକ୍ଷରୁ ୯ଟି ସର୍ଭେ ଦଳ ଗଠନ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ସମୁଦାୟ ୫୫ଜଣ ପକ୍ଷୀ ବିଶେଷଜ୍ଞ, ଛାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।ଏହି ଦଳ ଅଭୟାରଣ୍ୟ ଏବଂ ଆଖପାଖରେ ଥିବା ଆର୍ଦ୍ରଭୂମି ଯେପରି କାଞ୍ଜିଆ ହ୍ରଦ, କିଆଖଣି ହ୍ରଦ,ବଡ଼ବାଙ୍କ ପାଟ,କଟୁରିଘସା ପାଟ,ଚୁଡଙ୍ଗ ଓ କୃଷ୍ଣନଗର […]

ଯବାନଙ୍କ କାର୍ଯ୍ୟ ଖ୍ୟାତି ବଢ଼ାଇଛି

କଟକ,୧୯।୧(ଏସଏସନିଉଜ)ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ପରିସରରେ ୨୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ ହୋଇଯାଇଛି।ଏହି ଅବସରରେ ବାଟାଲିୟନ କ୍ୟାମ୍ପସରେ ଇନସ୍ପେକ୍ଟର ଏକ୍ସ ବରୁଣ କୁମାରଙ୍କ ନେତୃତ୍ୱରେ ଏକ ପରେଡ୍ ଆୟୋଜନ କରାଯାଇଥିଲା।ଏଥିରେ କମାଣ୍ଡାଣ୍ଟ ନଗେନ୍ଦ୍ର ଶର୍ମା ଓ ଧନଞ୍ଜୟ କୁମାର ଅତିଥି ଭାବେ ଯୋଗଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।ଏହାପରେ ଅତିଥି ମାନେ ଯବାନମାନଙ୍କ ଭୂମିକା ଏବଂ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।୧୯ ଜାନୁଆରୀ ୨୦୦୬ରେ ଏଠାରେ ପ୍ରତିଷ୍ଠା ଲାଭ କରି ୨୦୦୬ ରେ ଓଡ଼ିଶା ସୁପର ସାଇକ୍ଲୋନ୍ […]

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।

୨୦୦ରବିବାର ପକ୍ଷୀ ପଦଯାତ୍ରା

ଭୁବନେଶ୍ୱର,୧୨ା୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆରମ୍ଭ ହୋଇଥିବା ରବିବାର ପକ୍ଷୀ ପଦଯାତ୍ରା ୨୦୦ ରବିବାରରେ ପହଁଚିଛି ।ଏହି ପଦଯାତ୍ରା ପ୍ରତି ରବିବାରଦିନ ହୋଇଥାଏାପକ୍ଷୀମାନଙ୍କ ବିଷୟରେ ଜାଣିବା, ଚିହ୍ନିବା,ସଂରକ୍ଷଣ ଓ ସେମାନଙ୍କ ଆବଶ୍ୟକତାର ଶିକ୍ଷାନେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି । ୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ୬ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଶିକ୍ଷା ଭିତିକ ସାପ୍ତାହିକ ରବିବାର ପକ୍ଷୀପଦ ଯାତ୍ରା କାର୍ଯ୍ୟକ୍ରମରେ ସମୁଦାୟ ୬୦୦ରୁ ଅଧିକ ପକ୍ଷୀପ୍ରେମୀ, ଛାତ୍ର, ଗବେଷକ ଏବଂ ପ୍ରକୃତି ପ୍ରେମୀ ଅଂଶଗ୍ରହଣ କରିସାରିଲେଣି ।୨୦୦ […]

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି !

ପୁରୀ,୩୧।୧୨(ଏସଏସନିଉଜ)ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି।ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ରହିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି।ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଦେଇଛିପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଥିବାର ଅଭିଯୋଗ […]

ଅମିତ ଶାହଙ୍କ ରଣହୁଁକାର

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର।୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି।୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ।୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ହେବ।ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି।ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍‌ ଯାଇଛନ୍ତି ବୋଲି କହିଛନ୍ତି।ବେଙ୍ଗଲରେ ମହିଳା ମାନେ ଅସୁରକ୍ଷିତ ଓ ରାତିରେ ଘରୁ ବାହାରିବାକୁ ନିରାପଦ ମଣୁନାହାନ୍ତି। […]