Browsing category

ଦେଶ ବିଦେଶ

ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିଲା ଟ୍ରାକ୍ଟର

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଉତ୍ତରପ୍ରଦେଶ କାସଜଞ୍ଜଜିଲ୍ଲାରେ ଅଘଟଣ ଘଟିଛି ।ଦ୍ରୁତଗତିରେ ଆସି ଟ୍ରାକ୍ଟରଟି ନିୟନ୍ତ୍ରଣହରାଇ ଏକ ପୋଖରୀକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।ଏହିଘଟଣାରେ ପାଖାପାଖି ଅନେକ ଆହତ ହୋଇଥିବା ଜଣାପଡିଛି ।ଜେଥରାରୁ ଗଙ୍ଗାସ୍ନାନ କରିବାକୁ ୩୫ଜଣ ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣି ରେ ନିୟନ୍ତ୍ରଣ ରକ୍ଷାକରିପାରି ରାସ୍ତାକଡ ଏକପୋଖରୀ ଭିତରେ ଖସିପଡିଥିଲା ।୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣମହିଳା ଥିବା ଜଣାପଡିଛି । ଏମାନେ ଏଟା ଜିଲ୍ଲାର କହାଗାଁର […]

୪ରେ ଘୋଷଣାହେବ ନିର୍ବାଚନତାରିଖ !

ଭୁବନେଶ୍ୱର,୨୩।୨(ଏସଏସନିଉଜ) ସାରା ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀଚର୍ଚ୍ଚା।କେବେ ହେବ ନିର୍ବାଚନ ଓ କିଏ ପାଇବ ଟିକେଟ।ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।ଏହାଭିତରେ ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ କମିସନର ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ […]

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ଚାଲିଗଲା ଭାରତୀୟକନ୍ୟୁର ଜୀବନ

ବାରଙ୍ଗ,୧୭।୨(ଏସଏସନିଉଜ) ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଆଜି ପଦାକୁ ଆସିଛି । କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କେଉଁ ଜନ୍ତୁ ଅସୁସ୍ଥ ଅଛନ୍ତି ନା କିଏ ମୃତ୍ୟୁ କରିଛି । ଏ ପ୍ରଶ୍ନ ଉଠିବା ସ୍ୱଭାବିକ୍ କଥା, କାରଣ ସନିବାର ଦିନ ପକ୍ଷୀ ସରଣୀ ରେ ରହୁଥିବା ଭାରତୀୟ କନ୍ୟୁର ପକ୍ଷୀର ମୃତ୍ୟୁ ହୋଇଛି।ହେଲେ ଜନ୍ତୁ ବିଭାଗ ରେଞ୍ଜର ଅଧିକାରୀ ଜାଣିନାହାନ୍ତି। ଯାହାକୁ ନେଇ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ସୂଚନା ଯୋଗ୍ୟ ଯେ, ପ୍ରାଣୀଉଦ୍ୟନ ନନ୍ଦନ […]

ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା […]

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]

୪ଜଣଙ୍କୁ ହତ୍ୟାକରି ଫିଙ୍ଗିଦେଲେ !

କୋଇଡ଼ା,୧୭।୨(ଏସଏସନିଉଜ)ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ୍‌ରେ ୪ ମୃତଦେହ ଠାବ ହୋଇଛି। ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍‌ ପାଖରେ ପଡ଼ିଛି ୪ ମୃତଦେହ।୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି।୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି।ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି।

ଏଥର ଅରେଞ୍ଜ ଦେଖିବା

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ରାଜ୍ୟରେ ଏଥର ଅରେଞ୍ଜ ଦେଖିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀାସକେହିଛନ୍ତି ଗ୍ରୀନ ବହୁତ ଦେଖିଲେ, ହ୍ୱାଇଟ ବି ଦେଖିଲେ, ଏବେ ଅରେଞ୍ଜ ଦେଖିବାାଗଣତନ୍ତ୍ରରେ ଲୋକମତ ହିଁ ସବୁଠାରୁ କ୍ଷମତାଶାଳୀ ।ଲୋକ ନିଷ୍ପତ୍ତି ନେଲେ ପ୍ରଶାସନର ଭୟ କି ପଇସା କିଛି କାମ ଦେବନିା ୨୦୧୫ରୁ କେନ୍ଦ୍ର ପାଖରେ ବିଜେଡି ପୂରା ସମର୍ପିତ ହୋଇଯାଇଛି ।ଏମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଦୀପ ।ଅନ୍ୟପଟେ ପ୍ରଦୀପଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟିଛନ୍ତି […]

ନୂଆଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର,୯ା୨(ଏସଏସନିଉଜ) ବିଜେଡିରେ ଯୋଗଦେଇଛନ୍ତି ଆଦିତ୍ୟବିର୍ଲା ଗ୍ରୁପର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର। ଆଜି ନବୀନନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି।ଦଳରେ ସାମିଲହେବାପରେ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ବିଜେଡିରେ ମିଶିବା ପରେ ସଂତୃପ୍ତଙ୍କ ପ୍ରତିକ୍ରିୟାରେ କହଛନ୍ତି ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା ।ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା ।ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆକୃଷ୍ଟ କରିଛି ବୋଲି […]

ବିଜେଡ଼ିକୁ ଟପିବ ବିଜେପି:-ସର୍ଭେ

ଭୁବନେଶ୍ୱର,୭।୨(ଏସଏସନିଉଜ)ଟାଇମ୍ସ ନାଓ ସର୍ଭେରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି ବୋଲି ଆକଳନ କରାଯାଇଛି।ଲୋକସଭାରେ ବିଜେଡିକୁ ୯ ଓ ବିଜେପିକୁ ୧୧ସିଟର ଆକଳନ କରାଯାଇଛି।କଂଗ୍ରେସର ସଫଳତା କେବଳ ଗୋଟିଏ ସିଟ୍‌ରେ ସୀମିତ ବୋଲି ଆକଳନରେ ଜଣାପଡିଛି। ଲୋକସଭାରେ ବିଜେଡିକୁ ୪୦.୪% ଓ ବିଜେପିକୁ ୪୪.୮% ଭୋଟ୍‌ ଓକଂଗ୍ରେସକୁ ୯.୬% ଓ ଅନ୍ୟାନ୍ୟ ଦଳକୁ ୫.୨% ଭୋଟ ସମ୍ଭାବନା ରହିଛି।ବିଧାନ ସଭାରେ ବିଜେଡ଼ି ଏକକ ବୃହତ୍ତମ ଓ ୨ୟରେ ରହିବ ବିଜେପି ବୋଲି ସର୍ଭେରୁ ଜଣାପଡିଛି।