Browsing category

ଦେଶ ବିଦେଶ

ମାଲକାନଗିରିରେ ହେବ ପୁଷ୍ପା -୨ର ସୁଟିଂ

ମାଲକାନଗିରି,୯ା୩(ଏସଏସନିଉଜ)ତେଲୁଗୁସୁପରଷ୍ଟାର୍ ଆଲୁଅର୍ଜୁନଙ୍କ ନୂଆସିନେମା ପୁଷ୍ପା-୨ରସୁଟିଂ ମାଲକାନଗିରିର ସ୍ବାଭିମାନଅଞ୍ଚଳରେ କରାଯିବାନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜସଂକେତ ମିଳିଛି । ପ୍ରଡକସନ ମ୍ୟାନେଜର ପିଭିରାଓଙ୍କ ନେତୃତ୍ବରେ ଏକ ୬ଜଣିଆଟିମ ଗତ ୭ ଓ ୮ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧଝୋଲାପୋଲ ଆଦି ଅଂଚଳ ବୁଲିଦେଖିଛନ୍ତି। ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସୁଟିଂ ପାଇଁ ଅନୁମତି ମଧ୍ୟ ଲୋଡ଼ିଛନ୍ତି। ଆଗାମୀ ମେମାସରେ ଫିଲ୍ମରସୁଟିଂ କରାଯିବ ବୋଲି ଜଣାଯାଇଛି।

ଓଡ଼ିଶାରେ ପରିବର୍ତ୍ତନ ହେବ-ମନମୋହନ

ଭୁବନେଶ୍ୱର,୯।୪(ଏସଏସ ନିଉଜ)ରାଜ୍ୟରେ ବିଜେପି ସରକାର ଗଠନ ନେଇ ମନମୋହନ ସାମଲଙ୍କ ଦୃଢ଼ୋକ୍ତି କରିଛନ୍ତି। ଦିଲ୍ଲୀରୁ ଫେରିବାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ। ସେ କହିଛନ୍ତି ଓଡ଼ିଶାରେ ସରକାରପାଇଁ କେନ୍ଦ୍ରୀୟ ନେତା ସହଯୋଗ ଦେବେ ବୋଲି କହିଛନ୍ତି। ଓଡ଼ିଶାଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀନେତା ଜାଣିଛନ୍ତି।ଦିଲ୍ଲୀଗସ୍ତ ସଫଳ ହୋଇଛି ଓ କେନ୍ଦ୍ରୀୟନେତୃତ୍ବ ସିରିୟସ ଅଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନର ପ୍ଲାନ୍‌ ରହିଛି।କେନ୍ଦ୍ରରେ ପୁଣି ବିଜେପି ସରକାର କରିବ , ଓଡ଼ିଶାରେ ପରିବର୍ତ୍ତନ […]

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଦୁବ୍ୟହାର ଅଭିଯୋଗ

ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନ ବୁଲିବାକୁ ଆସିଥିବା ଛତିଶଗଡ଼ପର୍ଯ୍ୟଟକଙ୍କୁ ଟିକେଟଯାଞ୍ଚ ଫାଟକ ପାଖରେ ଦୁବ୍ୟହାର କରାଯାଇଥିବାର ଅଭିଯୋଗ କରି ପର୍ଯ୍ୟଟକମାନେ ଦୀର୍ଘ ୧ଘଣ୍ଟାକାଳ ପ୍ରତିବାଦ କରିଥିଲେ।ପର୍ଯ୍ୟଟକମାନେ ପ୍ରବେଶପଥ ପାଖରେ ବସିରହି ରାଜ୍ୟ ସରକାର,ରାଜ୍ୟ ପୋଲିସ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇ ଚାଲିଥିଲେ।ଯାହାଫଳରେ ନନ୍ଦନକାନନ ମଧ୍ୟକୁ ଆଉ ପର୍ଯ୍ୟଟକମାନେ ବୁଲିବାକୁ ଯାଇପାରିନଥିଲେ। ଖବର ପାଇ ନନ୍ଦନକାନନର ଦୁଇ ଏସିଏଫ ଆସି ଉତ୍ୟକ୍ତ ପର୍ଯ୍ୟଟକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ।ପରେ ନନ୍ଦନ କାନନଥାନା ପୋଲିସ ଆସି ବୁଝାସୁଜା କରିବାପରେ ପରିସ୍ଥିତି […]

ନନ୍ଦନକାନନ ପ୍ରବେଶପଥ ରାସ୍ତାରେ ଆଣ୍ଟୁଏପାଣି

ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନର ବିକାଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷ ବହୁ ଅନୁଦାନ ଦେଉଛନ୍ତି।ଏହାସହ ନନ୍ଦନକାନନ ତାର ନିଜସ୍ବ ଆୟକୁ ମଧ୍ୟ ବିକାଶମୂଳକକାର୍ଯ୍ୟ ପାଇଁ ଖର୍ଚ୍ଚ କରୁଛି।ଏତେ ସବୁ ସତ୍ତ୍ବେ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନର ଟିକଟ କାଉଣ୍ଟର ପ୍ରବେଶ ପଥ ରାସ୍ତା ଓ ଫୁଟପାତ୍ ରେ ବର୍ଷାପାଣିର ସୁଅ ଛୁଟୁଛି ।ଗୁରୁବାର ହୋଇଥିବା ବର୍ଷାରେ ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଯୋଗୁଁ ପର୍ଯ୍ୟଟକ […]

ବେବିକେୟାର ସେଂଟରରେ ଏକାଠି ଖେଳୁଛନ୍ତି

ବାରଙ୍ଗ,୪ା୪(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଏକାଠି ଖେଳୁଛନ୍ତି ୩ପ୍ରଜାତିର ହିଂସ୍ରବନ୍ୟଜନ୍ତୁ । ଏହି ବିରଳ ଦୃଶ୍ୟ ନନ୍ଦନକାନନ ଡାକ୍ତରଖାନାର ବେବିକେୟାର ସେଂଟରରେ ଦେଖିବାକୁ ମିଳିଛି ।ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ମାଛେଉଣ୍ଡ ୩ପ୍ରଜାତିର ତିନିଛୁଆ ସିଂହ, ଭାଲୁ ଆଉ ଗଧିଆଶାବକ ଏକାଠି ଖେଳୁଛନ୍ତି ।ମାର ସୁଖ ସିନା ହରାଇଛନ୍ତି ମାକୋଳରୁ ଦୁରେଇଦେବାପରେ ଏମାନେ ସତେଜେମିତି ନୁଆ ଜୀବନ ପାଇଛନ୍ତି ।ସବୁକିଛି ଭୁଲିଯାଇ ଗୋଟେ ମାପେଟରୁ ଜନ୍ମହେଲାଭଳି ସ୍ନେହ ସେମାନଙ୍କଠାରେ ଦେଖିବାକୁ ମିଳିଛି ।ସମୟ ଯେମିତି ଏମାନଙ୍କୁ ଏକାଠି […]

ନନ୍ଦନକାନନରେ ପଶିଲା ଗୋଟିକିଆ ଦନ୍ତା

ବାରଙ୍ଗ,୪ା୪(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନପରେ ପୁଣି ନନ୍ଦନକାନନରେ ପଶିଛି ଚନ୍ଦକାଜଙ୍ଗଲିଦନ୍ତାହାତୀ ।ଏଥର ରାତିରେ ନୁହେଁ ବଢିଭୋର ସମୟରେ ନନ୍ଦନକାନନ ପରିସରକୁ ପଶିଥିବାର ଜଣାପଡିଛି ।ମଙ୍ଗଳବାର ଏହା ଜଣାପଡିବାପରେ ନନ୍ଦନକାନନ କର୍ତୁପକ୍ଷଙ୍କ ପାଇଁ ଦନ୍ତାକୁ ନେଇ ଚିନ୍ତା ବଢିଯାଇଛି । ପୁର୍ବରୁ ଏହି ଦନ୍ତାଟି ଯେଉଁ ସୁରକ୍ଷାପ୍ରାଚୀର ଭାଙ୍ଗି ଭିତରକୁ ପଶିଥିଲା ସେହିସ୍ଥାନକୁ ଆବଦ୍ଧ କରାଯାଇଥିବା ତାରଜାଲିକୁଭାଙ୍ଗି ଏଥର ଭିତରକୁ ପଶିଛି ଗୋଟିକିଆ ଦନ୍ତା ।ଦନ୍ତାଟି ୧୦ନଂ ଫାଟକ ପଛପଟ ଓ ବାଘସଫାରୀ ପଛପଟ ଜଙ୍ଗଲରେ ଦିନତମାମ ରହିଛି ।କାଳେ ହାତୀସଫାରି […]

ନାଟୋରେ ସାମିଲ ହେବ ଫିନଲାଣ୍ଡ

ଭୁବନେଶ୍ୱର,୪ା୪(ଏସଏସନିଉଜ) ଆଜି ନାଟୋରେ ସାମିଲ ହେବ ଫିନଲାଣ୍ଡ। ୩୧ତମ ରାଷ୍ଟ୍ରଭାବେ ଗ୍ରହଣ କରିବସଦସ୍ୟତା। ଉତ୍ତରଆଟଲାଣ୍ଟିକ୍ ସନ୍ଧିସଂଗଠନ (ନାଟୋ)ର ମୁଖ୍ୟଜେନ୍ସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି ।ଷ୍ଟୋଲଟେନବର୍ଗ କହିଛନ୍ତିଯେ, ଫିନଲାଣ୍ଡ ଏହି ସୈନ୍ୟସଂଗଠନର ପୂର୍ଣ୍ଣସଦସ୍ୟ ହେବ। ୟୁକ୍ରେନ ଉପରେ ରୁଷରଆକ୍ରମଣପରେ ଫିନଲାଣ୍ଡ ଏବଂ ସ୍ୱିଡେନ ନାଟୋରେସାମିଲ ହେବାପାଇଁ ନିବେଦନ କରିଥିଲେ ।  

ବଞ୍ଚାଇ ପାରିଲେନି ଡାକ୍ତର

ବାରଙ୍ଗ,୩ା୪(ଏସଏସନିଉଜ) ସୋମବାରଦିନ ନନ୍ଦନ କାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାର ହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ାଯାଇ ଥିଲା। ମୂଷାଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଆଖିବୁଜିଛି ।ସୂଚନାଯୋଗ୍ୟଯେ ,ଗତ ୧୯ତାରିଖ ନଭେମ୍ବରମାସରେ ନନ୍ଦନକାନନକୁ ମୂଷାଟି ଆସିବାପରେ ତାକୁ ଚିକିତ୍ସାସହ ଡାକ୍ତର ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡି ନଥିବାବେଳେ […]

ଖାତକୁ ବସ ଖସିବାରୁ ୨ମୃତ, ୨୬ଆହତ

ଭୁବନେଶ୍ୱର,୨।୪(ଏସଏସନିଉଜ)ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେଥିବା ଶେରଗଡି ନିକଟରେ ନିୟନ୍ତ୍ରଣ ହରାଇ ଏକ ବସ ଖାତକୁ ଖସିପଡିଛି।ଏହି ଭୟଙ୍କର ସଡ଼କଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜଣାପଡି ଥିବାବେଳେ ୨୬ଜଣଆହତ ହୋଇଥିବାର ଜଣା ପଡିଛି।ସୂଚନାପାଇ ପ୍ରଶାସନ, ପୁଲିସ, ଆଇଟି ବିପି ଯବାନ, ଫାୟାର ବ୍ରିଗେଡ, ୧୦୮ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଖାତରୁ ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଉଛନ୍ତି ।

CUOରେ ଧର୍ମେନ୍ଦ୍ର

କୋରାପୁଟ ,୨ା୪(ଏସଏସନିଉଜ)କୋରାପୁଟ କେନ୍ଦ୍ରୀୟବିଶ୍ବବିଦ୍ୟାଳୟରେ କେନ୍ଦ୍ରଶିକ୍ଷାମନ୍ତ୍ରୀ.ସେଠାରେ ପହଁଚି କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକ କରିଛନ୍ତି ।ଅନୁଷ୍ଠାନର ଶ୍ରୀବୃଦ୍ଧି ପାଇଁ ସବୁ ପଦକ୍ଷେପ ନିଆଯିବାକୁ ପ୍ରତିଶୃତିଦେବା ସହ ନୂତନଷ୍ଟାଡିଅମପାଇଁ ଭୂମିପୂଜନ କରିଛନ୍ତି ଧର୍ମେନ୍ଦ୍ରପ୍ରଧାନା