Browsing category

ଦେଶ ବିଦେଶ

ସିଏମ୍ ହେବ ତ ଏମିତି !

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ସିଏମ୍ ହେବ ତ ଏମିତି । ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପାଦଛୁଇଁ ସମ୍ମାନ ଜଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଆନ୍ଧ୍ରପ୍ରଦେଶର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଦଧରି ମୁଣ୍ଡିଆ ମାରିଛନ୍ତିା ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ସମୟରେ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହେଲେ ବିରାଟକୋହଲି

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)୨୫,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରି ଦ୍ରୁତତ୍ତମ ବ୍ୟାଟସ୍‌ମ୍ୟାନ୍‌ ହୋଇଛନ୍ତି ବିରାଟ କୋହଲି lଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ୍‌ର ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ଆଜି ୧୨ ରନ୍‌ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୫,୦୦୦ ରନ୍‌ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ।

କଂଗ୍ରେସରେ ମିଶିଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆଜି କଂଗ୍ରେସଦଳରେ ସାମିଲହେଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ ସିକ୍ତାପତି। । ଆଜିଅପରାହ୍ନରେ କଂଗ୍ରେସଭବନରେ ସେ ପ୍ରଭାରୀ ଚେଲ୍ଲାକୁମାର, ସଭାପତି ଶରତପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ଏହି ଭୂମିକମ୍ପ ୱେଲିଂଟନ ନିକଟସ୍ଥ ଲୋୟର ହଟରୁ ୭୮ କିମି ଦୂରରେ ହୋଇଛି।ସରକାରୀ ଭୂବିଜ୍ଞାନକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ୪୮କିମି ଗଭୀରରୁ ଭୂମିକମ୍ପର ଝଟ୍‌କା ଅନୁଭୁତ ହୋଇଛି। ୬.୧ ତୀବ୍ରତାର ଝଟ୍‌କା ଲାଗିଥିବାର କୁହାଯାଇଛି ।

ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ପୁଣିଥରେ ଧୁମଧାମରେ ବାହାହୋଇ ଜୀବନସାଥୀ ଭାବେ ଅଭିନେତ୍ରୀ ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା ।ଏହା ତାଙ୍କର ଦ୍ବିତୀୟଥର ବିବାହଉତ୍ସବ ।ସେ ପତ୍ନୀଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତଫେରା ନେଇ ଚର୍ଚ୍ଚାରେ ରହିଛନ୍ତି।ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟଅଭିନେତ୍ରୀ ଏବଂ ଡ୍ୟାନ୍ସରଭାବେ ଜଣାଶୁଣା। ସେ ପ୍ରକାଶଝା’ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।ଦୁହିଁଙ୍କ ଏକ ସନ୍ତାନରହିଛି। ଯାହାଙ୍କ ନାମ ହେଉଛି ଅଗସ୍ତ୍ୟା

ମାଗଣାରେ ୩ଦିନ ତାଜମହଲ ବୁଲପାରିବେ ପର୍ଯ୍ୟଟକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ତିନିଦିନ ମାଗଣାରେ ତାଜମହଲବୁଲିବା ସହିତ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତକବରକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମପୂର୍ଣ୍ଣତିଥି ଅବସରରେ ଫେବୃଆରି୧୭ ଓ ୧୯ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ଯ୍ୟଟକ।ଉର୍ସର ମୁଖ୍ୟଆକର୍ଷଣ ସବୁବର୍ଷଭଳି ସର୍ବଧର୍ମ ସଦ୍‌ଭାବରପ୍ରତୀକ ସତରଙ୍ଗୀଚାଦର ରହିବ। ୧,୪୫୦ମିଟରର ଚାଦର ଶାହାଜାହାନଙ୍କ କବରରେ ଚଢ଼ାଯିବ। ଏହାପରେ ତାଜମହଲ ପ୍ରାଙ୍ଗଣରେ ଲଙ୍ଗର ବଣ୍ଟାଯିବ।

ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଦିଲ୍ଲୀରେ ଶ୍ରଦ୍ଧାହତ୍ୟାର ପୁନରାବୃତ୍ତି ହୋଇଛି ।ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ। ନଜଫଗଡ୍ ମିତ୍ରୋନ୍ ଗାଁରେ ଶ୍ରଦ୍ଧାପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି। ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା। ୨୪ବର୍ଷୀୟ ପ୍ରେମିକ ସାହିଲଗେହଲଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।ସାହିଲ ପ୍ରେମିକା ନିକ୍କି ଯାଦବଙ୍କସହ ଦୀର୍ଘବର୍ଷହେବ ଏକାଠିରହୁଥିଲେ। ସାହିଲଙ୍କପରିବାର ବିରୋଧ କରିବାସହ ଅନ୍ୟତ୍ର ବାହାଘର ଠିକ କରିଥିଲେ। ଫେବ୍ରୁଆରୀ୯ରେ ସାହିଲଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲାାଖବରପାଇ ୯ତାରିଖରେ ନିକ୍କି ସାହିଲଙ୍କ ପାଖରେ […]

୨୧୨ ଘଣ୍ଟା ପରେବି ବଞ୍ଚିଛି ଜୀବନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭୭ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ଅତି ଚମତ୍କାରଭାବେ ଲୋକଙ୍କୁ ଭଗ୍ନାବଶେଷତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।ସେପଟେ ୪୦ ହଜାର ପାରକରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା […]

ଉଠାଇନେଲା ସିବିଆଇ

କୋରାପୁଟ,୧୧।୨(ଏସଏସ ନିଉଜ) CBI କବ୍‌ଜାରେ ‘ହାଲ୍‌’ର ୨ କର୍ମଚାରୀ । ଡକ୍ୟୁମେଣ୍ଟ ଲିକ୍‌ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଇଛି ସିବିଆଇ। ହନିଟ୍ରାପରେ ଫସି ଡାଟା ଲିକ୍ କରିଥିବା ସୂଚନା ମିଳିଛି। ନାସିକ ବ୍ରାଞ୍ଚ ସୂଚନା ଆଧାରରେ ରେଡ୍‌ ପରେ ଉଠାଇ ନେଇଛି ସିବିଆଇ।

ଚିନ୍ତାରେ ବୈଜ୍ଞାନିକ !

ଭୁବନେଶ୍ୱର,୧୦ା୨(ଏସଏସନିଉଜ)ସୂର୍ଯ୍ୟପୃଷ୍ଠରୁ ବିରାଟ ଅଗ୍ନିପିଣ୍ଡୁଳା ଖସି ମହାକାଶରେ ବୁଲୁଛି । ବୈଜ୍ଞାନିକମାନେ ଏହି ନିଆଁପିଣ୍ଡୁଳା ଉପରେ ଏବେ ନଜର ରଖିବାସହ ଏହାର ସ୍ଥିତିକୁନେଇ ତର୍ଜମା କରିବାଆରମ୍ଭ କରିଦେଇଛନ୍ତି ।ସୂର‌୍ୟ୍ୟଙ୍କର ଏକ ବଡ଼ଅଂଶ ଭାଙ୍ଗି ସୂର୍ଯ୍ୟଙ୍କଠୁ ଅଲଗାହୋଇଛି । ଯାହାକି ମହାକାଶର ଏକ କକ୍ଷପଥରେ ବୁଲୁଥିବାରୁ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହି ଭଗ୍ନାଂଶ ବା ନିଆଁପିଣ୍ଡୁଳା କୌଣସି ଗ୍ରହ କିମ୍ବା ନକ୍ଷତ୍ର ସହ ଧକ୍କାହେବାର ଯଥେଷ୍ଟ ସମ୍ଭାବନାରହିଛି । ଏମିତିକି ପୃଥିବୀସହ ମଧ୍ୟ ଧକ୍କା ହେବନି […]