ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ଏହି ଭୂମିକମ୍ପ ୱେଲିଂଟନ ନିକଟସ୍ଥ ଲୋୟର ହଟରୁ ୭୮ କିମି ଦୂରରେ ହୋଇଛି।ସରକାରୀ ଭୂବିଜ୍ଞାନକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ୪୮କିମି ଗଭୀରରୁ ଭୂମିକମ୍ପର ଝଟ୍କା ଅନୁଭୁତ ହୋଇଛି। ୬.୧ ତୀବ୍ରତାର ଝଟ୍କା ଲାଗିଥିବାର କୁହାଯାଇଛି ।