ପାହାଡ଼ରୁ ଶୁଭିବ ମନ୍ତ୍ରଧ୍ବନି
ଭୁବନେଶ୍ୱର,୨୫।୧(ଏସଏସନିଉଜ)ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡିଗିରି ମାଘମେଳା। ମେଳାର ପୂର୍ବରୁ ଖଣ୍ଡଗିରି ପାଦଦେଶରେ ସାଧୂମାନଙ୍କ ଆଗମନ ଆରମ୍ଭ ହୋଇଯାଇଛି। ୯ଦିନ ଧରିସାଧୁସନ୍ଥଙ୍କ ପୂଜାପାଠ ଓ ମନ୍ତ୍ରୋଚ୍ଚାରଣ ରେ ଖଣ୍ଡଗିରି ପ୍ରକମ୍ପିତ ହେବାକୁ ଯାଉଛି ଏହାର ପରିବେଶ। ପରମ୍ପରା ଅନୁଯାୟୀ ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ଧୁନି ଜାଳି ଯଜ୍ଞ କାର୍ଯ୍ୟ ଆରମ୍ଭ କରିବେ।ସନ୍ଥମାନେ ଦିନରେ ମନ୍ତ୍ରଧ୍ବନି, ସଞ୍ଜ ନଇଁଲେ ଭଜନ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଆସନ୍ତା ୯ ଦିନ ପାଇଁ […]