Browsing category

ଓଡ଼ିଶା

ଦାଦନ ଖଟିବାକୁ ଯାଇ ଫେରିଲାନାହିଁ ପୁଅ

ଗଞ୍ଜାମ,୧୯ା୧୧(ଏସଏସନିଉଜ)ପରିବାରର ଗୁଜରାଣ ମେଂଟାଇବାପାଇଁ ଦାଦନଖଟିବାକୁ ଯାଇଥିଲା ପୁଅ ।କିନ୍ତ ଆଉ ଘରକୁଫେରିଲାନାହିଁ ।ଘରକୁଫେରୁଥିବାର ପରିବାରଲୋକଙ୍କୁ ସୁଚନାଦେଇ ଟ୍ରେନରେ ଆସୁଥଲା ।ପରିବାରଲୋକ ବହୁତ ଖୁସିଥିଲେ ।ହେଲେ ପୁଅ ଟ୍ରେନରେ ଆସୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଏହିଭଳି ଘଟଣା ଆସିକାବ୍ଲକ ହରିଡାପଦର ପଂଚାୟତର କୁମ୍ବାରୀଗ୍ରାମରେ ଘଟିଛି ।ଗ୍ରାମର ଶିକ୍ଷିତଯୁବକ ଜିତେନ୍ଦ୍ର ବେହେରା ପରିବାରର ଦୁଃଖକୁ ସହ୍ୟନକରିପାରି ରୋଜଗାରକରିବାପାଇଁ ଦାଦନଖଟିବାକୁ ଦୁର୍ଗାପୁରକୁ ଗତ୫ବର୍ଷ ହେବ ଯାଇଥିଲେ ।ସେଠାରୁ ଅନ୍ୟକାହାସହ ମିଶି କାମଆଶାରେ ଦିଲ୍ଲୀ ଗୁରୁଗାଁଓ ଯାଇଥିଲେ ।ସେଠାରେ ହତାଶହେବାପରେ ଦିଲ୍ଲୀରେ ଥିବା ଭାଇ […]

ନନ୍ଦନକାନନରେ ଚାଲିଲା ବୋଟିଂ

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]

ସରପଞ୍ଚଙ୍କୁ ତାଲା

କନ୍ଧମାଳ,୧୯ା୧୧(ଏସଏସନିଉଜ) ଦାରିଙ୍ଗବାଡ଼ି ବ୍ଲକ୍ ସ୍ୟାଙ୍ଗବାଲି ପଞ୍ଚାୟତରେ ଠିକ୍ ଭାବେ ଭତ୍ତା ପ୍ରଦାନ କରାଯାଉ ନଥିବା ଅଭିଯୋଗକରି ହିତାଧିକାରୀମାନେ ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ ।ଖବରପାଇ ଦାରିଙ୍ଗବାଡ଼ି ଥାନାପୋଲିସ ଓ ତହସିଲଦାର ପଞ୍ଚାୟତକାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ।କିନ୍ତୁ ହିତାଧିକାରୀମାନେ ନିଜ ଜିଦରେ ଅଟଳ ରହିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ଆସି ଭତ୍ତା ପ୍ରଦାନ କରିବାପରେ ହିତାଧିକାରୀମାନେ ତାଲା ଖୋଲିଥିଲେ ।

ବାଘର ପାଦଚିହ୍ନ

ଆନନ୍ଦପୁର,୧୯ା୧୧(ଏସଏସନିଉଜ) ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗର ଚେତା ପଶିଛି । ଜଙ୍ଗଲବିଭାଗ ପକ୍ଷରୁ ତନାଘନାତଦନ୍ତ ଆରମ୍ଭ କରାଯିବାସହ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଙ୍ଗଲବିଭାଗ ପକ୍ଷରୁ କୁହାଯାଇଛି ।ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଥିବାବେଳେ ଭୋରସମୟରେ ନଦୀକୂଳ ବିଲମଧ୍ୟରେ ବାଘଟି ଯାଉଥିବାବେଳେ ତାର ଭିଡିଓ କେହିଜଣେ କରିଥିଲେ […]

ବିରଳ ଶିଶୁ କନ୍ୟା

ମୟୂରଭଞ୍ଜ,୧୯ା୧୧(ଏସଏସନିଉଜ) ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି ।ଯାହାରକି ମୁଣ୍ଡ ନାହିଁ କି ଗୋଡ଼ ମଧ୍ୟନାହିାଁ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟଘଟଣା ଶନିବାର ଦିନ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାରେ ଅପରାହ୍ନ ସମୟରେ ମୃତ ଅବସ୍ଥାରେ ମୁଣ୍ଡ ଓ ହାତ ନଥିବା ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ […]

୨୦ ଫୁଟ୍ ତଳକୁ ଖସିଲା କାର୍

ସୁନ୍ଦରଗଡ଼,୧୯ା୧୧(ଏସଏସନିଉଜ) ମହୁଲପଦା ଥାନାର ନଗରିଆ ପୋଲ ତଳକୁ ଭାରସମ୍ୟ ହରାଇ ଏକ କାର ଖସିପଡିଛି ।କାରଟି ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବାରୁ ଜଣେ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ କେନ୍ଦୁଝର କାଦଡ଼ିଆର ଅଜିତ ମହାନ୍ତ ଓ ଡ୍ରାଇଭର ଓମକାର ବେହେରା । ଉଭୟଙ୍କୁ ରାଉରକେଲା ଚିକିସ୍‌ାପାଇଁ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା ।ଖବରପାଇ […]

ସର୍ବଭାରତୀୟ ସମବାୟ ସପ୍ତାହ ପାଳନ

ମେଣ୍ଢାଶାଳ,୧୪।୧୧(ଏସଏସନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତି ମଙ୍ଗଳବାର ଦିନ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ କରିଛି ।ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନ. ମେଣ୍ଢାଶାଳ ଶାଖା ପରିଚାଳକ ବିକାଶ କୁମାର. ସୁପରଭକ୍ଷଇଜର ସନ୍ତୋଷ ମଙ୍ଗରାଜ.ପରିଚାଳନା ନିର୍ଦେଶକ ରାଜ ଖାନ. ନିମାଇଁ ଚରଣ ବିଶ୍ୱାଳ. କାଳୁ ଦାସ. ସରୋଜ ପାତ୍ର. ଗୁରୁପ୍ରସାଦ ସାମନ୍ତରାୟ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ବିଜୟ ଚନ୍ଦ୍ର ବଡ଼ଜେନା. ସର୍ବେଶ୍ୱର ସାମନ୍ତରାୟ. ଜୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ […]

ଜଳିଗଲା ୫ବସ୍‌

ଭୁବନେଶ୍ୱର,୧୨ା୧୧(ଏସଏସନିଉଜ) ରବିବାର ଅପରାହ୍ନରେ ତମାଣ୍ଡୋ ଅଞ୍ଚଳରେ ଏକ ଗ୍ୟାରେଜରେ ମରାମତି ପାଇଁ ରଖାଯାଇଥିବା ଥିବା ୫ଟି ବସ୍ ଜଳି ଯାଇଛି। ଗ୍ୟାରେଜ୍‌ରେ ଓଲଡିଂ କାମ ଚାଲିଥିବା ବେଳେ ବସ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ ।ତେବେ ନିଆଁଲାଗିବାର ପକୃତ କାରଣ ଜଣାପଡିନାହିଁ ।

ପୁଅକୁ ବଂଚାଇବାକୁଯାଇ ଦୀପାବଳିରେ ଲିଭିଗଲା ବାପାର ଜୀବନ

ବାରଙ୍ଗ,୧୨ା୧୧(ଏସଏସନିଉଜ) ଦୀପାବଳିରେ ପୁଅକୁ ବଞ୍ଚେଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ନରାଜ ଗାଁ କୈବର୍ତ୍ତସାହି କାଠଯୋଡି ନଦୀଘାଟରେ ଘଟିଛି ।ଘଟଣାପରେ ଭାଙ୍ଗିପଡିଛନ୍ତି ପରିବାରଲୋକ । ମୃତବ୍ୟକ୍ତି ଜଣକ ହେଉଛନ୍ତି ନରାଜଗାଁ ତେଲି ସାହିର ସରୋଜ ସାହୁ। ପ୍ରକାସ ଯେ, ସରୋଜ ସବୁ ଦିନଭଳି ରବିବାରସକାଳେ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଉଥିଲେ। ଦୀପାବଳୀ ଥିବାରୁ ସେ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ […]

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ

ଭୁବନେଶ୍ୱର,୧୧ା୧୧(ଏସଏସନିଉଜ)କଲିକାତାରୁ ପାରାଦୀପ ଆସୁଥିବା ଏକ ବସ୍‌ରେ ନିଆଁ ଲାଗି କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁ ପୁଷ୍ପାଞ୍ଜଳି ଦାସ ନାମକ ,ମହିଳାଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଥିବାବେଳେ ସେଥିମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ ଜଣ ଯାତ୍ରୀ ରହିଥିଲେ ।ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ ଓ ଖଡପୁର ଗ୍ରାମୀଣ […]