ଜଳିଗଲା ୫ବସ୍‌

ଭୁବନେଶ୍ୱର,୧୨ା୧୧(ଏସଏସନିଉଜ) ରବିବାର ଅପରାହ୍ନରେ ତମାଣ୍ଡୋ ଅଞ୍ଚଳରେ ଏକ ଗ୍ୟାରେଜରେ ମରାମତି ପାଇଁ ରଖାଯାଇଥିବା ଥିବା ୫ଟି ବସ୍ ଜଳି ଯାଇଛି। ଗ୍ୟାରେଜ୍‌ରେ ଓଲଡିଂ କାମ ଚାଲିଥିବା ବେଳେ ବସ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ ।ତେବେ ନିଆଁଲାଗିବାର ପକୃତ କାରଣ ଜଣାପଡିନାହିଁ ।

Comments (0)
Add Comment