Browsing category

ଓଡ଼ିଶା

ବନ୍ଧୁକମୁନରେ ଲୁଟିଲେ ଡକାୟତ

ସୁନ୍ଦରଗଡ଼, ୪ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ବିଜେଡି ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଗୋପାଳପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ୫ଜଣଡକାୟତ ଘରପଛପଟ ପଶି ବନ୍ଧୁକମୁନରେ ଭୟଭିତ କରାଇ ପରିବାରସଦସ୍ୟମାନଙ୍କୁ ବାନ୍ଧି ସୁନା, ରୂପା, ଟଙ୍କା, ଏପରିକି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଜାଇଲୋଗାଡିକୁ ଲୁଟ କରି ଫେରାର ହୋଇଯାଇଛନ୍ତି।ଏହିଘଟଣା ସୁନ୍ଦରଗଡ଼ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛିା ଦୀର୍ଘ ଦେଢ଼ଘଣ୍ଟାକାଳ ମୁଖାପିନ୍ଧାଡକାୟତ ଲୁଟପାଟ କରିବାପରେ ଫେରାର ହୋଇଯାଇଛନ୍ତି ।ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରପାଇ ହେମଗିରପୁଲିସ ଘଟଣାସ୍ଥଳରେ […]

ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ […]

ମହାନଦୀରେ ୨୦ଫୁଟର ଘାଇ

ଭୁବନେଶ୍ୱର,୪ା୮(ଏସଏସନିଉଜ) କୁଜଙ୍ଗବ୍ଲକ୍ ଅନ୍ତର୍ଗତ ତେରମାଣପୁରଗାଁ ନିକଟରେ ମହାନଦୀରେ ୨୦ ଫୁଟର ଏକଘାଇ ସୃଷ୍ଟି ହେବାରୁ କୋଟସାହି ଏବେ ପାଣିଘେରରେ ରହିଛି । ଲଘୁଚାପଜନିତ ଲଗାଣବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍ ଛୁଟିଘୋଷଣା ହୋଇଥିବାବେଳେ ଆଜି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ଆଦି ୪ଟିବ୍ଲକ୍‌ରେ ସ୍କୁଲ୍ ଛୁଟିଘୋଷଣା କରାଯାଇଛି।ତେବେ ଆଜିଭୋରୁ ସୃଷ୍ଟି ହୋଇଥିବା ଘାଇ ଫଳରେ ଅନେକଅଞ୍ଚଳ ଜଳମଗ୍ନ ହୋଇରହିଛି । ଲୋକେଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନାମିଳିଛି । ଅନ୍ୟପଟେ […]

ସାପୁଆନଇରେ ୨୦ଫୁଟର ଘାଈ

ଭୁବନେଶ୍ୱର,୩।୮(ଏସଏସନିଉଜ)ଏକ ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି ବର୍ଷାଜନିତ ବନ୍ୟାସ୍ଥିତି ନେଇ SRC ସତ୍ୟବ୍ରତସାହୁ ସୂଚନା ଦେଇଛନ୍ତି।ସେକହିଛନ୍ତି ଯେ, ଲଗାଣବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି, ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।ସମ୍ଭାବ୍ୟ ବନ୍ୟାପାଇଁ ମହାନଦୀ ସିଷ୍ଟମର ୭ଜିଲ୍ଲାରେ ପ୍ରସ୍ତୁତି ହୋଇଛି।ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ।ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ସେହିଁଭଳି ଭାବେ ଆଠଗଡ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧଠାରେ ସାପୁଆନଇରେ ୨୦ ଫୁଟର […]

ଓଡ଼ିଶାଆସିବେ ଅମିତଶାହ

ଭୁବନେଶ୍ୱର,୩।୮(ଏସଏସନିଉଜ)କାଲି ଓଡ଼ିଶାଆସିବେ ଅମିତ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ କାଲି ଓଡ଼ିଶା ଆସୁଥିବା ସୂଚନାମିଳିଛି ।ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଥିବା ସୂଚନା ରହିଛି।ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ଶାହ l ଏନେଇ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନାହିଁ l

ସୋରଗାଁରେ ପସିଲା ବାଘ!

ଭୁବନେଶ୍ୱର,୩।୮(ଏସଏସନିଉଜ)ଖଇରାବ୍ଲକ ମାଖନପୁର ପଞ୍ଚାୟତ ସାଉଣ୍ଡିଆଗାଁ ଭିତରେ ମହାବଳ ବlଘ ବୁଲୁଛି। କାଂଶବାଂଶନଦୀରେ ବନ୍ୟା ଆସିବାପରେ ବାଘକୁ ଲୋକମାନେ ଦେଖିଥିବାର କୁହାଯାଉଛି। ଏହାପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସ୍ଥାନୀୟ ଲିକମାନେ ବାଘ ବୁଲୁଥିବାନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିବାର ଜଣାପଡିଛି।

ମେଣ୍ଟ ହେବନାହିଁ କହିଲେ ମନମୋହନ

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ କୌଣସିମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ସାମଲାବିଜେଡ଼ି ସମର୍ଥନ ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ଏହିଭଳି ମନ୍ତବ୍ୟ ରଖିଛନ୍ତି ।୨୦୦୯ମସିହାରୁ ବିଜେପି-ବିଜେଡ଼ିର ମେଣ୍ଟନାହିାଁ୧୪୭ବିଧାନସଭା ଓ ୨୧ ଲୋକସଭାସିଟ୍ ରେ ଗମ୍ଭୀର ଭାବେ ଲଢ଼ିବୁାଦାୟିତ୍ୱବାନ ବିରୋଧୀଦଳ ଭାବେ ଆମେ କର୍ତ୍ତବ୍ୟ ନିର୍ବାହକରିବୁା ରାଜ୍ୟରେ ଚାଲିଥିବା ଦୁର୍ନୀତି , ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବୁ ବୋଲି ମନମୋହନ କହିଛନ୍ତି ।

ଭଟ୍ଟାରିକାମନ୍ଦିରରେ ପଶିଲାପାଣି

ନରସିଂହପୁର,୨ା୮(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀଦେବୀ ମାଆ ଭଟ୍ଟାରିକାଙ୍କପୀଠରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟାପାଣି ବନ୍ୟାଜଳ ।ବନ୍ୟାଜଳ ମନ୍ଦିରବେଢ଼ା ସମେତ ଗର୍ଭଗୃହରେ ପଶିବାକୁଆରମ୍ଭ କରିଛି । ପାଣି ଧିରେଧିରେ ବଢୁଥିବାରୁ ମାଙ୍କ ବିଗ୍ରହ ସ୍ଥାନାନ୍ତର ନେଇ ପ୍ରକିୟା ଆରମ୍ଭ ହୋଇଛିାମନ୍ଦିର ନିକଟରେ ଥିବା ରତ୍ନଗିରୀ ପାହାଡରେ ଥିବା ମାଙ୍କ ଅସ୍ଥାୟୀବନ୍ୟାଆଶ୍ରୟସ୍ଥଳୀକୁ ମାଙ୍କ ଚଳନ୍ତିପ୍ରତିମାକୁ ସ୍ଥାନାନ୍ତର କରାଯିବାନେଇ ଉଦ୍ୟମ ଆରମ୍ଭ ହୋଇଛି ।ଏହାସହ ପୀଠକୁ ସାଧାରଣ ଲୋକଙ୍କ ଯିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।  

ରାଜ୍ୟରେ ବର୍ଷା ବିତ୍ପାତ

ଭୁବନେଶ୍ୱର,୨ା୮(ଏସଏସନିଉଜ)ରାଜ୍ୟରେ ବର୍ଷା ବିତ୍ପାତ ଆରମ୍ଭ ହୋଇଯାଇଛି । ବିଭିନ୍ନସ୍ଥାନରେ ବନ୍ୟାପରିସ୍ଥିତି ସୃଷ୍ଟିହେବାସହ ଅନେକସ୍ଥାନରେ ପ୍ରବାହିତ ହେଉଛି ବନ୍ୟାଜଳାଏହାଫଳରେ ହରଭଙ୍ଗାତହସିଲର ୧୦ରୁ ଅଧିକଗାଁ ପାଣିଘେରରେ ରହିଛି । ୪୧ ନଦୀକୂଳିଆ ଗାଁକୁ ସତର୍କ ସୂଚନା କରାଯାଇଛି ।ଲଗାଣବର୍ଷାରେ କେନ୍ଦୁଝର ଝୁମ୍ପୁରାବ୍ଲକ ନହବେଡା ପଞ୍ଚାୟତରେ କାନ୍ଥପଡି ଜଣଙ୍କ ଜୀବନ ଯାଇଛି । ଜୟପାଟଣାବ୍ଲକ ବିମଲାଗ୍ରାମରେ ଲଗାଣବର୍ଷାରେ କାନ୍ଥଭୁଷୁଡ଼ି ଗୋଟିଏ ପରିବାରର ୬ଜଣ ଆହତ ଓ ୨ଜଣ ଗୁରୁତରଆହତ ହୋଇଛନ୍ତି ।ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଛି ।ଏବେ ୧୯.୧୬ମିଟର ଜଳ […]

ପାଣିରେ ବୁଡ଼ିଲା ଟ୍ରକ୍‌

ଭୁବନେଶ୍ୱର,୨ା୮(ଏସଏସନିଉଜ)ଲଘୁଚାପଜନିତ ଲଗାଣବନ୍ୟାଭଳି ସ୍ଥିତି ସୃଷ୍ଟକରିଛି ।କେନ୍ଦୁଝରଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗାନାଳ ପୋଲଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛିା ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ପାଣିରେ ବୁଡ଼ି ରହିଛି ଟ୍ରକ୍‌। ଯାତ୍ରୀବାହୀ ଗାଡ଼ି ଓ ଆଇରନ ଟ୍ରକଗୁଡିକ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି।ଯାହାଫଳରେ ସୁଆକାଟି-ରାଉରକେଲା ଓ ଦବୁନା ସମେତ ଅଁରା ରାଇଗୋଡା ଫୁଲଝରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।ଲଗାଣବର୍ଷା ଫଳରେ କନ୍ଧମାଳ ଜିଲ୍ଲାର ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି […]