ସୋରଗାଁରେ ପସିଲା ବାଘ!

ଭୁବନେଶ୍ୱର,୩।୮(ଏସଏସନିଉଜ)ଖଇରାବ୍ଲକ ମାଖନପୁର ପଞ୍ଚାୟତ ସାଉଣ୍ଡିଆଗାଁ ଭିତରେ ମହାବଳ ବlଘ ବୁଲୁଛି। କାଂଶବାଂଶନଦୀରେ ବନ୍ୟା ଆସିବାପରେ ବାଘକୁ ଲୋକମାନେ ଦେଖିଥିବାର କୁହାଯାଉଛି। ଏହାପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସ୍ଥାନୀୟ ଲିକମାନେ ବାଘ ବୁଲୁଥିବାନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିବାର ଜଣାପଡିଛି।

Comments (0)
Add Comment