ଭଟ୍ଟାରିକାମନ୍ଦିରରେ ପଶିଲାପାଣି

ନରସିଂହପୁର,୨ା୮(ଏସଏସନିଉଜ)ବଡମ୍ବାର ଅଧିଷ୍ଠାତ୍ରୀଦେବୀ ମାଆ ଭଟ୍ଟାରିକାଙ୍କପୀଠରେ ପଶିଲା ଚଳିତ ବର୍ଷର ପ୍ରଥମ ବନ୍ୟାପାଣି ବନ୍ୟାଜଳ ।ବନ୍ୟାଜଳ ମନ୍ଦିରବେଢ଼ା ସମେତ ଗର୍ଭଗୃହରେ ପଶିବାକୁଆରମ୍ଭ କରିଛି । ପାଣି ଧିରେଧିରେ ବଢୁଥିବାରୁ ମାଙ୍କ ବିଗ୍ରହ ସ୍ଥାନାନ୍ତର ନେଇ ପ୍ରକିୟା ଆରମ୍ଭ ହୋଇଛିାମନ୍ଦିର ନିକଟରେ ଥିବା ରତ୍ନଗିରୀ ପାହାଡରେ ଥିବା ମାଙ୍କ ଅସ୍ଥାୟୀବନ୍ୟାଆଶ୍ରୟସ୍ଥଳୀକୁ ମାଙ୍କ ଚଳନ୍ତିପ୍ରତିମାକୁ ସ୍ଥାନାନ୍ତର କରାଯିବାନେଇ ଉଦ୍ୟମ ଆରମ୍ଭ ହୋଇଛି ।ଏହାସହ ପୀଠକୁ ସାଧାରଣ ଲୋକଙ୍କ ଯିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।

 

Comments (0)
Add Comment