Browsing category

ରାଜନୀତି

ବାତ୍ୟା ମୁକାବିଲା ପାଇଁ ଗଲା ଏନଡିଆରଏଫର ୩ଟି ଦଳ

କଟକ, ୨୬।୧୦(ଏସଏସନିଉଜ) ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫର ୩ୟ ବାଟାଲିୟନର ତିନୋଟି ଟିମ ରବିବାର ଯାଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ରବିବାର ଦିନ ତିନୋଟି ଦଳ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ ଦୁଇଟି ଦଳ ସଜାଗ ରହିଛନ୍ତି। ଯଦି ପରିସ୍ଥିତି ଅନୁସାରେ ଆବଶ୍ୟକ ପଡେ ଆହୁରି ଦୁଇଟି ଦଳ ଯିବାର ସମ୍ଭାବନା ରହିଛି ।ଯାଇଥିବା ଏହି ୩ଟି ଦଳ ମଧ୍ୟରୁ ଦୁଇଟି ଦଳ ଭାଇଯାକରେ ନିୟୋଜିତ ହେବାକୁ ଥିବାବେଳେ […]

ରାଜ୍ୟସରକାର ବଡ ନିଷ୍ପତ୍ତି

ଭୁବନେଶ୍ଵର,୨୪।୧୦(ଏସଏସନିଉଜ)ରାଜ୍ୟସରକାର ବଡ ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଆଧାରରେ ୧୯ ଜିଲ୍ଲାରେ ପରିବାର ପିଛା ମିଳିବ ଅଧିକ ୫ କେଜି ଚାଉଳ।୩ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ।ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ।ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର […]

୧୦ଦିନ ଦୁଲୁକିବ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୨।୧୦(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଜରିପାଟଣାଠାରେ କୁଆଖାଇ ନଦୀପଠାରେ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା। ବାଲିଯାତ୍ରାରେ ବିଭିନ୍ନ ଚଟାପଟ୍ ଖାଦ୍ୟ ସାଙ୍ଗକୁ, ଘରକରଣା ଜିନିଷ ଭୁବନେଶ୍ୱରବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ଅଲିଉଡ, ବଲିଉଡର ନାମୀଦାମୀ କଳାକାରମାନଙ୍କ ଦ୍ବାରା ଆୟୋଜିତ ହେବ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଏହାସହ ଛୋଟଛୋଟ ପିଲାମାନଙ୍କ ବିଭିନ୍ନ ପ୍ରକାର ଦୋଳି,ମୀନାବଜାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ବାଲିଯାତ୍ରା ସମିତି ସଭାପତି ସୁଶାନ୍ତ […]

ଆଇନଜୀବୀ ପୀତବାସ ହତ୍ୟାମାମଲା – ୧୨ ଗିରଫ

ଭୁବନେଶ୍ଵର,୨୨।୧୦(ଏସଏସନିଉଜ)ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି।ପଣ୍ଡାଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଟର୍ ଚିଣ୍ଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,ମଦନ ଦଳାଇ ,ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ରସାହୁ ଓ କାଳିଆ ଭୂୟାଁ ,ବିପିନ […]

CEOଙ୍କୁ ବିଜେଡି ଫେରାଦ…

ନୂଆପଡା,,୨୧ା୧୦(ଏସଏସନିଉ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିାଶିକ୍ଷାନୁଷ୍ଠାନରେ ବିଜେପି ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଛି ବିଜେଡି ।ବିଜେପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବା ଅଭିଯୋଗ ହୋଇଛି ।

ଫାଣ୍ଡି ସାମ୍ନାରେ ପୂର୍ବତନ ମନ୍ତ୍ରୀଙ୍କ ଧାରଣା…

ଦିଗପହଣ୍ଡି,୨୧ା୧୦(ଏସଏସନିଉଜ)ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀାନିଜ ସମର୍ଥକଙ୍କ ସହ ଚିକିଟି ଫାଣ୍ଡିରେ ଧାରଣାରେ ବସିଲେ ଉଷା ଦେବୀାରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଫାଣ୍ଡିରେ ଅଟକ ପ୍ରତିବାଦରେ ଧାରଣାାଉତ୍ତେଜନା ସୃଷ୍ଟି ହେବାରୁ ଏସ୍‌ଡିପିଓ ପହଞ୍ଚି ଆଲୋଚନା କଲୋ

ଭୁବନେଶ୍ବର ଉତ୍ତର ମହୋତ୍ସବ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]

ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

  କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]

ଉଦଯାପିତ ହେଲା ପୋଲିସ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେଯେ, ଏକ […]

୮୦ବର୍ଷରେ ପଦାର୍ପଣ କଲେ ନବୀନ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଜନ୍ମଦିନରେ ପଦଯାତ୍ରା କରିବେ BJD ସଭାପତି।ଭୁବନେଶ୍ବର ଗଙ୍ଗନଗର ପଲ୍ଲୀରୁ ହେବ ଜନସମ୍ପର୍କ ପଦଯାତ୍ରା।୮୦ ବର୍ଷରେ ପଦାର୍ପଣ କଲେ ନବୀନ।