ଭୁବନେଶ୍ୱର,୧୭।୧(ଏସଏସନିଉଜ)ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ।ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ହେବ ତଦନ୍ତ।ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।